Browsing Tag

#farming

କ୍ଷେତରେ ମାଡ଼ିବ ପାଣି, ଚାଷୀ ମୁହଁରେ ଖେଳିବ ହସ

ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ବୃହତ ପ୍ରକଳ୍ପ ଦ୍ବାରା ବରଗଡ ଜିଲ୍ଲାର ୪ ବ୍ଲକର ୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବା ସହ ରବି ଋତୁରୁ ଏହାର ଜଳସେଚନ ଆରମ୍ଭ ହେବ ବୋଲି ହୀରାକୁଦ ର ମୁଖ୍ୟବନ୍ଧ ବିଭାଗ,
Read More...

ବିଶ୍ୱ ଖାଦ୍ୟ ଦିବସ : ଅନ୍ନଦାତାଙ୍କୁ ପ୍ରଣାମ

ଆମେ ଖାଦ୍ୟ ଖାଇବାର ସ୍ୱପ୍ନ ଦେଖୁ । ଆଉ ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରେ ଚାଷୀ । ଖାଦ୍ୟ ଖାଇବାର ପ୍ରତଥମ ପ୍ରାଥମିକତାକୁ ଯିଏ ପୂରଣ କରେ ସେ ଚାଷୀ । ଏକ ମହାର୍ଘ୍ୟ ଅନୁଭୂତିର ଅନୁଭବୀ ସାଜି ଜଗତର କଲ୍ୟାଣ ଦିଗରେ ଲୋକଙ୍କୁ ଖାଦ୍ୟ ଯୋଗାଏ ଚାଷୀ । ଦିନ ଥିଲା ଏଇ ଚାଷ ମଣିଷକୁ ବଂଚିବାର
Read More...

ଆଜିର ସମୟରେ ଛତୁ ଚାଷ ଏକ ନୂଆ ସମ୍ଭାବନା – କୃଷି ମନ୍ତ୍ରୀ

ରାଜ୍ୟରେ ଛତୁ ଚାଷ ଏବେ ଅନେକ ଯୁବ ତଥା ମହିଳା ମାନଙ୍କୁ ସ୍ୱାବଲମ୍ବ କରାଇଛି । ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ଭାବରେ ଏବେ ପରିଗଣିତ ହୋଇଛି । ଭୁବନେଶ୍ୱର ସ୍ଥିତ ଓୟୁଏଟି ଠାରେ ଆୟୋଜିତ ଛତୁ ସମ୍ମିଳନୀରେ ଯୋଗଦେଇ ଆଜିର ସମୟରେ ଓଡ଼ିଶାରେ ଏକ ନୂତନ ସୁଯୋଗ ସୃଷ୍ଟି କରିଛି ଛତୁ ଚାଷ ଏହି
Read More...

ଧାନ ଫସଲର କୀଟ ପରିଚାଳନା

ନଳି ପୋକ- ଏହା ଧାନ ଫସଲର କ୍ଷତିକାରକ କୀଟ ମଧ୍ୟରେ ଅନ୍ୟତମ । ଏହାର ଶୁକ ଗୁଡ଼ିକ ଫିକା ସବୁଜ ରଙ୍ଗର ଓ ସଦାବେଳେ ପତ୍ରର ନଳୀ ଭିତରେ ଅବସ୍ଥାନ କରିଥାନ୍ତି । ଏମାନେ ଫିମ୍ବରୁ ବାହାରିବା ପରେ ଧାନ ପତ୍ରର ଅଗ ଭାଗକୁ କାଟି ଛୋଟଛୋଟ ନଳୀ ତିଆରି କରନ୍ତି । ନଳୀ ଭିତରେ ରହି ପତ୍ରର ସବୁଜ କଣିକାକୁ
Read More...

ଗୋରେଖନାଥ କୃଷକ ମହାସଂଘ ତରଫରୁ ପ୍ରତିଭା ଚୟନ ଉତ୍ସବ ପାଳିତ

ଓଡ଼ିଶା ର ଅନ୍ୟତମ କୃଷି ଗଣ ପର୍ବ ପବିତ୍ର ନୂଆଖାଇ ଅବସରରେ ଗୋରେଖ ନାଥ କୃଷକ ମହାସଂଘ ତରଫରୁ ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉତ୍ସଵ ପାଳନ କରାଯାଇଛି । ରେଢ଼ୁଆ ଅଞ୍ଚଳର ୧୭ଟି ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ବକୃତା,ଇଂରାଜୀ ବକୃତା ,ଓ ଦେଶାତ୍ମବୋଧକ
Read More...

ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା ରାଶି

ଆଜି ପବିତ୍ର ନୂଆଖାଇ ପର୍ବ। ସାରା ଓଡ଼ିଶା ପାଇଁ ଏହା ଏକ ଭାଇଚାରାର ପର୍ବ। ମନ ଭିତରୁ ରାଗ ଦ୍ୱେଷ ଛାଡ଼ି ପ୍ରେମ ପ୍ରଣୟ କୁ ଅନୁଭବ କରିବାର ଦିନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଚାଷୀ ମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କରିବେ। ରାଜ୍ୟର ୪୪ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା। ଏଥିରେ
Read More...

ସ୍ୱାବଲମ୍ବୀ ମହିଳା , ସଶକ୍ତ ଓଡ଼ିଶା

ମହିଳାମାନେ ଯେ କେବଳ ଘରର ଚାରି କାନ୍ଥ ଭିତରେ ରହି ଜୀବନ ଜିଇଁବାର ସ୍ବପ୍ନ ଦେଖନ୍ତି , ସେକଥା ଏବେ ଭୁଲ ପ୍ରମାଣିତ ହୋଇଛି । ମହିଳା ମାନେ ଆଜି ସଶକ୍ତ ହେଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ରୋଜଗାର କରି ସକ୍ଷମ ହୋଇ ପାରିଛନ୍ତି । ନିଜ ହାତ ମୁଠାକୁ ଶକ୍ତ କରି ଆଜି ସେମାନେ ସଫଳତାର ଗାଥା
Read More...