ଚାଷୀଙ୍କ ପାଇଁ ନୂଆ ସମ୍ଭାବନା – ଖରିଫ ଆଳୁ ଚାଷ

0

ଖରିଫ ଆଳୁ ଚାଷ ବର୍ତ୍ତମାନ ସମୟରେ ଚାଷ ଜମିରେ ନୂଆ ଏକ ଆହ୍ୱାନ ସୃଷ୍ଟି କରିଛି । ଚାଷୀ ମାନଙ୍କ ପାଇଁ ଏହା ଏକ ନୂଆ ସମ୍ଭାବନାର ପରିମାପକ ସାଜିଛି । କୋରାପୁଟ ଦଶମନ୍ତପୁରର କୃଷକ ଉତ୍ପାଦକ କମ୍ପାନୀ ସଫଳତାର ସହ ଏହି ଆଳୁ ଚାଷ କରି ଆଜି ସ୍ୱାବଲମ୍ବ ହୋଇପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୯୫୦ କିଗ୍ର୍ରା ଆଳୁକୁ ୧୭ଟଙ୍କା କିଗ୍ରା ପ୍ରତି ବିକ୍ରି କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । କୃଷି ବିଭାଗର ପ୍ରଚେଷ୍ଟା ଓ ସହାୟତା ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି ଚାଷୀ ମାନେ କହିଛନ୍ତି ।

Leave A Reply

Your email address will not be published.

12 − 11 =