Browsing Tag

#Arabinda K Padhee

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥ । ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିବେ । ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ
Read More...

ମାଣ୍ଡିଆ ରାଣୀଙ୍କୁ ଚୀନ୍ ରୁ ଆସିଲା ନିମନ୍ତ୍ରଣ

ମାଣ୍ଡିଆ ପାଇଁ କୋରାପୁଟକୁ ସାରା ବିଶ୍ୱରେ ମିଳିଲା ପରିଚୟ ମାଣ୍ଡିଆ କୋରାପୁଟ ଜିଲ୍ଳାର ଆଉ ଏକ ଅନନ୍ୟ ପରିଚୟ । ଏଥିପାଇଁ କୋରାପୁଟ ଜିଲ୍ଳାର ମାଣ୍ଡିଆ ରାଣିଙ୍କୁ ଚୀନରୁ ଆସିଛି ନିମନ୍ତ୍ରଣ। ପ୍ରଥମେ ଜି ୨୦ ଶିଖର ସମ୍ମିଳନୀ ପରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସମ୍ମାନୀତ
Read More...

ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ

ଆସନ୍ତା ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ। ତାଙ୍କ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ସହ ଭୁବନେଶ୍ୱର କୃଷି ଭବନ ପରିଦର୍ଶନ କରିବେ। ସୂଚନା ଅନୁଯାୟୀ, ୨୦୧୭ ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିର ଉନ୍ନତି
Read More...

ଡାଲି ଓ ତୈଳବୀଜ ଉତ୍ପାଦନରେ ସମୃଦ୍ଧ ହେବ ଓଡ଼ିଶା

ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନାମାନ ପ୍ରଣୟନ କରିଛନ୍ତି। ଏହିକ୍ରମରେ ଚଳିତ ରବି ଋତୁରେ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ
Read More...

ତିନି ବର୍ଷ ବଢିଲା କାଳିଆ ଯୋଜନା ଅବଧି

ଚାଷୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ' କାଳିଆ ' ଯୋଜନାର ଅବଧିକୁ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି। ୨୦୨୪-୨୫ ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ପାଇଁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
Read More...

ଜୈବିକ କୃଷିକୁ ମାନ୍ୟବର ରାଜ୍ୟପାଳଙ୍କ ଗୁରୁତ୍ଵ

ବୈଜ୍ଞାନିକ ପ୍ରଣାଳୀରେ ଜୈବିକ କୃଷି କରାଯାଇ ଫସଲ ଉତ୍ପାଦନରେ ବୃଦ୍ଧି ଏବଂ ରୋଗପୋକ ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ। ଜୈବିକ କୃଷି ହେଉଛି ଆମର ପୂର୍ବପୁରୁଷମାନଙ୍କ ଦ୍ଵାରା ଅନାଦି କାଳରୁ କରାଯାଉଥିବା ଦେଶୀୟ ଚାଷ ପ୍ରଣାଳୀ। ସେଥିପାଇଁ ଏହା ଉପରେ ଗୁରୁତ୍ବ ଦେବାକୁ ମାନ୍ୟବର ରାଜ୍ୟପାଳ
Read More...

କୃଷି ବିଭାଗର ନିଆରା ପ୍ରୟାସ: ପୁରସ୍କୃତ ହେବେ ବିଭାଗୀୟ କର୍ମଚାରୀ

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବୁବେଳେ ନିଜର ଅଭିନବ କାର୍ଯ୍ୟକ୍ରମ ପାଇଁ ପରିଚିତ ଅଟେ। ରାଜ୍ୟରେ କୃଷି ଓଡ଼ିଶାର ସମାବେଶ ହେଉ ଅବା ମାଣ୍ଡିଆ ପାଇଁ ଆନ୍ତର୍ଜାତୀୟ ସମ୍ମିଳନୀ ସବୁଥିରେ ଏ ଅଭିନବ କାର୍ଯ୍ୟ ବାରି ହୋଇପଡେ। ଏହି ଉପକ୍ରମ ରେ କୃଷି ବିଭାଗର ଆଉ ଏକ ନିଆରା
Read More...

କୃଷି ମନ୍ତ୍ରୀ ଙ୍କ ଦ୍ଵାରା ‘ମିଲେଟ୍‌ ଶକ୍ତି କାଫେ’ ଉଦ୍ଘାଟିତ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମିଶନଶକ୍ତିର ମିଳିତ ଉଦ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ମିଲେଟ୍‌ ଶକ୍ତି କାଫେ’ ଉଦଘାଟନ କରାଯାଇଛି । ଓଡ଼ିଶାର
Read More...

ପୁଣି ଥରେ ଫୋକସ୍‌ରେ କୃଷି ଓ କୃଷକ

କୃଷି ଓ କୃଷକ ମାନଙ୍କ ବିକାଶକୁ ସୁବବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ରାଜ୍ୟ ସରକାର । ଚାଷ ଜମିରେ ସବୁଜିମାର ମହକ ବୁଣିବା ଠାରୁ ଆରମ୍ଭ କରି ଚାଷୀଙ୍କ ହାତ ମୁଠାକୁ ସଶକ୍ତ କରିବା ଯାଏଁ ସୁବବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ଥାଏ କୃଷି । ଚାଷୀ ହିଁ ସମାଜ ଓ ସଭ୍ୟତାର ପ୍ରମୁଖ ସାରଥୀ ।
Read More...