ମୋ ପ୍ରିୟ ଚାଷୀ

ଆ ଜହ୍ନ ମାମୁଁ ସରଗ ଶଶୀ । ମୋ କ୍ଷେତ ସବୁକୁ ଜଗିଥା ବସି।। ମରୁଡି ହେଉ କି ଝଡି ବରଷି। ଖବର ଦେବୁ ତୁ ଆଗରୁ ଆସି।। ଘରେ ଛୁଆ ମୋର ରହିଛି ବସି।କ୍ଷେତ ରୁ ନେଉଛି କାଁକ୍ଡ଼ କସି ।। କାଳିଆ ଯୋଜନା ଆମକୁ ବାସି। ମିଳିଵ କି ନାହିଁ ରହିଛି ବସି ।। ବଡ଼ ଵଡ଼ିଆଙ୍କ ଖାତାରେ ପଶି।କାଳିଆ ଟଙ୍କା ଟା…
Read More...

କୃଷକ

ହଉ ସେ ବିଜ୍ଞାନର ଅଗ୍ରଗତିକି ହଉ ଅବା ଆଧୁନିକତାର ଶୋଭା ଯାତ୍ରା.. ସିନେମା ପରଦା ର ଚାକଚକ୍ୟକି ଚନ୍ଦ୍ରଯାନ ର ସଫଳତା.. ବିଜେପି ହଉ କି ହଉ କଂଗ୍ରେସହଉ ସେ ହିନ୍ଦୁ ଆଉ ମୁସଲମାନର ଶୀତଳ ଯୁଧ୍ୟକି ହଉ ସମ୍ବିଧାନର ଖଣ୍ଡ ତିନିଶହ ସତୁରି ସେ ଅଜ୍ଞାନୀ ଏଇ ସବୁ କିଛି ଜାଣେନା.. …
Read More...

ଆତ୍ମନିର୍ଭର କୃଷିର ପ୍ରଥମ ସୋପାନ- କୃଷକ ଉତ୍ପାଦକ ସଂଗଠନ

ଚାଷୀ – ସେ ସବୁଜିମାର ଶିଳ୍ପୀ । ସେ ତିଆରି କରେ ଶ୍ୟାମଳର ବାତାବରଣ । ମାଟିର ମଣିଷ ହୋଇ ମାଟି ଉପରେ ସୁନାର ଫସଲ ଫଳାଏ । ତାର ପାଇଁ ଦିନରେ ଦି ଓଳି ଦାନା ଆମ ପେଟରେ ପଡେ଼ । ସେ ଦରଦୀ ମଣିଷ , ହେଲେ ଏକ ମହାନ ବ୍ୟକ୍ତିତ୍ୱର ଉଦାହରଣ । ସେଇ ଚାଷୀ ପାଇଁ ଆଜି ଦେଶର ଆର୍ଥିକ ସ୍ଥିତି ସୁଦୃଢ଼…
Read More...

ଗୋବର ଖତରୁ ସୁନାର କ୍ଷେତ ନିଶାରେ ସର୍ବେଶ୍ୱର

ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ପବନର ଛୁଆଁରେ ଖିଲି ଖିଲି ହସ ସବୁଜିମାରେ ସୃଷ୍ଟି କରେ ଆନନ୍ଦର ବର୍ଣ୍ଣବିଭା । ଆଉ ସବୁଜ କ୍ଷେତରେ ଆଙ୍କିଦିଏ ଆକର୍ଷଣର ରଙ୍ଗଛିଟା । ଚାଷ ଓ ଚାଷୀର ସର୍ମ୍ପକ ସତରେ ନିଆରା । ଚାଷୀ-ସମାଜର ଅନ୍ନଦାତା ଆଉ ସାଧାରଣ ଜନତାର କ୍ଷୁଧାକବଚ । ତା…
Read More...

ମାଛଚାଷର ବାଟ ଦେଖାଉଛନ୍ତି ପଦ୍ମଶ୍ରୀ ବଟକୃଷ୍ଣ ସାହୁ

ଗ୍ରାମୀଣ ଜୀବନରେ ମାଛ ଧରିବା ହେଉ କି ମାଛ ଚାଷ କରିବା ଏକ ସାଧାରଣ କଥା । କିନ୍ତୁ ଯେବେ ସେଇ ସାଧାରଣ ପୋଖରୀ ମଣିଷକୁ ଅସାଧାରଣ ସଫଳତା ଦିଏ , ସତରେ ତାହା ଏକ ବିସ୍ମୟର ବିଷୟ ପାଲଟିଯାଏ । ସେ ସେମିତି ଏକ ମଣିଷ ଯିଏ ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନିରନ୍ତର ଭାବେ ମାଛ ଚାଷ କରି…
Read More...

