Browsing Tag

#CMO

ଉଦ୍ୟାନ କୃଷିଜାତ ଦ୍ରବ୍ୟର ସୁରକ୍ଷା ପାଇଁ କୃଷି ମନ୍ତ୍ରୀଙ୍କ ପରାମର୍ଶ

ଲୋକସେବା ଭବନଠାରେ ଉଦ୍ୟାନ କୃଷିଜାତ ଦ୍ରବ୍ୟ ଯଥା-ପନିପରିବା ଆଦି ସାଇତି ରଖିବା ପାଇଁ ସୌରଚାଳିତ ଶୀତଳ ଗୃହ ସ୍ଥାପନର ସମୀକ୍ଷା ବୈଠକରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅଧ୍ୟକ୍ଷତା କରିଛନ୍ତି । ସେ ତାଙ୍କ ବକ୍ତବ୍ୟରେ , ଶୀତଳ ଗୃହ ସ୍ଥାପନ ଦ୍ୱାରା ଫସଲ ଅମଳ ପରବର୍ତ୍ତୀ
Read More...

ଓଡ଼ିଶାରେ ଷ୍ଟ୍ରବେରି ଚାଷର ସଫଳ କାହାଣୀ

ଓଡିଶାର ନୁଆପଡା ଜିଲ୍ଲାର ସୁନାବେଡା ମାଳଭୂମିରୁ ଏକ ବିଶେଷ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ (PVTG) ଭାବରେ ବିବେଚନା କରାଯାଉଥିବା ଚୁକିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିକାଂଶ କୃଷକଙ୍କ ପରି ୪୦ ବର୍ଷିୟ କାଳିରାମ ସୁଆର ମଧ୍ୟ ଚାଷ ମାଧ୍ୟମରେ ରୋଜଗାର ପାଇଁ ସଂଘର୍ଷ କରିଆସୁଥିଲେ। ଦୁଇ ବର୍ଷ
Read More...

ମିଲେଟ ମିଶନ ଅଧୀନରେ କନ୍ଧମାଳରେ ଫସଲ କଟା ପରୀକ୍ଷଣ ସ୍ଥାପନ

ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଏବଂ ଲକ୍ଷ୍ୟସ୍ଥଳରେ ମିଲେଟ ଚାଷକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଓଡିଶାର ମିଲେଟସ୍ ମିଶନ ଅଧୀନରେ ଫସଲ କାଟିବା ପରୀକ୍ଷଣ କନ୍ଧମାଳ ର ଖଜୁରିପଡା ଏବଂ ଡାରିଙ୍ଗବାଡି ବ୍ଲକରେ ସଫଳତାର ସହିତ କରାଯାଇଛି ।
Read More...

କୃଷି ବିଭାଗର ଦକ୍ଷତା ବିକାଶ ଅଭିଯାନ ଅନୁଷ୍ଠିତ

କୃଷି ବିଭାଗର ଦକ୍ଷତା ବିକାଶ ଅଭିଯାନର ଏକ ଅଂଶ ଭାବରେ, କୋରାପୁଟର ଏକ କୃଷକ କୃଷି ଭବନ ପରିଦର୍ଶନ କରି ବିଭିନ୍ନ କୃଷି ପ୍ରଣାଳୀ ବିଷୟରେ ଜାଣିବାକୁ ପାଇଛନ୍ତି । ଆଧୁନିକ ପଦ୍ଧତି ଏବଂ ସରକାରୀ ପଦକ୍ଷେପଗୁଡ଼ିକର ପରିଚୟ ଦେଇ କୃଷକଙ୍କ ଜ୍ଞାନ ଏବଂ ଆୟ ବୃଦ୍ଧି କରିବାକୁ ଏହାର ଲକ୍ଷ୍ୟ ରହିଛି ।
Read More...

ନୂଆପଡାରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ

ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ (CDP-MLIP) ରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଡିସେମ୍ବର ୨୨ ରେ ନୁଆପଡାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଚାରିଟି ଏଫଏଏସ୍ ଏବଂ ୧୬ ସମ୍ପ୍ରଦାୟ ଭିତ୍ତିକ ସଂଗଠନ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।
Read More...

ସ୍ଵଂୟ ସହାୟକ ଗୋଷ୍ଠୀ ର ମାର୍ଗଦର୍ଶକ ସାଜୁଛି କୃଷି ବିଭାଗ

ମୟୂରଭଞ୍ଜର ବଦଡା ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଶ୍ରୀମତି ଭାରତୀ ମହାନ୍ତ ପୁଷ୍ପଗୁଚ୍ଛ ମିଶନ ଅଧୀନରେ ମାରିଗୋଲ୍ଡ ବା ଗେଣ୍ଡୁ ଫୁଲ ଅମଳ କରିଛନ୍ତି । କୃଷି ବିଭାଗର ମାର୍ଗଦର୍ଶନରେ ସେ ଏବଂ ତାଙ୍କ ପରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପୁଷ୍ପଗୁଚ୍ଛ ମାଧ୍ୟମରେ ଜୀବିକା
Read More...

ଜନସଂଖ୍ୟା ଏବଂ ତାପମାତ୍ରା ବୃଦ୍ଧି – କୃଷି କ୍ଷେତ୍ରରେ ପ୍ରଭାବ

କୃଷି ଏବଂ ଉପଭୋକ୍ତା ବିଶ୍ୱବ୍ୟାପୀ ବିବିଧତା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦ୍ରୁତ ଗତିରେ ବିକାଶ କରୁଛନ୍ତି । ଏହି ବିବର୍ତ୍ତନ ପଛରେ ଏକ ପ୍ରେରଣା ଶକ୍ତି ହେଉଛି ରିସର୍ଚ୍ଚ ଓ ଡେଭଲପମେଣ୍ଟ (R&D) । ଏହା ନବସୃଜନକୁ ପ୍ରୋତ୍ସାହିତ କରେ । ଏହା କୃଷି ଉତ୍ପାଦନ, ସ୍ଥିରତା , ଖାଦ୍ୟ ମୂଲ୍ୟ
Read More...

ମାଣ୍ଡିଆ ରାଣୀ ରାଇମତି ଘିଉରିଆ

ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ବର୍ଷ ବର୍ଷ ଧରି ଅଧିକ ବିକ୍ରି ହୋଇ ଆସିଥିବା ଚାଉଳ ଏବଂ ଗହମ ରୁ ଲୋକମାନେ ମିଲେଟକୁ ଚାଲିଆସିଛନ୍ତି । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଇଟାଲୀ ଏବଂ ୟୁରୋପୀୟ ୟୁନିଅନ୍ ଭଳି ଦେଶରୁ ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହି
Read More...

ମିଲେଟ ମିଶନର ସଫଳତା ଦିଗରେ ସରକାରଙ୍କ ଅଭିନବ ପ୍ରୟାସ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ (କ୍ଷୁଦ୍ର ଖାଦ୍ୟ ଶସ୍ୟ) ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାର ୭.୬ଟି ବ୍ଲକରେ
Read More...

ଜାତୀୟ କୃଷକ ଦିବସ ଉପଲକ୍ଷେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଶୁଭେଚ୍ଛା

ଜଣେ କୃଷକ କେବଳ ଜଣେ କୃଷକ ନୁହଁନ୍ତି, ସେ ହେଉଛନ୍ତି ମାନବ ସଭ୍ୟତାର ପ୍ରତିଷ୍ଠାତା । ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତଥାପି ସେ ହାର ନମାନି ନିଜର କୃଷି ପ୍ରତି ଥିବା ଭଲପାଇବାକୁ ଆପଣାଇ ନେଇଥାନ୍ତି । ଶୀତଦିନର ଥଣ୍ଡା ଏବଂ ଗ୍ରୀଷ୍ମର ଉତ୍ତାପ
Read More...