Browsing Tag

#womenenterpreneurs

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ , “ଭାଷା ହିଁ ଭବିଷ୍ୟତ”

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। 'ବନ୍ଦେ ଉତ୍କଳ ଜନନୀ '- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ସାରା ପୃଥିବୀରେ ଓଡିଆମାନଙ୍କ ମୁହଁରେ ଗୁଞ୍ଜରିତ ହୋଇଥିଲା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନଶ୍ବରର…
Read More...

ମହିଳାଙ୍କୁ ନୂଆ ଦିଶା ଦେଖାଇଛି ମିଶନ ଶକ୍ତି

ମହିଳାମାନଙ୍କ ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ସେ ପ୍ରତି ଧ୍ୟାନ ଦେଇ ସରକାର ବହୁ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚିତ ମିଶନ ଶକ୍ତି, ମହିଳା ମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ରହିଆସିଛି । ଏହି ମିଶନ ଶକ୍ତି ପ୍ରତ୍ୟେକ ଗ୍ରାମ ବା ଗ୍ରାମପଞ୍ଚାୟତର…
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ଜନତା ମଇଦାନରେ ଚାଲୁଥିବା ତ୍ରିଦିବସୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ରେ ଅଂଶଗ୍ରହଣ କରି କୃଷି ବିଭାଗ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଛି । ଆଜିର ଏହି ମହାନ ଦିବସ ଉପଲକ୍ଷେ ଉଦ୍ଘାଟନ ସମାରୋହରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇ କୃଷି…
Read More...

ମିଶନ ଶକ୍ତି ଦ୍ବାରା ସ୍ବାବଲମ୍ବୀ ହେଉଛନ୍ତି ମହିଳାମାନେ

ଜଙ୍ଗଲ ମଧ୍ୟରେ ପାହାଡ଼ ଓ ବନ୍ୟଜନ୍ତୁଙ୍କ ସହ ବସ ବାସ କରୁଥିବା ଆଦିବାସୀ ମହିଳାମାନେ ସରକାରଙ୍କ ସହଯୋଗ ଏବଂ ପ୍ରୋତ୍ସାହନରେ ଆଜି ଏକ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଯୋଜନା ଦ୍ଵାରା ଏହା ବାସ୍ତବତାରେ ପରିଣତ ହୋଇଛି । ଏହା ଦେଖିବାକୁ ମିଳିଛି…
Read More...

ସୁବର୍ଣ୍ଣ କୃଷି ମେଳା- ୨୦୨୪ “ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି”

ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି । ଯାହାକୁ ଏକ ନୂଆ ଦିଗ ଦେବା ପାଇଁ ଚେଷ୍ଟା ଚାଲିଛି , ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ଼ ଭୂମିକା ରହିଛି , ଆଉ ଏହି କୃଷିକୁ ଗୁରୁତ୍ତ୍ଵ ଦେଇ ଆୟୋଜିତ ହୋଇଥିଲା ଏକ କୃଷି ମେଳା , ଯାହାର ନା ହେଉଛି " ସୁବର୍ଣ୍ଣ କୃଷି ମେଳା - ୨୦୨୪…
Read More...

ସମ୍ବଲପୁର ଠାରେ ମଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଶା ମିଲେଟ ମିଶନ ତରଫରୁ ସମ୍ବଲପୁର ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଙ୍କ ଦ୍ୱାରା ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ ମଣ୍ଡିଆ ମଣ୍ଡି ଉଦ୍ଘାଟନ କରାଯାଇଛି । ଏଠାକାର କ୍ରୟକାରି ସଂସ୍ଥା ଭାବରେ ସଗଡେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଯୋଗଦେଇଛି । ସେହି ଅବସରରେ କୃଷକମାନଙ୍କୁ…
Read More...

ଏଗ୍ରି-ଓଡ଼ିଶା ୨୦୨୪: ମହିଳାଙ୍କ ଉନ୍ନତି ପାଇଁ ସମର୍ପିତ

ଭାରତରେ କୃଷିର ହୃଦୟ ଭାବରେ ଓଡ଼ିଶା ଏହାର କୃଷି କ୍ଷେତ୍ରର ଉତ୍ପାଦନ, ସ୍ଥିରତା ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଆଗ୍ରି-ଓଡିଶା ୨୦୨୪ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭବିଷ୍ୟତର କଳ୍ପନା କରେ, ଯେଉଁଠାରେ ରାଜ୍ୟର କୃଷକମାନେ ଉନ୍ନତି କରିବେ,…
Read More...

ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଭେଟିଲେ ରାଜ୍ୟପାଳ

ନୁଆପଡା ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଭେଟି NAFCC ଅଧୀନରେ ସେମାନେ ପାଇଥିବା ଲାଭ ବିଷୟରେ ପଚାରି ବୁଝିଥିଲେ । ଏହି ଗୋଷ୍ଠୀ ଦ୍ୱାରା ୭ଏକର ଜମିରେ ଲଗାଯାଇଥିବା କ୍ୟାପ୍ସିକମ୍ ଓ ରଙ୍ଗୀନ କୋବି ଚାଷଦେଖି ଏହି ଉତ୍ପାଦକୁ ଅନ୍ୟ ରାଜ୍ୟକୁ…
Read More...

ଜୈବିକ ଚାଷର ଉଦାହରଣ ସୃଷ୍ଟି ପାଇଁ ମହିଳାଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

ଜୈବିକ କୃଷି ଉଭୟ ମାନବ ଶରୀର ଓ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଏକ ଉକୃଷ୍ଟ ଉଦାହରଣ । ଏହା ପରିବେଶ ସନ୍ତୁଳନ ରକ୍ଷା କରିବା ସହ ଜୈବ ବିବିଧତା ସୃଷ୍ଟି କରିବା ରେ ସହାୟକ ହୋଇଥାଏ । ତେବେ ଏହି ଜୈବିକ ଚାଷର ଉପାୟ ଅବଲମ୍ବନ କରି ନଡ଼ିଆ ଚାରା ସୃଷ୍ଟି ଓ ନଡ଼ିଆ ଫାର୍ମର ବିକାଶ ଦିଗରେ ଏକ…
Read More...

ଆରମ୍ଭ ହେବାକୁ ଯାଉଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

ଆସନ୍ତା ଫେବୃଆରିରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓଡ଼ିଶା ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ତିନିଦିନିଆ ଓଡିଶା…
Read More...