Browsing Tag

#Arabinda K Padhee

୮ ଜିଲ୍ଲାରେ ଫସଲ କ୍ଷୟ କ୍ଷତି ଆକଳନ

ସାମୁଦ୍ରିକ ଝଡ଼ ‘ମିଗ୍ ଜାଉଁ' ପ୍ରଭାବରେ ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ରାୟଗଡା ଜିଲାରେ ଲଗାଣ ବର୍ଷା ହେତୁ ଧାନ, କପା ଓ ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି । କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକର
Read More...

ଝୋଟ ଚାଷ ର ସମୀକ୍ଷା କଲେ କୃଷିମନ୍ତ୍ରୀ

ମାନ୍ୟବର ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ଵାଇଁ ଗତକାଲି କୃଷି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଓଡ଼ିଶାରେ ଝୋଟ ଚାଷ ସହ ଜଡିତ ବିଷୟ ଉପରେ ଆଲୋଚନା କରିଥିଲେ। ସେ ଝୋଟ ଚାଷ କ୍ଷେତ୍ରକୁ ଦ୍ୱିଗୁଣିତ କରିବା, ବୈଷୟିକ ପ୍ରଗତି ବ୍ୟବହାର ଏବଂ ଏହି ଯୋଜନା ଅନ୍ତର୍ଗତ ଝୋଟ ସହ ଅନ୍ୟ ଫସଲ
Read More...

କୃଷି ଋଣ ପ୍ରଦାନ ପ୍ରସଙ୍ଗରେ ସଂସଦ ରେ ଉଠିଲା ପ୍ରଶ୍ନ

ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସହ ମୁଜିବୁଲ୍ଲା ଖାନ ରାଜ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଆବଶ୍ୟକୀୟ ଓ ସଠିକ ସମୟରେ କୃଷି ଋଣ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ କି ବୋଲି ରାଜ୍ୟସଭାରେ ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରାୟତ
Read More...

ମିଲେଟ ମିଶନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ

ନଭେମ୍ବର ୨୮ ରେ ହାଇଦ୍ରାବାଦରେ ହେଇଥିବା ଅନ୍ତର୍ଜାତୀୟ ନ୍ୟୁଟ୍ରି-ସିରିଏଲ କନଭେନସନ୍ ୫.୦ ରେ ଓଡ଼ିଶା 'ମିଲେଟ୍ ପ୍ରମୋସନ୍ ପାଇଁ ଗ୍ଲୋବାଲ୍ ମଡେଲ୍' ଭାବରେ ମାନ୍ୟତା ପାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର
Read More...

ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ

ହାଇଦ୍ରାବାଦରେ ହେଇଥିବା ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଅଲ୍ କନଭେନସନ୍ (INCC) 5.0 ସମୟରେ ଓଡିଶା 'ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ' ଭାବରେ 'ପୋଶକ୍ ଆନାଜ୍ ପୁରସ୍କାର ୨୦୨୩' ପାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର ମୁଖ୍ୟ ଶାସନ ସଚିବ, ଡ. ଅରବିନ୍ଦ କୁମାର
Read More...

ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଏଲ କନଭେନସନ୍ (INCC) ୫.୦ ଅନୁଷ୍ଠିତ

ଗତ କିଛି ଦିନ ପୂର୍ବେ ୯-୧୦ ନଭେମ୍ବର ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମିଲେଟ ମିଶନ ହୋଇଥିଲା । ସେଥିରେ ବହୁ ଚାଷୀ, ସ୍କୁଲ ଛାତ୍ର ଛାତ୍ରୀ, ମିଶନ ଶକ୍ତି ମହିଳା, ସ୍ଵଂୟ ସହାୟକ ଗୋଷ୍ଠୀ, ମାନ୍ୟବର ମନ୍ତ୍ରୀଗଣ ଏବଂ ବିଭିନ୍ନ ବେପାରୀ ମାନେ ଯୋଗଦେଇଥିଲେ । ସେଠାରେ ମିଲେଟକୁ
Read More...

ବାଂଲାଦେଶରେ ପହଞ୍ଚିଲା ଓଡିଶା କାଜୁ

୨୩ ନଭେମ୍ବର ୨୦୨୩ ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ଓଡ଼ିଶା ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କରିଛି । ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଆପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି
Read More...

ସଫଳତାର ସହ ଶେଷ ହେଲା ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ଭୁବନେଶ୍ୱରରେ ହୋଇଥିବା ସର୍ବ ପ୍ରଥମ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ ଏକ ପରିବର୍ତ୍ତନଶୀଳ ଘଟଣାର ସାକ୍ଷୀ ହୋଇରହିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ "ମିଲେଟସ୍ - ଆଧୁନିକ ଚ୍ୟାଲେଞ୍ଜ ପାଇଁ ପ୍ରାଚୀନ ଶସ୍ୟ" ମିଲେଟସ
Read More...

ମିଲେଟ୍ସକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ପ୍ରଶଂସନୀୟ : ରାଜ୍ୟପାଳ

ମିଲେଟ୍ସ ଆମ ଭାରତର ପାରମ୍ପରିକ ଖାଦ୍ୟ। ସାରା ବିଶ୍ବରେ ଏହାକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଯାହା ଫଳରେ ଏହା ଲୋକ ସମ୍ମୁଖକୁ ଆସିପାରିଛି । ମିଲେଟ୍ସ ଭଳି ଏକ ଅଜଣା ଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ପ୍ରଶଂସନୀୟ । ଓଡ଼ିଶାର
Read More...

କ୍ରୀଡ଼ା ହଷ୍ଟେଲ୍ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ମିଲେଟ୍ ଏକ ଉଚ୍ଚ ଧରଣର ପୁଷ୍ଟିଶସ୍ୟ ହୋଇଥିବାରୁ ଏହା ସର୍ବଜନ ଆହାର ରେ ସାମିଲ ହୋଇପାରିବ । କ୍ରୀଡ଼ାବିତ୍‌ ମାନଙ୍କ ଉଚ୍ଚମାନର ପ୍ରଦର୍ଶନ ଲାଗି ମଧ୍ୟ ଯେଉଁ ପୋଷକ ତନ୍ତ୍ରର ଆବଶ୍ୟକତା ରହିଛି ତାହା ପୁଷ୍ଟିଶସ୍ୟ (ମିଲେଟ୍)ରୁ ମିଳିପାରିବ। ଏହି ମିଲେଟ ମିଶନ୍ ରେ ଯୋଗ ଦେଇଥିବା ବିଭିନ୍ନ ସଚିବ
Read More...