Browsing Tag

#Arabinda K Padhee

ଆଜି ହେଉଛି ମାଣ୍ଡିଆ ଦିବସ

୨୦୨୨ ନଭେମ୍ବର ୧୦ ମାର୍ଗଶୀର ମାସ ପ୍ରଥମ ଗୁରୁବାର ଠାରୁ ଏହାକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର , ପୃଷ୍ଟି ଶସ୍ୟର ବହୁଳ ବ୍ୟବହାର ଏହାର ମୂଳ ଲକ୍ଷ୍ୟ। ଖାଦ୍ୟ ଏବଂ କୃଷି ସଂଗଠନ ଏବଂ ମିଳିତ ଜାତିସଂଘ ମିଲେଟର ସ୍ୱାସ୍ଥ୍ୟ
Read More...

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା : ଆରମ୍ଭ ହେବ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ଆଉ କେଇ ଘଣ୍ଟା ପରେ ସାରା ବିଶ୍ୱ ଓଡ଼ିଶାର ମାଟିର ମାଣ୍ଡିଆ କଥା ଶୁଣିବ। ରାଜ୍ୟର ମିଲେଟ ମିଶନ, ମିଶନ ଶକ୍ତି,କୃଷି ବିଭାଗ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କରାଯାଉଥିବା ଏହି ମିଲେଟ୍ସ କନଭେନସନ ଆସନ୍ତାକାଲି ଉଦଘାଟନ ହେବାକୁ ଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
Read More...

ବିଶ୍ୱ ଶୁଣିବ ଓଡ଼ିଶା ମିଲେଟ୍ସର କାହାଣୀ

ଆଉ ଦିନକ ପରେ ବିଶ୍ୱ ଶୁଣିବ ଓଡ଼ିଶା ମିଲେଟସ୍‌ର କାହାଣୀ । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ସଫଳତାର କହାଣୀ ସାରା ବିଶ୍ୱରେ ବିଦିତ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୯-୧୦ରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେଉଛି । ଓଡ଼ିଶାର ମାଣ୍ଡିଆ ଚାଷ
Read More...

ଆଉ ଦୁଇଦିନ ପରେ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ରୂପରେ ଗଣନା କରାଯାଇଛି । ଚାଷ ଜମିରୁ ଖାଦ୍ୟ ପରସା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରୂପରେ ମାଣ୍ଡିଆର ପ୍ରାସଙ୍ଗିକତା କୁ ମୂଳ ଭିତ୍ତିଭୂମି ଜରିଆରେ ଗାଆଁ ଠାରୁ ନେଇ କରି ସହର ଯାଏଁ  ପ୍ରଚାର ଓ ପ୍ରସାର କରାଯାଇପାରିଛି । କୃଷି ମନ୍ତ୍ରୀ ରଣେନ୍ଦ୍ର
Read More...

ଆଧୁନିକ ଆହ୍ୱାନ ପାଇଁ ପୁରାତନ ଶସ୍ୟ ହେଉଛି ମିଲେଟ୍ସ

ପୁଷ୍ଟିଶସ୍ୟ ମାଣ୍ଡିଆ ପାଇଁ ଏବେ ସବୁଠି ଉତ୍ôସବ ମୁଖର । ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଅୟୋଜନ କରୁଛି ଦୁଇ ଦିନିଆ ଆନ୍ତଜାର୍ତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ । ନଭେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ସଫଳ ମିଲେଟ୍ସ ଉଦ୍ୟୋଗୀ, କୃଷି ବୈଜ୍ଞାନିକ ଯୋଗଦେବାର
Read More...