ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଭେଟିଲେ ରାଜ୍ୟପାଳ

0

ନୁଆପଡା ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଭେଟି NAFCC ଅଧୀନରେ ସେମାନେ ପାଇଥିବା ଲାଭ ବିଷୟରେ ପଚାରି ବୁଝିଥିଲେ । ଏହି ଗୋଷ୍ଠୀ ଦ୍ୱାରା ୭ଏକର ଜମିରେ ଲଗାଯାଇଥିବା କ୍ୟାପ୍ସିକମ୍ ଓ ରଙ୍ଗୀନ କୋବି ଚାଷଦେଖି ଏହି ଉତ୍ପାଦକୁ ଅନ୍ୟ ରାଜ୍ୟକୁ କିପରି ପଠାଯିବା ବିଷୟରେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

2 + nine =