Browsing Tag

#naveenpattnaik

ରାଜ୍ୟ ସରକାରଙ୍କ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା

ଧାନ ପରବର୍ତ୍ତୀ ପଡିଆ ଜମିରେ ମୁଗ, ବିରି ଏଵଂ ଡାଲି ଜାତୀୟ ଶସ୍ୟ ଚାଷ କରିବାରେ ରାଜ୍ୟର କୃଷକମାନେ ଅଗ୍ରସର ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସାର, ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ଯୋଗାଇବା ସହ ଅନେକ ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି। ଚାଷୀମାନେ ଧାନ ପରବର୍ତ୍ତୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ସହିତ ମା’ମାନଙ୍କ ଶକ୍ତି ରହିଛି

ପ୍ରତି ନିର୍ବାଚନରେ ମା'ମାନଙ୍କ ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରହିଛି। ମହିଳାଙ୍କ ବିକାଶ ପ୍ରତି ବିଜେଡିର ପ୍ରତିବଦ୍ଧତା ଏକ ଐତିହାସିକ ସତ୍ୟ। ମହିଳାଙ୍କ ସଶକ୍ତିକରଣ ଓ କଲ୍ୟାଣ ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସଶକ୍ତିକରଣ ପାଇଁ ମୂଖ୍ୟ ବାହକ ହେଉଛି…
Read More...

‘କାଳିଆ’ – ଚାଷୀଙ୍କ ଆୟ ବୃଦ୍ଧିର ସାଥୀ

କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧିର ସାଥୀ 'କାଳିଆ' । କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ଯ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। “କାଳିଆ " ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ…
Read More...

ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଶୁଭପ୍ରିୟା

ସଂସାରର ଦାୟିତ୍ଵ ତୁଲାଇବାରେ ସେ ଯେତିକି ସୁଦକ୍ଷ ପରିବାରର କଥା ବୁଝିବାରେ ଯେତିକି ପାରଙ୍ଗମ। ନିଜ ଚେଷ୍ଟାରେ ସବୁଜିମାର ମହକ ବୁଣି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କୃଷି ବିଭାଗ ସହଯୋଗରେ ଯାଜପୁର ଜିଲ୍ଲାର ବଡ଼ସୁଆର ଗାଁର ଶୁଭପ୍ରୀୟା ସାହୁ ଏବେ ଅନ୍ୟ…
Read More...

ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ‘ ମିଲେଟ ଶକ୍ତି କାଫେ’ ଉଦଘାଟିତ

ମିଲେଟର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ତଥା ସ୍ୱାସ୍ଥ୍ୟ ସଚେତନ ନାଗରିକଙ୍କ ମଧ୍ୟରେ ସେମାନଙ୍କର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମିଶନ ଶକ୍ତିର ଓଡିଶା ମିଲେଟ ମିଶନ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନେକ ମିଲେଟ ଶକ୍ତି କାଫେ ଖୋଲିଛନ୍ତି। ମିଶନ ଶକ୍ତି ଓ…
Read More...

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥ । ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିବେ । ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ…
Read More...

କରଞ୍ଜିଆ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ

ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍ୟୋଗର କଥା ପହଁଚାଇଛନ୍ତି। ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌‌ ଶକ୍ତି । ରାଜ୍ୟ ସରକାରଙ୍କ ଏକ ବିକଶିତ ପରିକଳ୍ପନା ହେଉଛି ମିଶନ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା…
Read More...

କଟକରେ ବତକ ପ୍ରଜନନ ଫାର୍ମର ନବୀକରଣ

ଓଡିଶାର କୃଷି ମନ୍ତ୍ରୀଙ୍କ ନେତୃତ୍ୱରେ ଖପୁରିଆରେ ବତକ ପ୍ରଜନନ ଫାର୍ମର ପୁନର୍ଜୀବନ ଗ୍ରାମାଞ୍ଚଳର ଜୀବିକା ନିର୍ବାହ ତଥା ପୁଷ୍ଟିକର ସୁରକ୍ଷାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। କୁକୁଡ଼ାମାନଙ୍କ ପାଇଁ ଚାଷୀଙ୍କ ମଧ୍ୟରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି କଟକର ଖାପୁରିଆରେ ଥିବା…
Read More...

ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର…
Read More...