ପ୍ରକୃତିର ଅର୍ଥକୁ ବୁଝି ଚାଷ କଲେ ସଫଳତା ଅବଶ୍ୟମ୍ଭାବୀ – ପଦ୍ମଶ୍ରୀ ଭାରତ ଭୂଷଣ ତ୍ୟାଗୀ

ସମୟ ଥିଲା ଲୋକ ଚାଷ କହିଲେ ଏକ ସ୍ୱର୍ଗୀୟ ଅବଲୋକନକୁ ବୁଝୁଥିଲେ । କୃଷିକୁ ଏକ ଭାବପୂର୍ଣ୍ଣ ଆବେଗ ସହ ତୁଳନା କରୁଥିଲେ । ଚାଷ କରିବାକୁ କେହି ବାଧ୍ୟ କରୁନଥିଲେ , ବରଂ କୃଷି ଜନଜୀବନର ଆଧାର ସହ ଜଡ଼ିତ ହୋଇଥିଲା । ସେମିତି ଜଣେ ଚାଷୀ - ଯିଏ ସାରା ଭାରତରେ ଜଣେ ଜଣାଶୁଣା ନାମ । ଜୈବିକ…
Read More...

ସବୁଜ ଓ ବିଷମୁକ୍ତ ଭାରତ ମୋର ସ୍ୱପ୍ନ – କୃଷି ସାଇକେଲ ମ୍ୟାନ୍ ନିରାଜ ପ୍ରଜାପତି

ଚାଷ ଏକ ବ୍ୟବସାୟ ନୁହେଁ , ଏହା ଏକ ନିଶା । ଆଧୁନିକତାର ଚାକଚକ୍ୟ ଭିତରେ କେଉଁଠି ନା କେଉଁଠି ଏବେ ବି ମଣିଷପଣିଆ ବଂଚି ରହିଛି । ସେଇଥିପାଇଁ ତ ସମାଜରେ ମଣିଷ ନିଜର ସ୍ଥିତି ବଜାୟ ରଖିପାରିଛି । ଚାଷୀ – ସେ ମାଟିର ମଣିଷ , ତାରି ପାଇଁ ବନ୍ଧ୍ୟା ମାଟି ଜୀବନ୍ୟାସ ପାଏ । ଜଣେ ଦରଦୀ ପ୍ରାଣର…
Read More...

ଚାଷୀଙ୍କୁ ଅମଳର ରାହା ଯୋଗାଉଛନ୍ତି ସ୍ନିଗ୍ଧା

ଦିନେ ତା’ ପାଇଁ ସବୁଜ ବିପ୍ଲବର ଆଦ୍ୟ ଧ୍ୱନି ସାରା ବିଶ୍ୱକୁ ପ୍ରକମ୍ପିତ କରିଥିଲା । ସେ ସାଜିଥିଲା ସବୁଜ ବିପ୍ଲବର ମହାନାୟକ । ତା’ରି ପାଇଁ ବନ୍ଧ୍ୟା ଜମିରେ ମହମହ ହୋଇ ସବୁଜିମାର ବାସ୍ନା ମହକି ଉଠେ । ଦରଦୀ ପ୍ରାଣରେ ସେ ସଂକଳ୍ପର ଶୁଭଶଙ୍ଖ ଫୁଙ୍କୁଥାଏ ପ୍ରତିଟି ସମୟରେ । ତା’ରି ପାଇଁ…
Read More...

ଜନଜାତିଙ୍କୁ ନବଆଲୋକ ଦେଖାଉଛି ନବଜ୍ୟୋତି

ନିୟତିଙ୍କ ସୃଷ୍ଟିରେ ମଣିଷ ଏକ ବିଚିତ୍ର ପ୍ରାଣୀ । ବୁଦ୍ଧିମତାର ମାପକାଠିରେ ଶ୍ରେଷ୍ଠ ବୋଲି ଗଣାଯାଉଥିବା ମଣିଷ ବିଚାର ଓ ବୁଦ୍ଧିର ବହୁତ ଆଗରେ । ତେବେ ଏ ସମାଜ ଏବେ ବି ସେମିତି କିଛି ଲୋକଙ୍କୁ ସାହାଯ୍ୟ ତ ଦୂରର କଥା , ସହାନୁଭୂତି ଦେବା ପାଇଁ ବି ପଛଘୁଂଚା ଦିଏ । ଓଡ଼ିଶାରେ ଜନଜାତି ଓ…
Read More...