Browsing Tag

#naveenpattnaik

ସର୍ବଭାରତୀୟ ମତ୍ସ୍ୟ ସମ୍ମିଳନୀ -୨୦୨୩ ଉଦଘାଟିତ

ବିଶ୍ଵ ମତ୍ସ୍ୟ ଦିବସ ସମ୍ମିଳନୀ ଇଣ୍ଡିଆ - ୨୦୨୩ ପ୍ରତିବର୍ଷ ନଭେମ୍ବର ୨୧ ରେ ମତ୍ସ୍ୟ ଦିବସ ପାଳନ କରାଯାଏ । ଆଜିର ଏହି ଅବସରରେ ଆଜି ଭାରତର ପ୍ରଥମ ସର୍ବଭାରତୀୟ ମତ୍ସ୍ୟ ସମ୍ମିଳନୀ -୨୦୨୩ ପାଳନ ହୋଇଛି । ଏହା ନଭେମ୍ବର ୨୧ ଓ ୨୨ ଦୁଇଦିନ ଧରି ହେବାର ଯୋଜନା କରାଯାଇଥିଲା । ତେଣୁ ଆଜି
Read More...

ଚାଷ ପାଇଁ ସଠିକ୍ ମାଛ ପ୍ରଜାତିର ଚୟନ: ଲାଭ ବଢ଼େଇବାର ଗୁରୁତ୍ୱପୂର୍ଣ୍ଣ ମାର୍ଗ

ମାଛଚାଷ ଏକ ଲାଭଜନକ ବ୍ୟବସାୟ। ପାଖରେ ଗୋଟିଏ ପୋଖରୀ ଥିଲେ ସମସ୍ତେ ଭାବନ୍ତି ସେମାନେ ସ୍ୱୟଂସମ୍ପୂର୍ଣ୍ଣ ପୃଷ୍ଟିକର ଖାଦ୍ୟ ପାଇପାରୁଛନ୍ତି। ପ୍ରଥମତଃ, ମାଛ ଏକ ପୃଷ୍ଟିକର୍ ଖାଦ୍ୟ ଏବଂ ଏହାର ମୂଲ୍ୟ ମଧ୍ୟ ଅନ୍ୟ ପ୍ରକାରର ପୃଷ୍ଟିକର୍ ଖାଦ୍ୟ ତୁଳନାରେ ବହୁତ କମ୍। ତଥା ଏହା ସୁବିଧାରେ ସବୁ
Read More...

ଭବାନୀପାଟଣା ରେ ଉଦଘାଟିତ ହେଲା ମିଶନ ଶକ୍ତି କାଫେ

ବର୍ତ୍ତମାନ ସବୁ କ୍ଷେତ୍ରରେ ମହିଳାଙ୍କ ବିକାଶ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମିଶନ ଶକ୍ତି ମାଧ୍ୟମରେ ମହିଳା ଆଜି ସ୍ଵାବଲମ୍ବୀ ହୋଇ ରୋଜଗାର କରି ନିଜର ପରିବାର ଚଳାଉଛନ୍ତି । ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଠୁ ଦୁଇ ପାଦ ଆଗରେ ଚାଲୁଛି । ଏ ଦିଗରେ
Read More...

୩୬ ଜଣ ମିଶନ ଶକ୍ତି ମହିଳାଙ୍କୁ ମିଳିଲା ଦୁବାଇ ଯିବାର ସୁଯୋଗ

ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜର କାର୍ଯ୍ୟଦକ୍ଷତା ଓ ପରିଶ୍ରମ ମାଧ୍ୟମରେ ନିଜର ପାରଦର୍ଶିତା ପ୍ରକାଶ କରିପାରିଛନ୍ତି । ମହିଳା ସଶକ୍ତିକରଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇ ନିଜର ଏବଂ ସମାଜର ହିତରେ ଲାଗିପଡିଛନ୍ତି । ସମଗ୍ର ରାଜ୍ୟରୁ ୩୬ ଜଣ ମହିଳାଙ୍କୁ
Read More...

