Browsing Category

କୃଷି ଖବର (Agriculture news)

ଚାଷୀଙ୍କ ପାଇଁ ନୂଆ ସମ୍ଭାବନା – ଖରିଫ ଆଳୁ ଚାଷ

ଖରିଫ ଆଳୁ ଚାଷ ବର୍ତ୍ତମାନ ସମୟରେ ଚାଷ ଜମିରେ ନୂଆ ଏକ ଆହ୍ୱାନ ସୃଷ୍ଟି କରିଛି । ଚାଷୀ ମାନଙ୍କ ପାଇଁ ଏହା ଏକ ନୂଆ ସମ୍ଭାବନାର ପରିମାପକ ସାଜିଛି । କୋରାପୁଟ ଦଶମନ୍ତପୁରର କୃଷକ ଉତ୍ପାଦକ କମ୍ପାନୀ ସଫଳତାର ସହ ଏହି ଆଳୁ ଚାଷ କରି ଆଜି ସ୍ୱାବଲମ୍ବ ହୋଇପାରିଛନ୍ତି । ବର୍ତ୍ତମାନ ସୁଦ୍ଧା…
Read More...

ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି ରଖିଲା ଓଡ଼ିଶା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ଵରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ…
Read More...

କାଳିଆ ଯୋଜନାର ନୂତନ ପଂଜିକରଣ ଆବେଦନ ଆରମ୍ଭ

କାଳିଆ ଦେଶର ସର୍ବବୃହତ ଚାଷୀକ ଲ୍ୟାଣକାରୀ ଯୋଜନା ଭାବରେ ବେଶ ଖ୍ୟାତି ଅର୍ଜନ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକ ମାନଙ୍କ ପାଇଁ ଏହା ଏକ ଦୂରଦର୍ଶୀ ଯୋଜନା । ରାଜ୍ୟର ସମସ୍ତ ଚାଷୀମାନଙ୍କ ପାଇଁ ସୂଚନାଯୋଗ୍ୟ ଯେ 'କାଳିଆ' ଯୋଜନାରେ ପଞ୍ଜିକରଣ ପାଇଁ ନୂତନ ଆବେଦନ କରିବାର…
Read More...

ଆଜିର ସମୟରେ ଛତୁ ଚାଷ ଏକ ନୂଆ ସମ୍ଭାବନା – କୃଷି ମନ୍ତ୍ରୀ

ରାଜ୍ୟରେ ଛତୁ ଚାଷ ଏବେ ଅନେକ ଯୁବ ତଥା ମହିଳା ମାନଙ୍କୁ ସ୍ୱାବଲମ୍ବ କରାଇଛି । ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ଭାବରେ ଏବେ ପରିଗଣିତ ହୋଇଛି । ଭୁବନେଶ୍ୱର ସ୍ଥିତ ଓୟୁଏଟି ଠାରେ ଆୟୋଜିତ ଛତୁ ସମ୍ମିଳନୀରେ ଯୋଗଦେଇ ଆଜିର ସମୟରେ ଓଡ଼ିଶାରେ ଏକ ନୂତନ ସୁଯୋଗ ସୃଷ୍ଟି କରିଛି ଛତୁ ଚାଷ ଏହି…
Read More...

ଚାଷ ଜମିରେ ବ୍ୟବହୃତ ରାସାୟନିକ ଔଷଧ ଉପରେ ଲାଗିଲା ରୋକ୍

ଚାଷ ଜମିରେ ରାସାୟନିକ ସାରର ପ୍ରଭାବ ଏବେ ଏକ ଆଲୋଡନ ସୃଷ୍ଟି କରିଛି। ଚାଷର ଗୁଣାତ୍ମକ ମାନ ହ୍ରାସ କରିବା ସହ ଏହା ମଣିଷର ଜୀବନ ଉପରେ ବି କୁପ୍ରଭାବ ପକାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ରାସାୟନିକ ପଦାର୍ଥର…
Read More...

ମାଣ୍ଡିଆରୁ ପ୍ରସ୍ତୁତ ହେଲା ୩୨ ପ୍ରକାରର ନିଆରା ବ୍ୟଞ୍ଜନ

ମାଣ୍ଡିଆକୁ ନେଇ ଏବେ ସବୁଠି ଚର୍ଚ୍ଚା। ରାଜ୍ୟରେ ମାଣ୍ଡିଆ କୁ ନେଇ ସଭିଙ୍କ ମନରେ ଏକ ନିଆରା ଉତ୍କଣ୍ଠା। ସମସ୍ତଙ୍କ ଘରେ ଘରେ ଏବେ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଉପକ୍ରମରେ ଦେବଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବ୍ୟଞ୍ଜନ ପ୍ରତିଯୋଗିତାରେ ପାଖାପାଖି ୩୨…
Read More...

ଚାଷ ଜମିକୁ ଜଳସେଚନ ଦିଗରେ ରାଜ୍ୟ ସରକାରଙ୍କ ଅନନ୍ୟ ପଦକ୍ଷେପ

ରାଜ୍ୟରେ କୃଷି ଏବେ ସମୃଦ୍ଧ ହେବା ସହ ଚାଷୀ ହେଉଛନ୍ତି ସଶକ୍ତ । ଚାଷୀ ମାନଙ୍କର ଉନ୍ନତିକୁ ଆଖି ଆଗରେ ରଖି ଚାଷ ଜମିରେ ଜଳସେଚନର ଆବଶ୍ୟକତାକୁ ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନୂତନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି । ଚାଷ ଜମିକୁ ସଠିକ ଭାବରେ ଜଳସେଚିତ…
Read More...

କୃଷି ମନ୍ତ୍ରୀଙ୍କ ଦ୍ଵାରା ଜୈବିକ କୃଷିର ସମୀକ୍ଷା

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାରେ ଚାରାରୋପଣ କାର୍ଯ୍ୟକ୍ରମରେ ଜୈବିକ କୃଷି ଉପାଦାନର ବ୍ୟବହାର ସଂପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମୀକ୍ଷା କରିଥିଲେ। ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଜୈବିକ ଖତ’, ‘ଜିଆ ଖତ’, ‘ମୋ ଖତ’…
Read More...

ଦେଶର ସର୍ବପ୍ରଥମ ଚାଷୀ କଲ୍ୟାଣକାରୀ ଯୋଜନା – କାଳିଆ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶା ଆଜି ବେଶ ସୁନାମ ଅର୍ଜନ କରିଛି । ରାଜ୍ୟ କୃଷି ବିଭାଗ ଚାଷୀ ମାନଙ୍କ ଉନ୍ନତି ଦିଗରେ ଲଗାତାର ଭାବରେ କାର୍ଯ୍ୟ କରି ଆସୁଛି । ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସମସୟରେ କୃଷକ ମାନଙ୍କ…
Read More...