ନୂଆପଡାରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ

0

ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ (CDP-MLIP) ରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଡିସେମ୍ବର ୨୨ ରେ ନୁଆପଡାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଚାରିଟି ଏଫଏଏସ୍ ଏବଂ ୧୬ ସମ୍ପ୍ରଦାୟ ଭିତ୍ତିକ ସଂଗଠନ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ଜିଲ୍ଲାର ଚାରୋଟି ସମୂହ ରେ କରାଯିବ ।

Leave A Reply

Your email address will not be published.

7 + fourteen =