Browsing Tag

#missionshakti

କୃଷି ବିଭାଗର ଦକ୍ଷତା ବିକାଶ ଅଭିଯାନ ଅନୁଷ୍ଠିତ

କୃଷି ବିଭାଗର ଦକ୍ଷତା ବିକାଶ ଅଭିଯାନର ଏକ ଅଂଶ ଭାବରେ, କୋରାପୁଟର ଏକ କୃଷକ କୃଷି ଭବନ ପରିଦର୍ଶନ କରି ବିଭିନ୍ନ କୃଷି ପ୍ରଣାଳୀ ବିଷୟରେ ଜାଣିବାକୁ ପାଇଛନ୍ତି । ଆଧୁନିକ ପଦ୍ଧତି ଏବଂ ସରକାରୀ ପଦକ୍ଷେପଗୁଡ଼ିକର ପରିଚୟ ଦେଇ କୃଷକଙ୍କ ଜ୍ଞାନ ଏବଂ ଆୟ ବୃଦ୍ଧି କରିବାକୁ ଏହାର ଲକ୍ଷ୍ୟ ରହିଛି ।
Read More...

ମାଣ୍ଡିଆ ରାଣୀ ରାଇମତି ଘିଉରିଆ

ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ବର୍ଷ ବର୍ଷ ଧରି ଅଧିକ ବିକ୍ରି ହୋଇ ଆସିଥିବା ଚାଉଳ ଏବଂ ଗହମ ରୁ ଲୋକମାନେ ମିଲେଟକୁ ଚାଲିଆସିଛନ୍ତି । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଇଟାଲୀ ଏବଂ ୟୁରୋପୀୟ ୟୁନିଅନ୍ ଭଳି ଦେଶରୁ ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହି
Read More...

ମିଲେଟ ମିଶନର ସଫଳତା ଦିଗରେ ସରକାରଙ୍କ ଅଭିନବ ପ୍ରୟାସ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ (କ୍ଷୁଦ୍ର ଖାଦ୍ୟ ଶସ୍ୟ) ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାର ୭.୬ଟି ବ୍ଲକରେ
Read More...

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ଆନ୍ତର୍ଜାତୀୟ ତୋଷାଳୀ ମେଳା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଜନତା ମଇଦାନଠାରେ ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳୀ-୨୦୨୩ ର ଉଦଘାଟନ କରିଛନ୍ତି। ମେଳାର ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କଳା ଓ ସଂସ୍କୃତିର ଉତ୍ସବକୁ ପ୍ରେରଣା, ସୃଜନଶୀଳତା ଏବଂ ଅର୍ଥନୈତିକ ସଶକ୍ତିକରଣର ଉତ୍ସ ହୋଇ
Read More...

ବାରିପଦାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଦାମ ଚରଣ ମାରାଣ୍ଡି ଏବଂ ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମ ଙ୍କ ଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ରାଜ୍ୟ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି। ଚାଷରେ ହେଉଥିବା ଖର୍ଚ୍ଚ
Read More...

କୃଷିଭବନରେ କୃଷି-ଅଭ୍ୟାସର ତାଲିମ ପ୍ରଦାନ

କୃଷି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ କଳାହାଣ୍ଡି କୃଷକମାନଙ୍କୁ ଭୁବନେଶ୍ୱରର କୃଷିଭବନ ଏବଂ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (CHES) ରେ ବିଭିନ୍ନ କୃଷି-ଅଭ୍ୟାସରେ ତାଲିମ ଦିଆଯାଇଥିଲା । ଏହିପରି ତାଲିମ ଦେବା ଦ୍ଵାରା କୃଷକମାନଙ୍କ ଆୟ ବଢିବା ସହ ଆଧୁନିକ
Read More...

ମିଲେଟ ମିଶନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ

ନଭେମ୍ବର ୨୮ ରେ ହାଇଦ୍ରାବାଦରେ ହେଇଥିବା ଅନ୍ତର୍ଜାତୀୟ ନ୍ୟୁଟ୍ରି-ସିରିଏଲ କନଭେନସନ୍ ୫.୦ ରେ ଓଡ଼ିଶା 'ମିଲେଟ୍ ପ୍ରମୋସନ୍ ପାଇଁ ଗ୍ଲୋବାଲ୍ ମଡେଲ୍' ଭାବରେ ମାନ୍ୟତା ପାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର
Read More...

୧୫,୦୦୦ ମହିଳା SHGଙ୍କୁ ଡ୍ରୋନ୍ ବ୍ଯବହାର ଟ୍ରେନିଙ୍ଗ

ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ପରେ ମନ୍ତ୍ରୀମଣ୍ଡଳ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କୃଷି ବ୍ୟବହାର ବା ଉନ୍ନତମାନର ଚାଷ ପ୍ରଣାଳୀ ପାଇଁ ମହିଳା SHG ମାନଙ୍କୁ ଡ୍ରୋନ୍ ଯୋଗାଇଦେବା ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ
Read More...

ମାର୍ଗଶିର ଗୁରୁବାରରେ ଘରେ ସାମିଲ କରନ୍ତୁ ମାଣ୍ଡିଆ

ବର୍ତ୍ତମାନ ସମୟରେ ମାଣ୍ଡିଆ ର କଥା କହିଲେ ନସରେ । ଏକ ପୁଷ୍ଟିଜନିତ ପୁରାତନ ଖାଦ୍ୟଶସ୍ୟ ଭାବେ ମଣ୍ଡିଆକୁ, ବର୍ତ୍ତମାନ ସମୟରେ ନୂଆ ରୂପ ଦେବାପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ମଣ୍ଡିଆରେ ବହୁ ପ୍ରକାର ଭିଟାମିନ ରହିଛି । ତେଣୁ ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର,
Read More...

ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ

ହାଇଦ୍ରାବାଦରେ ହେଇଥିବା ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଅଲ୍ କନଭେନସନ୍ (INCC) 5.0 ସମୟରେ ଓଡିଶା 'ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ' ଭାବରେ 'ପୋଶକ୍ ଆନାଜ୍ ପୁରସ୍କାର ୨୦୨୩' ପାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର ମୁଖ୍ୟ ଶାସନ ସଚିବ, ଡ. ଅରବିନ୍ଦ କୁମାର
Read More...