Browsing Tag

#farming

୮ ଜିଲ୍ଲାରେ ଫସଲ କ୍ଷୟ କ୍ଷତି ଆକଳନ

ସାମୁଦ୍ରିକ ଝଡ଼ ‘ମିଗ୍ ଜାଉଁ' ପ୍ରଭାବରେ ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ରାୟଗଡା ଜିଲାରେ ଲଗାଣ ବର୍ଷା ହେତୁ ଧାନ, କପା ଓ ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି । କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକର
Read More...

ଝୋଟ ଚାଷ ର ସମୀକ୍ଷା କଲେ କୃଷିମନ୍ତ୍ରୀ

ମାନ୍ୟବର ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ଵାଇଁ ଗତକାଲି କୃଷି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଓଡ଼ିଶାରେ ଝୋଟ ଚାଷ ସହ ଜଡିତ ବିଷୟ ଉପରେ ଆଲୋଚନା କରିଥିଲେ। ସେ ଝୋଟ ଚାଷ କ୍ଷେତ୍ରକୁ ଦ୍ୱିଗୁଣିତ କରିବା, ବୈଷୟିକ ପ୍ରଗତି ବ୍ୟବହାର ଏବଂ ଏହି ଯୋଜନା ଅନ୍ତର୍ଗତ ଝୋଟ ସହ ଅନ୍ୟ ଫସଲ
Read More...

ବିନା ପ୍ରେସକ୍ରିପସନ୍ ରେ ପରାକ୍ୱାଟ ପ୍ରୟୋଗ ମନା

ଜନ ନିରାପତ୍ତାକୁ ଏବଂ ରାସାୟନିକ କୀଟନାଶକକୁ ଦୃଷ୍ଟିରେ ରଖି, ମାନବ ସ୍ୱାସ୍ଥ୍ୟ ଏବଂ ପ୍ରାଣୀ ଉପରେ ପ୍ରତିକୂଳ ପ୍ରଭାବର ବିଭିନ୍ନ ଉତ୍ସରୁ ମତାମତ ଗ୍ରହଣ କରିବା ପରେ, ରାଜ୍ୟ ସରକାର, କୀଟନାଶକ ଅଧିନିୟମ ୧୯୬୮, ଧାରା 27 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗରେ ୱିଡିସାଇଡ ବା
Read More...

ମୁଖ୍ୟମନ୍ତ୍ରୀ ମକା ମିଶନର ସମୀକ୍ଷା କଲେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ

ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ର ମକା ମିସନ। ଏହା ପରେ ରାଜ୍ୟରେ ମକା ଉତ୍ପାଦନ କ୍ଷେତ୍ରରେ ୫୧ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନ‌ଭେମ୍ବର ଶେଷ ସୁଦ୍ଧା ଏଫପିଓ
Read More...

ମିଲେଟ ମିଶନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ

ନଭେମ୍ବର ୨୮ ରେ ହାଇଦ୍ରାବାଦରେ ହେଇଥିବା ଅନ୍ତର୍ଜାତୀୟ ନ୍ୟୁଟ୍ରି-ସିରିଏଲ କନଭେନସନ୍ ୫.୦ ରେ ଓଡ଼ିଶା 'ମିଲେଟ୍ ପ୍ରମୋସନ୍ ପାଇଁ ଗ୍ଲୋବାଲ୍ ମଡେଲ୍' ଭାବରେ ମାନ୍ୟତା ପାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର
Read More...

ବିନା ପ୍ରେସ୍‌କ୍ରିପ୍‌ସନ୍ ରେ କୀଟନାଶକ ବ୍ୟବହାର ମନା

ଚାଷରେ ମନଇଚ୍ଛା କୀଟନାଶକ ବ୍ୟବହାରରେ ଲାଗିବ କଟକଣା। କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୁନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍‌କ୍ରିପ୍‌ସନ୍ ବିନା କୀଟନାଶକର କ୍ରୟ-ବିକ୍ରୟ ହୋଇପାରିବନାହିଁ । ଯେଉଁ କୀଟନାଶକ ଦୋକାନ କିମ୍ବା ଡିଲରମାନେ ଏହାର ଉଲଂଘନ କରିବେ, ସେମାନଙ୍କ
Read More...

କଳାମାଟିରେ ମହକୁଛି ଧଳା ସୁନା

କଳାହାଣ୍ଡି କପାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର ଓ କୋକସରା ବ୍ଲକକୁ ବାଦ୍ ଦେଲେ ଅନ୍ୟ ୧୦ଟି ବ୍ଲକରେ କପାଚାଷ ହୋଇଥାଏ । ବିଶେଷକରି ଭବାନୀପାଟଣା, କେସିଙ୍ଗା ଏବଂ ଗୋଲାମୁଣ୍ଡା ଭଳି ଅନ୍ୟ ବ୍ଲକମାନଙ୍କରେ କଳା
Read More...

ଆସନ୍ତା ସମ୍ଭାବ୍ୟ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ଯଥା :- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ କେତେକ ଜିଲ୍ଲାରେ
Read More...

ସମ୍ଭାବ୍ୟ ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ସୂଚନା

ଭାରତୀୟ ପାଣିପାଗ ବିଭାଗର ସ୍ଵତନ୍ତ୍ର ବାର୍ଭା ୧.୧୨.୨୦୨୩ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଫସଲ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି । • କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ । • ଅମୁଳ ଉପଯୋଗୀ ଧାନ ଓ ଅନ୍ୟାନ୍ୟ ଫସଲକୁ
Read More...

‘କସ୍ତୁରୀ କଟନ ଭାରତ’ ବ୍ରାଣ୍ଡର ଶୁଭାରମ୍ଭ

'କସ୍ତୁରୀ କଟନ ଭାରତ' ବ୍ରାଣ୍ଡର ଶୁଭାରମ୍ଭ ହେବାକୁ ଯାଉଛି । ଇଜିପ୍ଟରୁ ଗିଜା କପା ଏବଂ ଯୁକ୍ତରାଷ୍ଟ୍ରରେ ଉତ୍ପାଦିତ ସୁପ୍ରିମା କପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତ ପ୍ରିମିୟମ କପା ରେ ଏକ ନାମ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି । ନରମ, ଶକ୍ତିଶାଳୀ ଏବଂ ଶୁଦ୍ଧ ସୂତା ଯୋଗାଇବା
Read More...