Browsing Tag

#missionshakti

ବିଶ୍ୱ ଶୁଣିବ ଓଡ଼ିଶା ମିଲେଟ୍ସର କାହାଣୀ

ଆଉ ଦିନକ ପରେ ବିଶ୍ୱ ଶୁଣିବ ଓଡ଼ିଶା ମିଲେଟସ୍‌ର କାହାଣୀ । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶାର ସଫଳତାର କହାଣୀ ସାରା ବିଶ୍ୱରେ ବିଦିତ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୯-୧୦ରେ ଭୁବନେଶ୍ୱରର ଜନତା ମଇଦାନ ଠାରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେଉଛି । ଓଡ଼ିଶାର ମାଣ୍ଡିଆ ଚାଷ
Read More...

ଚାଷ ଜମିରେ ଚମକୁଛନ୍ତି ମହିଳା

ମହିଳାଙ୍କ ପରିଚୟ ବଦଳିଛି । ପରିଚିତି ବି ବଦଳିଛି । ବଂଚିବାର ଢ଼ାଂଚା ବି ବଦଳିଛି । ଆଉ ଏହାରି ଭିତରେ ଆଉ ଅନ୍ଧାରୀ ମୂଲକର ସେ ଚିନ୍ତନ ବି ନାହିଁ । ଅଛି କେବଳ ରଙ୍ଗୀନ ସ୍ୱପ୍ନ ଦେଖି ଜୀଇଁବାର ଅନୁଭୂତି । ନିଜ ସ୍ୱପ୍ନକୁ ସାକାର କରିବାର ନିଆରା ପ୍ରୟାସ ନେଇ ଆଜି ଚାଷ ଜମିରେ ଚମକୁଛନ୍ତି
Read More...

ମହିଳା ସଶକ୍ତିକରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନନ୍ୟ ପ୍ରୟାସ

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ । ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି । କାରଣ ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି
Read More...

ବିଶ୍ୱ ଶୁଣିବ ଓଡ଼ିଆ ଆଦିବାସୀଙ୍କ ମିଲେଟ ଗାଥା

ସାରା ଦେଶ ଆଜି ଆନ୍ତର୍ଜାତିକ ମିଲେଟ ବର୍ଷ ପାଳୁଛି । ପଲ୍ଲୀ ଠୁ ପାର୍ଲାମେଣ୍ଟ ଯାଏଁ ଆଜି ମିଲେଟର ବାସ । ଗାଁ ଠୁ ସହର ମାଣ୍ଡିଆ ପାଇଁ ଉତ୍କଣ୍ଠା ଆଉ ଉଲ୍ଲାସ । ସବୁରି ଘରେ ଆଜି ମାଣ୍ଡିଆ ପାଇଁ ଅହେତୁକ ଆକର୍ଷଣ । ତେବେ ଏହି ଉପକ୍ରମରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସେପ୍ଟେମ୍ବର ୯-୧୦ରେ
Read More...

ମିଲେଟ୍‌ ପ୍ୟାକେଜିଂ ପାଇଁ ଆଇ.ଆଇ.ପି ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ରାଜ୍ୟରେ ମିଲେଟ ମିଶନ ଓ ମିଶନ ଶକ୍ତି ଏବେ ସଫଳତାର ଫର୍ଦ୍ଦ ଯୋଡ଼ି ଚାଲୁଛନ୍ତି । ରାଜ୍ୟର ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ମିଶନ୍‌ ଶକ୍ତି ପରିଚାଳନା ହେଉ ଅବା ଗାଁ ଗାଁରେ ମିଲେଟ ଶକ୍ତି କାଫେ ଏବେ ସାଧାରଣରେ ଲୋକଙ୍କ ମନ ମୋହିଛି । ତେବେ ମିଲେଟ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର
Read More...

ନଭେମ୍ବର ୯ରୁ ଦୁଇ ଦିନିଆ ଆନ୍ତର୍ଜାତୀୟ ମିଲେଟ ସମ୍ମିଳନୀ

ରାଜ୍ୟରେ ମିଲେଟ ମିଶନ ଏବେ ଚାଷୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସ୍ୱର ହୋଇସାରିଲାଣି । ମାଣ୍ଡିଆର ପ୍ରଚାର ,ପ୍ରସାର ଓ ଗୁଣବତ୍ତା ଉପରେ ସମସ୍ତେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ମିଳିତ ଜାତିସଂଘ ପରୁ ଚଳିତ ବର୍ଷକୁ ଆନ୍ତର୍ଜାତାୟ ମିଲେଟ ବର୍ଷ ଭାବେ ଘୋଷଣା କରାଯାଇଥିବା ବେଳେ ଏହି
Read More...