କାଳିଆ ଯୋଜନାର ନୂତନ ପଂଜିକରଣ ଆବେଦନ ଆରମ୍ଭ

0

କାଳିଆ ଦେଶର ସର୍ବବୃହତ ଚାଷୀକ ଲ୍ୟାଣକାରୀ ଯୋଜନା ଭାବରେ ବେଶ ଖ୍ୟାତି ଅର୍ଜନ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକ ମାନଙ୍କ ପାଇଁ ଏହା ଏକ ଦୂରଦର୍ଶୀ ଯୋଜନା । ରାଜ୍ୟର ସମସ୍ତ ଚାଷୀମାନଙ୍କ ପାଇଁ ସୂଚନାଯୋଗ୍ୟ ଯେ ‘କାଳିଆ’ ଯୋଜନାରେ ପଞ୍ଜିକରଣ ପାଇଁ ନୂତନ ଆବେଦନ କରିବାର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ଅକ୍ଟୋବର ୦୩, ୨୦୨୩ ଠାରୁ ଆରମ୍ଭ ହୋଇଯାଇଛି ଯାହା ଡ଼ିସେମ୍ବର ୩୧, ୨୦୨୩ ପର୍ଯ୍ୟନ୍ତ ଚାଲୁରହିବ ।
ପରବର୍ତ୍ତୀ ‘କାଳିଆ’ ସହାୟତା ରାଶି ପାଇବା ପାଇଁ ଚାଷୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଯୋଗ କରିବା ମଧ୍ୟ ଆବଶ୍ୟକ ।

Leave A Reply

Your email address will not be published.

20 − seventeen =