Browsing Tag

#naveenpattnaik

କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ

ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବା ସହ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ର ମୁଖ୍ୟବନ୍ଧ ବିଭାଗ,
Read More...

ମିଲେଟ୍ କୁ ନେଇ ନିଜ ଅଭିଜ୍ଞତା ବଖାଣିଲେ ବିକାଶ ଖାନ୍ନା

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ମିଲେଟସ ସମ୍ମିଳନୀରେ ସେଲିବ୍ରିଟି ରୋଷେୟା ବିକାଶ ଖାନ୍ନା ଯୋଗଦାନ କରିଥିଲେ ଏବଂ ଓଡିଆ ରୋଷେଇ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ପରିଣତ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ସେ 'ହୋଟେଲ ଏବଂ ରେଷ୍ଟୁରାଣ୍ଟ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୫୦ ଜଣ ମିଶନ ଶକ୍ତି ମହିଳା

ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୧୫୦ ଜଣ ମିଶନ ଶକ୍ତି ମା’ ଶୁକ୍ରବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୁଷ୍ଟିଶସ୍ୟ ମାଣ୍ଡିଆକୁ ପ୍ରୋତ୍ସାହନ ଦେଇଥିବାରୁ ମା’ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ
Read More...

କ୍ରୀଡ଼ା ହଷ୍ଟେଲ୍ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ମିଲେଟ୍ ଏକ ଉଚ୍ଚ ଧରଣର ପୁଷ୍ଟିଶସ୍ୟ ହୋଇଥିବାରୁ ଏହା ସର୍ବଜନ ଆହାର ରେ ସାମିଲ ହୋଇପାରିବ । କ୍ରୀଡ଼ାବିତ୍‌ ମାନଙ୍କ ଉଚ୍ଚମାନର ପ୍ରଦର୍ଶନ ଲାଗି ମଧ୍ୟ ଯେଉଁ ପୋଷକ ତନ୍ତ୍ରର ଆବଶ୍ୟକତା ରହିଛି ତାହା ପୁଷ୍ଟିଶସ୍ୟ (ମିଲେଟ୍)ରୁ ମିଳିପାରିବ। ଏହି ମିଲେଟ ମିଶନ୍ ରେ ଯୋଗ ଦେଇଥିବା ବିଭିନ୍ନ ସଚିବ
Read More...

କେନ୍ଦ୍ର କୃଷି ସଚିବଙ୍କ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ

କେନ୍ଦ୍ର କୃଷି ସଚିବ, ଶ୍ରୀ ମନୋଜ ଅହୁଜା ଭୁବନେଶ୍ୱରରେ ମିଲେଟସ୍ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବାବେଳେ କୃଷି ଭବନରେ କୃଷି ସମିକ୍ଷା କେନ୍ଦ୍ର (କେଏସକେ) ପରିଦର୍ଶନ କରିଥିଲେ। ତାଙ୍କୁ ସରକାରୀ ସ୍ତରରେ ସ୍କିମ୍ / ସେବା ବିତରଣ, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ତଥ୍ୟ ଚାଳିତ
Read More...

ଆଜି ହେଉଛି ମାଣ୍ଡିଆ ଦିବସ

୨୦୨୨ ନଭେମ୍ବର ୧୦ ମାର୍ଗଶୀର ମାସ ପ୍ରଥମ ଗୁରୁବାର ଠାରୁ ଏହାକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର , ପୃଷ୍ଟି ଶସ୍ୟର ବହୁଳ ବ୍ୟବହାର ଏହାର ମୂଳ ଲକ୍ଷ୍ୟ। ଖାଦ୍ୟ ଏବଂ କୃଷି ସଂଗଠନ ଏବଂ ମିଳିତ ଜାତିସଂଘ ମିଲେଟର ସ୍ୱାସ୍ଥ୍ୟ
Read More...

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା : ଆରମ୍ଭ ହେବ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ଆଉ କେଇ ଘଣ୍ଟା ପରେ ସାରା ବିଶ୍ୱ ଓଡ଼ିଶାର ମାଟିର ମାଣ୍ଡିଆ କଥା ଶୁଣିବ। ରାଜ୍ୟର ମିଲେଟ ମିଶନ, ମିଶନ ଶକ୍ତି,କୃଷି ବିଭାଗ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କରାଯାଉଥିବା ଏହି ମିଲେଟ୍ସ କନଭେନସନ ଆସନ୍ତାକାଲି ଉଦଘାଟନ ହେବାକୁ ଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
Read More...

ବିଶ୍ୱ ଶୁଣିବ ଓଡ଼ିଶା ମିଲେଟ୍ସର କାହାଣୀ

ଆଉ ଦିନକ ପରେ ବିଶ୍ୱ ଶୁଣିବ ଓଡ଼ିଶା ମିଲେଟସ୍‌ର କାହାଣୀ । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ସଫଳତାର କହାଣୀ ସାରା ବିଶ୍ୱରେ ବିଦିତ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୯-୧୦ରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେଉଛି । ଓଡ଼ିଶାର ମାଣ୍ଡିଆ ଚାଷ
Read More...

ମକାଚାଷୀଙ୍କ ପାଇଁ ଆଶୀର୍ବାଦ ସାଜିଛି ‘ ମୁଖ୍ୟମନ୍ତ୍ରୀ ମକା ମିଶନ ‘

  ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ଏଣିକି ଅଭାବୀ ବିକ୍ରିରୁ ମୁକ୍ତି ପାଇବେ। ମକା ଚାଷ ଓ ଚାଷୀର ଉନ୍ନତି ପାଇଁ ବଜାର ବ୍ୟବସ୍ଥା ସହିତ ପ୍ରକ୍ରିୟାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକା ମିଶନ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଓରମସ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ
Read More...