ମିଲେଟ ଉତ୍ପାଦନ ବୃଦ୍ଧି କରିବାକୁ ସ୍ଵତନ୍ତ୍ର ଯୋଜନା

ସାମ୍ପ୍ରତିକ ସମୟରେ ମିଲେଟଗୁଡିକର କ୍ରୟରେ 3 ଗୁଣା ବୃଦ୍ଧି କରିବାକୁ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଯୋଜନା କରାଯାଇଛି। ଜନସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ରୁ କିଛି ପରିମାଣର ଗହମ ଏବଂ ଚାଉଳ ବଦଳରେ ମିଲେଟ ଉତ୍ପାଦନର ତିନିଗୁଣା ୨ ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ସରକାର ଏହି ଆର୍ଥିକ
Read More...

୭୦ତମ ନିଖିଳ ଭାରତ ସମବାୟ ସପ୍ତାହ

ଓଡ଼ିଶାରେ ସମବାୟର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ‘୫ଟି’ ଉପକ୍ରମରେ କୃଷକକୈନ୍ଦ୍ରିକ ଆର୍ଥିକ ସଂସ୍ଥାଗୁଡ଼ିକର କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ପାକ୍ସ ଓ ଲାମ୍ପସ୍‌ଗୁଡ଼ିକରେ କମ୍ପ୍ୟୁଟରୀକରଣ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ବୋଲି ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
Read More...

ମିଲେଟ ଚାଷୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ନିଆରା ପ୍ରୟାସ

ମିଲେଟ ଚାଷୀଙ୍କୁ ଆୟରେ ଉନ୍ନତି ଓ ଜୀବିକା ସହାୟତା ଯୋଗାଇବା ପାଇଁ ଓଡିଶା ୨୫୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଛି । ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି । ଗତ ୯ ଓ ୧୦ ରେ ହୋଇଥିବା ମିଲେଟ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡିଶା ହେଉଛି ପ୍ରଥମ
Read More...

ସଫଳତାର ସହ ଶେଷ ହେଲା ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ଭୁବନେଶ୍ୱରରେ ହୋଇଥିବା ସର୍ବ ପ୍ରଥମ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ ଏକ ପରିବର୍ତ୍ତନଶୀଳ ଘଟଣାର ସାକ୍ଷୀ ହୋଇରହିଲା । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ "ମିଲେଟସ୍ - ଆଧୁନିକ ଚ୍ୟାଲେଞ୍ଜ ପାଇଁ ପ୍ରାଚୀନ ଶସ୍ୟ" ମିଲେଟସ
Read More...

ନଭେମ୍ବର ୧୯ରୁ ଦେବଗଡ଼ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ମତ୍ସ୍ୟ ଓ ପ୍ରାଣୀସମ୍ପଦ ସାଂପ୍ରତିକ ସମୟରେ ଏକ ବଡ ଆହ୍ବାନ । ଅଧୁନା ଅନେକ ଚାଷୀ ତଥା ଯୁବ ଉଦ୍ୟୋଗୀ ଏହାକୁ ସାଥ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୯ ଓ ୨୦ ନଭେମ୍ବର ରେ ଦେବଗଡ଼ ଜିଲ୍ଲାର ପ୍ରଧନପାଟ ଗ୍ରାମରେ ଥିବା ବଡ଼ ବଗିଚା ପଡ଼ିଆରେ ଜିଲ୍ଲାସ୍ତରୀୟ
Read More...

ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡ଼ିଶା ପାଭିଲିୟନ ଉଦଘାଟିତ

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୧୪ ରେ ଆରମ୍ଭ ହୋଇଥିବା ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଆସନ୍ତା ୨୭ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡିଶା ପାଭିଲିୟନକୁ ଓଡିଶାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି । ଚଳିତ ବର୍ଷ
Read More...