Browsing Tag

#farming

ଟିସୁ କଲଚର ଓ ଏହାର ଉପଯୋଗିତା

ଟିସୁ କଲ୍‌ଚର ଏକବିଂଶ ଶତାବ୍ଦୀର ଏକ ବୈପ୍ଲବିକ ଆହ୍ୱାନ । ପାରମ୍ପରିକ ପଦ୍ଧତିକୁ ବାଦ ଦେଇ ବାୟୋଟେକ୍ନୋଲଜି ଯୁଗରେ ଏହା ଏକ ନୂଆ ବିପ୍ଲବ । କେବଳ ଯେ ବୈଷୟିକ ଜ୍ଞାନରେ ଏହାର ପ୍ରୟୋଗ ହୁଏ ସେ କଥା ନୁହଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଟିସୁ କଲ୍‌ଚରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Read More...

ଧାନ କ୍ଷେତରେ ବ୍ୟବହାର କରନ୍ତୁ ଆଜୋଲା

ଏହା ଏକପ୍ରକାର ଦଳ । ଏହାର ପତ୍ରଗୋଲରେ ନୀଳହରିତ ଶୈବାଳ ବାସ କରି ଯବକ୍ଷାରଜାନ ନିବନ୍ଧିତ କରେ । ଏହି ଦଳ ଖୁବ୍‌ଶୀଘ୍ର ବଂଶବିସ୍ତାର କରି ବଢିପାରେ । ଧାନ ରୋଇବା ପୂର୍ବରୁ ବା ବେଉଷଣ କରିବାର ୨/୩ ସପ୍ତାହ ଆଗରୁ ଜମିରେ ୪ଇଂଚ ଠିଆ ପାଣି ରଖି ଆଜୋଲା ଦଳ ଛାଡ଼ି ଦିଆଯାଏ ।ଆଜୋଲା ଏହିଭଳି ଏକ
Read More...

ଦକ୍ଷିଣ ପଶ୍ଚିମ ଓଡ଼ିଶାର ୫୦୦୦ ମହିଳା ଚାଷୀ ହେବେ ଉପକୃତ

ଓଡ଼ିଶାରେ ମକା କ୍ଲଷ୍ଟରର ପ୍ରୋତ୍ସାହନ ପାଇଁ ଗୁରୁବାର ଦିନ ଲୋକ ସେବା ଭବନଙ୍କ ସମ୍ମିଳନୀ କକ୍ଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ମିଶନ ଶକ୍ତି ବିଭାଗ ଏବଂ ACCESS Development service ସହିତ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି ।ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ ଦକ୍ଷିଣ
Read More...

କୀଟ ଦମନ ପାଇଁ ନୀମାସ୍ତ୍ର

ନୀମାସ୍ତ୍ର- ଜୈବିକ କୃଷି କ୍ଷେତ୍ରରେ ନୀମାସ୍ତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ରାସାୟନିକ କୀଟନାଶକ ପରିବର୍ତ୍ତେ ବ୍ୟବହାର କରାଯାଏ ।ଆବଶ୍ୟକୀୟ ଉପାଦାନ -ପାଣି-୧୦୦ ଲିଟରଗୋବର – ୫ କିଗ୍ରାଗୋମୂତ୍ର – ୫ ଲିଟରନିମ୍ବ ପତ୍ର – ୫ କିଗ୍ରାପ୍ରସ୍ତୁତି ପ୍ରଣାଳୀ – ୧୦୦ ଲିଟର ପାଣିରେ ୫ ଲିଟର
Read More...

‘ଗୋ-ସୁଗମ’ ରୁ ଉଠାନ୍ତୁ ଲାଭ!!!

ବର୍ତ୍ତମାନ ସମୟରେ କୃଷି ଉଦ୍ୟୋଗ ଚାଷୀ ତଥା ଯୁୂବକ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା । ଓଡ଼ିଶାର ଅନେକ ଚାଷୀ କୁହନ୍ତୁ ଅବା ଗାଁ ମାନଙ୍କରେ ଶିକ୍ଷିତ ଯୁବକ ଅବା ସାଧାରଣ ଜନତାଟେ ଏବେ କୃଷି ଉଦ୍ୟୋଗ ଆରମ୍ଭ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେଣି । ଏସବୁକୁ ଆଖି ଆଗରେ ରଖି ରାଜ୍ୟ
Read More...

ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଭିନ୍ନ ରୂପାନ୍ତରଣ

ବିକାଶର ନାରା ଦେଇ ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ଆଖି ଆଗରେ ରଖି ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏବେ ସାରା ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ ଆଗେଇ
Read More...

ମାଟି ନଥିଲେ ଚାଷ ନଥାନ୍ତା !!

• ମାଟି ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ ହୁଏ• ଯାହା ଉପରେ ମଣିଷ ନିଜ ଆବଶ୍ୟକତାକୁ ଚରିତାର୍ଥ କରିବା ପାଇଁ ନିରନ୍ତର ସଂଘର୍ଷ ଜାରି ରଖେ ମୃତ୍ତିକା – ମାଟି ଏକ ମାଧ୍ୟମ ଯାହା କି ଖଣିଜଲବଣ,ପାଣି , ବାୟୁ , ଜୈବିକ ପଦାର୍ଥ ତଥା ଅଣୁଜୀବ ମାନଙ୍କ ସମାହାରରେ ଗଠିତ । କହିବାକୁ ଗଲେ
Read More...

ପୁଷ୍ଟିଶସ୍ୟର ଜୟଯାତ୍ରା

ଆମ ରାଜ୍ୟ ତଥା ଭାରତରେ ବହୁ ପୂର୍ବରୁ ବହୁଳ ମାତ୍ରାରେ ପୁଷ୍ଟିଶସ୍ୟର ଉତ୍ପାଦନ କରାଯାଉଥିଲା l ଏପରିକି ଚାଷୀ ମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା ନିଜ ଇଛାକୃତ ଶସ୍ୟ ଉତ୍ପାଦନ କରିବା ପାଇଁ l ମାତ୍ର କ୍ରମେ ସରକାରୀ ପ୍ରତିବନ୍ଧକ ଯୋଗୁଁ ଚାଷୀମାନେ କେବଳ ଲାଭଦାୟୀ ଏବଂ ସରକାରୀ
Read More...