ବାରିପଦାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

0

ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଦାମ ଚରଣ ମାରାଣ୍ଡି ଏବଂ ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମ ଙ୍କ ଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ରାଜ୍ୟ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି। ଚାଷରେ ହେଉଥିବା ଖର୍ଚ୍ଚ ହ୍ରାସ କରିବା ଏବଂ କୃଷକଙ୍କ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.

13 + one =