ମିଲେଟ୍ କୁ ନେଇ ନିଜ ଅଭିଜ୍ଞତା ବଖାଣିଲେ ବିକାଶ ଖାନ୍ନା

0

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ମିଲେଟସ ସମ୍ମିଳନୀରେ ସେଲିବ୍ରିଟି ରୋଷେୟା ବିକାଶ ଖାନ୍ନା ଯୋଗଦାନ କରିଥିଲେ ଏବଂ ଓଡିଆ ରୋଷେଇ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ପରିଣତ କରିବାକୁ ପ୍ରୋତ୍ସାହନ ଦେଇଥିଲେ । ସେ ‘ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଧ୍ୟମରେ ମିଲେଟର ଯାତ୍ରା’ ଉପରେ ଅନୁଧ୍ୟାନ କରି ବାର୍ତ୍ତା ପ୍ରଦାନ କରିଥିଲେ । ସେ ମଧ୍ୟ ମିଲେଟ୍ ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ଓ ରନ୍ଧନ ପ୍ରକ୍ରିୟା ରେ କିପରି ଉନ୍ନତ୍ତି ଅଣାଯାଇପାରିବ, ତାହାର ସାମର୍ଥ୍ୟ ଉପରେ ଧ୍ୟାନ ଦେଇଥିଲେ । ମିଲେଟ କୁ କିପରି ବହୁମୁଖୀ କାର୍ଯ୍ୟରେ ଲଗାଯାଇ ପାରିବ ସେ ପ୍ରତି ଖାନ୍ନା ନିଜର ଅଭିଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.

two × two =