Browsing Tag

#CMO

ଏଗ୍ରି-ଓଡ଼ିଶା ୨୦୨୪: ମହିଳାଙ୍କ ଉନ୍ନତି ପାଇଁ ସମର୍ପିତ

ଭାରତରେ କୃଷିର ହୃଦୟ ଭାବରେ ଓଡ଼ିଶା ଏହାର କୃଷି କ୍ଷେତ୍ରର ଉତ୍ପାଦନ, ସ୍ଥିରତା ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଆଗ୍ରି-ଓଡିଶା ୨୦୨୪ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭବିଷ୍ୟତର କଳ୍ପନା କରେ, ଯେଉଁଠାରେ ରାଜ୍ୟର କୃଷକମାନେ ଉନ୍ନତି କରିବେ,
Read More...

ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଭେଟିଲେ ରାଜ୍ୟପାଳ

ନୁଆପଡା ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଭେଟି NAFCC ଅଧୀନରେ ସେମାନେ ପାଇଥିବା ଲାଭ ବିଷୟରେ ପଚାରି ବୁଝିଥିଲେ । ଏହି ଗୋଷ୍ଠୀ ଦ୍ୱାରା ୭ଏକର ଜମିରେ ଲଗାଯାଇଥିବା କ୍ୟାପ୍ସିକମ୍ ଓ ରଙ୍ଗୀନ କୋବି ଚାଷଦେଖି ଏହି ଉତ୍ପାଦକୁ ଅନ୍ୟ ରାଜ୍ୟକୁ
Read More...

ବିକଶିତ ଭାରତର ଆଧାର ହେଉଛି ଉଭୟ ଗାଁ ଓ ଚାଷୀ – ରାଜ୍ୟପାଳ

ବିକଶିତ ଭାରତର ଆଧାର ହେଉଛି ଗାଁ । ଉଭୟ ଗାଁ ଓ ଚାଷୀଙ୍କ ବିକାଶ ହିଁ ବିକଶିତ ଭାରତର ସୂତ୍ର ଭାବରେ ପରିଚିତ । ନୂଆପଡ଼ାର ମିଛପଲ୍ଲୀରେ ଚାଷୀ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ ମାନ୍ୟବର ରାଜ୍ୟପାଳ ଏହା କହିବା ସହ ଲୋକମାନଙ୍କ ଅଭାବ ଅଭିଯୋଗ ଶୁଣି ଏହାର
Read More...

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଆକର୍ଷଣୀୟ ମଡେଲ ପ୍ରଦର୍ଶନ

ଗଣତନ୍ତ୍ର ଦିବସ ୨୦୨୪ ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଭୁବନେଶ୍ୱରର ଗାନ୍ଧୀ ମର୍ଜ୍ ଠାରେ କୃଷି ଉଦ୍ୟୋଗର ଗତିଶୀଳ ପ୍ରଦର୍ଶନକୁ ସାକ୍ଷୀ କରି, ପ୍ରମୁଖ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଏକ ମଡେଲ ମାଧ୍ୟମରେ ଆକର୍ଷଣୀୟ କଳାକୃତି ସହ ବାଣିଜ୍ୟିକ କୃଷି ଉଦ୍ୟୋଗଗୁଡିକ
Read More...

ଓଡିଶା ମିଲେଟ ମିଶନ ତରଫରୁ ଏକ ଏକ୍ସପୋଜର ପରିଦର୍ଶନରେ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ

କୃଷି ଭବନରେ ଓଡିଶା ମିଲେଟ ମିଶନ ଦ୍ୱାରା ଅନୁଷ୍ଠିତ ଏକ ଏକ୍ସପୋଜର ପରିଦର୍ଶନରେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ନେଇ ଅନେକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହାଦ୍ବାରା
Read More...

କୃଷି ଭବନ ଠାରେ ଅନୁଷ୍ଠିତ ହୋଇଛି ୭୫ ତମ ସାଧାରଣତନ୍ତ୍ର ଦିବସ

୭୫ ତମ ଗଣତନ୍ତ୍ର ଦିବସ ଅବସରରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ଭବନ ପରିସରରେ ଜାତୀୟ ପତକା ଉତ୍ତୋଳନ କରି ସମ୍ବିଧାନର ଆଦର୍ଶ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ସବୁବେଳେ ମର୍ଯ୍ୟାଦାର ସହ ଉଚ୍ଚରେ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
Read More...

ଜୟ ଯବାନ,,, ଜୟ କିଶାନ !!!

ସୀମା ମଧ୍ୟରେ କୃଷକ ଏବଂ ସୀମାନ୍ତରେ ସୈନିକ ନିୟୋଜିତ ହୋଇଥିବାରୁ ଦେଶର ଲୋକମାନେ କେବଳ ଶାନ୍ତିରେ ଶୋଇପାରୁଛନ୍ତି । ସେହିପରି ସ୍ୱାଧୀନତା ରକ୍ଷା କରିବା କେବଳ ସୈନିକ ମାନଙ୍କର କାମ ନୁହେଁ , ସମଗ୍ର ଦେଶକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ଦେଶ କେତେ ବି ଡିଜିଟାଲ ହେଉ ନା କାହିଁକି,, ରୁଟି
Read More...