Browsing Category

ସାକ୍ଷାତକାର (Interview)

ମାଛ ଚାଷ ଉଦ୍ୟୋଗୀ ହେବାର ନୂତନ ସମ୍ଭାବନା

ସମୟ ଆସିଛି କୃଷି କ୍ଷେତ୍ରକୁ ଆଉ ସେପରି ପ୍ରାଧାନ୍ୟ ଦିଆଯାଉନାହିଁ । କୃଷି ବିଜ୍ଞାନ ହେଉ କି ମତ୍ସ୍ୟ ବିଜ୍ଞାନ କେଉଁଥିରେ ବି ଆଉ ପିଲାମାନଙ୍କର ଆଗ୍ରହ ପରିଲକ୍ଷିତ ହେଉନାହିଁ । ଆଉ ଏପଟେ ପାଠପଢ଼ା ସରିଲା ପରେ ଚାକିରୀ ପାଇଁ ଧାଁ ଧପଡ଼ ହୋଇ ଶେଷରେ ବାହାର ରାଜ୍ୟରେ ଦାଦନ ଖଟିବାକୁ ସାର…
Read More...

ଚାଷ ପାଇଁ ଯୋଗ୍ୟତା ନୁହେଁ , ମନୋବଳ ଲୋଡ଼ା

ଚାଷୀ ହିଁ ଏ ସମାଜ ଓ ସଭ୍ୟତାର ମେରୁଦଣ୍ଡ । କୃଷିର ଆଦ୍ୟ ଓଁକାର । ସାମାଜିକ ଜନଜୀବନ ସହ କୃଷି ସହ ସମ୍ପର୍କ ଢେ଼ର ପୁରୁଣା । ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା । କୃଷି ଆଉ କୃଷକର ସାଥ ବିନା ଖାଦ୍ୟ ସାରା ଦୁନିଆ ପାଇଁ ଏକ ସ୍ୱପ୍ନ ପ୍ରାୟ । ମଣିଷ ଯଦି କାଲି ବଂଚିବା ପାଇଁ କିଛି ନୂଆ ସମ୍ଭାବନା…
Read More...

ଆତ୍ମନିର୍ଭର କୃଷିର ପ୍ରଥମ ସୋପାନ- କୃଷକ ଉତ୍ପାଦକ ସଂଗଠନ

ଚାଷୀ – ସେ ସବୁଜିମାର ଶିଳ୍ପୀ । ସେ ତିଆରି କରେ ଶ୍ୟାମଳର ବାତାବରଣ । ମାଟିର ମଣିଷ ହୋଇ ମାଟି ଉପରେ ସୁନାର ଫସଲ ଫଳାଏ । ତାର ପାଇଁ ଦିନରେ ଦି ଓଳି ଦାନା ଆମ ପେଟରେ ପଡେ଼ । ସେ ଦରଦୀ ମଣିଷ , ହେଲେ ଏକ ମହାନ ବ୍ୟକ୍ତିତ୍ୱର ଉଦାହରଣ । ସେଇ ଚାଷୀ ପାଇଁ ଆଜି ଦେଶର ଆର୍ଥିକ ସ୍ଥିତି ସୁଦୃଢ଼…
Read More...

ଗୋବର ଖତରୁ ସୁନାର କ୍ଷେତ ନିଶାରେ ସର୍ବେଶ୍ୱର

ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ପବନର ଛୁଆଁରେ ଖିଲି ଖିଲି ହସ ସବୁଜିମାରେ ସୃଷ୍ଟି କରେ ଆନନ୍ଦର ବର୍ଣ୍ଣବିଭା । ଆଉ ସବୁଜ କ୍ଷେତରେ ଆଙ୍କିଦିଏ ଆକର୍ଷଣର ରଙ୍ଗଛିଟା । ଚାଷ ଓ ଚାଷୀର ସର୍ମ୍ପକ ସତରେ ନିଆରା । ଚାଷୀ-ସମାଜର ଅନ୍ନଦାତା ଆଉ ସାଧାରଣ ଜନତାର କ୍ଷୁଧାକବଚ । ତା…
Read More...

ମାଛଚାଷର ବାଟ ଦେଖାଉଛନ୍ତି ପଦ୍ମଶ୍ରୀ ବଟକୃଷ୍ଣ ସାହୁ

ଗ୍ରାମୀଣ ଜୀବନରେ ମାଛ ଧରିବା ହେଉ କି ମାଛ ଚାଷ କରିବା ଏକ ସାଧାରଣ କଥା । କିନ୍ତୁ ଯେବେ ସେଇ ସାଧାରଣ ପୋଖରୀ ମଣିଷକୁ ଅସାଧାରଣ ସଫଳତା ଦିଏ , ସତରେ ତାହା ଏକ ବିସ୍ମୟର ବିଷୟ ପାଲଟିଯାଏ । ସେ ସେମିତି ଏକ ମଣିଷ ଯିଏ ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନିରନ୍ତର ଭାବେ ମାଛ ଚାଷ କରି…
Read More...

ପ୍ରକୃତିର ଅର୍ଥକୁ ବୁଝି ଚାଷ କଲେ ସଫଳତା ଅବଶ୍ୟମ୍ଭାବୀ – ପଦ୍ମଶ୍ରୀ ଭାରତ ଭୂଷଣ ତ୍ୟାଗୀ

ସମୟ ଥିଲା ଲୋକ ଚାଷ କହିଲେ ଏକ ସ୍ୱର୍ଗୀୟ ଅବଲୋକନକୁ ବୁଝୁଥିଲେ । କୃଷିକୁ ଏକ ଭାବପୂର୍ଣ୍ଣ ଆବେଗ ସହ ତୁଳନା କରୁଥିଲେ । ଚାଷ କରିବାକୁ କେହି ବାଧ୍ୟ କରୁନଥିଲେ , ବରଂ କୃଷି ଜନଜୀବନର ଆଧାର ସହ ଜଡ଼ିତ ହୋଇଥିଲା । ସେମିତି ଜଣେ ଚାଷୀ - ଯିଏ ସାରା ଭାରତରେ ଜଣେ ଜଣାଶୁଣା ନାମ । ଜୈବିକ…
Read More...

ସବୁଜ ଓ ବିଷମୁକ୍ତ ଭାରତ ମୋର ସ୍ୱପ୍ନ – କୃଷି ସାଇକେଲ ମ୍ୟାନ୍ ନିରାଜ ପ୍ରଜାପତି

ଚାଷ ଏକ ବ୍ୟବସାୟ ନୁହେଁ , ଏହା ଏକ ନିଶା । ଆଧୁନିକତାର ଚାକଚକ୍ୟ ଭିତରେ କେଉଁଠି ନା କେଉଁଠି ଏବେ ବି ମଣିଷପଣିଆ ବଂଚି ରହିଛି । ସେଇଥିପାଇଁ ତ ସମାଜରେ ମଣିଷ ନିଜର ସ୍ଥିତି ବଜାୟ ରଖିପାରିଛି । ଚାଷୀ – ସେ ମାଟିର ମଣିଷ , ତାରି ପାଇଁ ବନ୍ଧ୍ୟା ମାଟି ଜୀବନ୍ୟାସ ପାଏ । ଜଣେ ଦରଦୀ ପ୍ରାଣର…
Read More...