Browsing Tag

#naveenpattnaik

କଳାମାଟିରେ ମହକୁଛି ଧଳା ସୁନା

କଳାହାଣ୍ଡି କପାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର ଓ କୋକସରା ବ୍ଲକକୁ ବାଦ୍ ଦେଲେ ଅନ୍ୟ ୧୦ଟି ବ୍ଲକରେ କପାଚାଷ ହୋଇଥାଏ । ବିଶେଷକରି ଭବାନୀପାଟଣା, କେସିଙ୍ଗା ଏବଂ ଗୋଲାମୁଣ୍ଡା ଭଳି ଅନ୍ୟ ବ୍ଲକମାନଙ୍କରେ କଳା
Read More...

ମାଷ୍ଟର ସେଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସୋନି ଟିଭିର ଲୋକପ୍ରିୟ ରୋଷେଇ ପ୍ରୋଗ୍ରାମ ‘ମାଷ୍ଟର ସେଫ୍ ଇଣ୍ଡିଆ'ରେ ମାଣ୍ଡିଆ ର ମହତ୍ତ୍ୱୂ ସ୍ଥାନ ପାଇଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ବ୍ୟବହାରକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହା ଏକ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ମିଲେଟ୍‌ ମିଶନକୁ
Read More...

ମାର୍ଗଶିର ଗୁରୁବାରରେ ଘରେ ସାମିଲ କରନ୍ତୁ ମାଣ୍ଡିଆ

ବର୍ତ୍ତମାନ ସମୟରେ ମାଣ୍ଡିଆ ର କଥା କହିଲେ ନସରେ । ଏକ ପୁଷ୍ଟିଜନିତ ପୁରାତନ ଖାଦ୍ୟଶସ୍ୟ ଭାବେ ମଣ୍ଡିଆକୁ, ବର୍ତ୍ତମାନ ସମୟରେ ନୂଆ ରୂପ ଦେବାପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ମଣ୍ଡିଆରେ ବହୁ ପ୍ରକାର ଭିଟାମିନ ରହିଛି । ତେଣୁ ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର,
Read More...

ବାଣିଜ୍ଯ ମେଳା ରେ ଓଡିଶା ପୁରସ୍କୃତ

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଗତ ୧୪ - ୨୭ ନଭେମ୍ବର ପର୍ଯ୍ୟନ୍ତ ହୋଇଥିଲା । ସେଥିରେ ଓଡିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଥିଲା । ଓଡ଼ିଶାର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍, ଯଥା - ମିଶନ ଶକ୍ତି,
Read More...

ଚାଷ ଜମିରେ ମହକ ବୁଣୁଛି ମାଣ୍ଡିଆ

ଏକ ପାରମ୍ପରିକ ପୁଷ୍ଟିଶସ୍ୟ ବା ଆଦିବାସୀଙ୍କ ଖାଦ୍ୟ ମିଲେଟ ଏବେ ଏକ ସୁନ୍ଦର ମଡେଲ ଭାବେ ମାର୍କେଟ ରେ ଉପଲବ୍ଧ ହେଉଛି । ଏଥିରେ ପୋଷକତତ୍ତ୍ଵ ଅଧିକ ଥିବାରୁ ଛୋଟଠାରୁ ବୁଢ଼ା ଯାଏ ସମସ୍ତେ ଖାଇବା ଯୋଗ୍ୟ ହେଇଛି । ସମସ୍ତେ ପସନ୍ଦ କରୁଥିବାରୁ , ତାହାର ଚାହିଦା ବଢ଼ିବାରେ ଲାଗିଛି । ତା'ର
Read More...

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନା

ମକାରେ ପ୍ରଚୁର ପରିମାଣର ଭିଟାମିନ , ମିନେରାଲସ ଓ ଅନ୍ୟାନ୍ୟ ଉପକାରୀ ପୋଷକତତ୍ତ୍ଵ ରହିଛି ଯାହା ଆମର ସୁସ୍ଥ ଶରୀର ଗଠନରେ ସାହାର୍ଯ୍ୟ କରିଥାଏ । ଯଥା : ଡାଏଟରୀ ଫାଇବର ରହିଛି ଯାହା ପାଚନ କ୍ରିୟାକୁ ବଢ଼ାଏ ଓ ପେଟ ସମସ୍ୟାରୁ ରକ୍ଷା କରେ ଏବଂ ଭିଟାମିନ୍ ବି-୧୨ , ଆଇରନ୍ ଓ ଫଲିକ୍ ଏସିଡ଼
Read More...

ରାୟଗଡାର ପାହାଡିଆ ଇଲାକାରେ ଷ୍ଟ୍ରବେରୀ ଚାଷ

କୃଷକମାନେ ସାଧାରଣତ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଧାନ ରୋପଣ କରନ୍ତି, ସେମାନେ ନଭେମ୍ବରରେ କିପରି ଷ୍ଟ୍ରବେରୀ ଚାଷ କରିବେ ସେ ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅନେକ କୃଷକ ସରକାରଙ୍କ ତରଫରୁ ଷ୍ଟ୍ରବେରୀ ଚାଷ ରେ ଲାଗିଛନ୍ତି । ସପୁରି , ଅଦା, କଦଳୀ, ପଣସକୁ ପରମ୍ପରା ଚାଷ ଭାବେ ଚାଷ
Read More...

ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ

ବିଶ୍ୱ ମତ୍ସ୍ୟଜୀବୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଶକ୍ତିକରଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଆରମ୍ଭ କରିଥିଲେ। ଏହି ଆର୍ଥିକ ବର୍ଷରେ ଖର୍ଚ୍ଚ ହେବାକୁ ଥିବା ୧୬ଟି କାର୍ଯ୍ୟକ୍ରମ ଯୋଜନା ପାଇଁ ରାଜ୍ୟ ସରକାର ୪୪୮
Read More...

ମତ୍ସ୍ୟ ଦିବସରେ ଆରମ୍ଭ ହେଲା “ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା” –

ବିଶ୍ଵ ମତ୍ସ୍ୟ ପାଳନ ଦିବସ ଅବସରରେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VC ( ଭିଡିଓ କନଫରେନ୍ସ) ମାଧ୍ୟମରେ ରାଜ୍ୟରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନା ( MMKY) ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମତ୍ସ୍ୟଜୀବୀଙ୍କ ପାଇଁ ୧୬ ଟି କଲ୍ୟାଣକାରୀ
Read More...

ବିଶ୍ୱ ମତ୍ସ୍ୟ ଦିବସ – ପଢନ୍ତୁ କଣ କହୁଛନ୍ତି ମତ୍ସ୍ୟ ବିଶେଷଜ୍ଞ

ଆଜି ହେଉଛି ବିଶ୍ୱ ମତ୍ସ୍ୟ ଦିବସ । ପ୍ରତିବର୍ଷ ନଭେମ୍ବର ୨୧ ରେ ଏହା ପାଳନ କରାଯାଏ। ମତ୍ସ୍ୟସମ୍ପଦ ପରିଚାଳନାର ଗୁରୁତ୍ୱକୁ ଆଲୋକିତ କରିବା ସହ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟ ନିରାପତ୍ତା ତଥା ଜୀବିକା ନିର୍ବାହରେ କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି
Read More...