Browsing Tag

#Arabinda K Padhee

ଫସଲ ବିବିଧିକରଣ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ

ପ୍ରଥମ କଥା ଫସଲ ବିବିଧିକରଣ କଣ ଏକଥାକୁ ଟିକେ ଭଲ ଭାବରେ ବୁଝିବା ଓ ଜାଣିବା ଦରକାର । କାରଣ ଚାଷୀ ଏହାର ଉପକାରିତା ବିଷୟରେ ନ ଜାଣିଲେ ଏ ଦିଗରେ ଆଗକୁ ଯାଇପାରିବେ ନାହିଁ । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ତଥା ତାପମାତ୍ରାରେ ଅନିଶ୍ଚିତତା ନିହାତି ଭାବେ କୃଷି କ୍ଷେତ୍ରକୁ ପ୍ରଭାବିତ…
Read More...

ରାଜ୍ୟ ସରକାରଙ୍କ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା

ଧାନ ପରବର୍ତ୍ତୀ ପଡିଆ ଜମିରେ ମୁଗ, ବିରି ଏଵଂ ଡାଲି ଜାତୀୟ ଶସ୍ୟ ଚାଷ କରିବାରେ ରାଜ୍ୟର କୃଷକମାନେ ଅଗ୍ରସର ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସାର, ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ଯୋଗାଇବା ସହ ଅନେକ ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି। ଚାଷୀମାନେ ଧାନ ପରବର୍ତ୍ତୀ…
Read More...

ଓଡ଼ିଶା ମିଲେଟ୍ସ ମିଶନ ଯୋଗାଇ ଦେଇଛି ମହିଳାଙ୍କୁ ଅଗ୍ରାଧିକାର

କଥାରେ ଅଛି, ଯାହା ମିଳିତ ଭାବେ ସମ୍ଭବ ହୁଏ, ତାହା ଏକାକି କରିବା କଷ୍ଟସାଧ୍ୟ । ଆଉ ସେମାନଙ୍କର ମିଳିତ ଉଦ୍ୟମ ଆଜି ସେମାନଙ୍କୁ କରିଛି ସଶକ୍ତ, ସ୍ଵାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ । ଏହିପରି ଏକ ଭିନ୍ନ ଉଦାହରଣ ସାଜିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସ୍ଥିତ କୁମୁଟି ସାହିର ଆୟପ୍ପା…
Read More...

କୃଷି ସୃଷ୍ଟି କରିଛି ମହିଳାଙ୍କ ମଧ୍ୟରେ ନୂଆ ପରିଚୟ

ଓଡ଼ିଶାର ଅଗଣିତ ନାରୀଶକ୍ତିଙ୍କ ପାଇଁ ସ୍ଵାବଲମ୍ବନ ଓ ସମୃଦ୍ଧିର ବାଟ ଫିଟାଇ ଦେଇଛି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ସହିତ ଅନେକ ଆନୁଷଙ୍ଗିକ କ୍ଷେତ୍ର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଉଭୟ ମହିଳା ସଶକ୍ତିକରଣ ଏବଂ କୃଷି ଉତ୍ପାଦନ ଦିଗରେ…
Read More...

ଓଡିଶା ମିଲେଟ ମିଶନରେ ମହିଳା ସଶକ୍ତିକରଣ

ବିଶ୍ବ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରୁଥିବା ବେଳେ ମିଲେଟଗୁଡିକର ପ୍ରଚାର ଓ ପ୍ରସାର ଦିଗରେ ଏବେ ଏକ ଆହ୍ଵାନ ସୃଷ୍ଟି ହୋଇଛି। ଓଡିଶାର ଏକ ଆକର୍ଷଣୀୟ ମଡେଲ ଭାବେ ଓଡିଶା ମିଲେଟ୍ସ ମିଶନ୍ (ଓଏମ୍ଏମ୍) ଏବେ ମାଣ୍ଡିଆ ର ପ୍ରସାର ଦିଗରେ କାର୍ଯ୍ୟ କରୁଛି। ବିଶେଷକରି ମହିଳା କୃଷକମାନେ…
Read More...

ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଶୁଭପ୍ରିୟା

ସଂସାରର ଦାୟିତ୍ଵ ତୁଲାଇବାରେ ସେ ଯେତିକି ସୁଦକ୍ଷ ପରିବାରର କଥା ବୁଝିବାରେ ଯେତିକି ପାରଙ୍ଗମ। ନିଜ ଚେଷ୍ଟାରେ ସବୁଜିମାର ମହକ ବୁଣି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କୃଷି ବିଭାଗ ସହଯୋଗରେ ଯାଜପୁର ଜିଲ୍ଲାର ବଡ଼ସୁଆର ଗାଁର ଶୁଭପ୍ରୀୟା ସାହୁ ଏବେ ଅନ୍ୟ…
Read More...

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥ । ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିବେ । ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ…
Read More...

ମାଣ୍ଡିଆ ରାଣୀଙ୍କୁ ଚୀନ୍ ରୁ ଆସିଲା ନିମନ୍ତ୍ରଣ

ମାଣ୍ଡିଆ ପାଇଁ କୋରାପୁଟକୁ ସାରା ବିଶ୍ୱରେ ମିଳିଲା ପରିଚୟ ମାଣ୍ଡିଆ କୋରାପୁଟ ଜିଲ୍ଳାର ଆଉ ଏକ ଅନନ୍ୟ ପରିଚୟ । ଏଥିପାଇଁ କୋରାପୁଟ ଜିଲ୍ଳାର ମାଣ୍ଡିଆ ରାଣିଙ୍କୁ ଚୀନରୁ ଆସିଛି ନିମନ୍ତ୍ରଣ। ପ୍ରଥମେ ଜି ୨୦ ଶିଖର ସମ୍ମିଳନୀ ପରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇ ସମ୍ମାନୀତ…
Read More...

ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ

ଆସନ୍ତା ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ। ତାଙ୍କ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ସହ ଭୁବନେଶ୍ୱର କୃଷି ଭବନ ପରିଦର୍ଶନ କରିବେ। ସୂଚନା ଅନୁଯାୟୀ, ୨୦୧୭ ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିର ଉନ୍ନତି…
Read More...