Browsing Tag

#CMO

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ଆନ୍ତର୍ଜାତୀୟ ତୋଷାଳୀ ମେଳା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଜନତା ମଇଦାନଠାରେ ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳୀ-୨୦୨୩ ର ଉଦଘାଟନ କରିଛନ୍ତି। ମେଳାର ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କଳା ଓ ସଂସ୍କୃତିର ଉତ୍ସବକୁ ପ୍ରେରଣା, ସୃଜନଶୀଳତା ଏବଂ ଅର୍ଥନୈତିକ ସଶକ୍ତିକରଣର ଉତ୍ସ ହୋଇ
Read More...

ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ 'ଖାଦ୍ୟ, ଭୂମି ଏବଂ ଜଳ ପ୍ରଣାଳୀରେ ନୀତି ସମନ୍ୱୟ - କେସ୍ ଷ୍ଟଡି ଅଫ୍ ଓଡିଶା' ଉପରେ ଏକ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଖାଦ୍ୟ, ଭୂମି ଏବଂ ଜଳ ବ୍ୟବସ୍ଥା
Read More...

ବାରିପଦାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଦାମ ଚରଣ ମାରାଣ୍ଡି ଏବଂ ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମ ଙ୍କ ଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ରାଜ୍ୟ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି। ଚାଷରେ ହେଉଥିବା ଖର୍ଚ୍ଚ
Read More...

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କଲେ କୃଷି ମନ୍ତ୍ରୀ

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମୀକ୍ଷା କରିଥିଲେ । ବୈଜ୍ଞାନିକ ପଦ୍ଧତି ଓ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରାଜ୍ୟରେ
Read More...

ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଚଳିତ ବର୍ଷ ଖରିଫ ମାଣ୍ଡିଆ ସଂଗ୍ରହ ୦୧ ଜାନୁୟାରୀ ମାସରୁ ଆରମ୍ଭ ହୋଇ ୩୧ ମାର୍ଚ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ । ସମସ୍ତ ମାଣ୍ଡିଆ ଚାଷୀ ନିକଟସ୍ଥ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା ଯଥା : କୃଷକ ସଂଗଠନ, PACS/LAMPCS, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୩୧ ଡିସେମ୍ବର ୨୦୨୩ ମଧ୍ୟରେ
Read More...

କୃଷିଭବନରେ କୃଷି-ଅଭ୍ୟାସର ତାଲିମ ପ୍ରଦାନ

କୃଷି ବିଭାଗର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ କଳାହାଣ୍ଡି କୃଷକମାନଙ୍କୁ ଭୁବନେଶ୍ୱରର କୃଷିଭବନ ଏବଂ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (CHES) ରେ ବିଭିନ୍ନ କୃଷି-ଅଭ୍ୟାସରେ ତାଲିମ ଦିଆଯାଇଥିଲା । ଏହିପରି ତାଲିମ ଦେବା ଦ୍ଵାରା କୃଷକମାନଙ୍କ ଆୟ ବଢିବା ସହ ଆଧୁନିକ
Read More...

୮ ଜିଲ୍ଲାରେ ଫସଲ କ୍ଷୟ କ୍ଷତି ଆକଳନ

ସାମୁଦ୍ରିକ ଝଡ଼ ‘ମିଗ୍ ଜାଉଁ' ପ୍ରଭାବରେ ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ରାୟଗଡା ଜିଲାରେ ଲଗାଣ ବର୍ଷା ହେତୁ ଧାନ, କପା ଓ ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି । କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକର
Read More...

ବିନା ପ୍ରେସକ୍ରିପସନ୍ ରେ ପରାକ୍ୱାଟ ପ୍ରୟୋଗ ମନା

ଜନ ନିରାପତ୍ତାକୁ ଏବଂ ରାସାୟନିକ କୀଟନାଶକକୁ ଦୃଷ୍ଟିରେ ରଖି, ମାନବ ସ୍ୱାସ୍ଥ୍ୟ ଏବଂ ପ୍ରାଣୀ ଉପରେ ପ୍ରତିକୂଳ ପ୍ରଭାବର ବିଭିନ୍ନ ଉତ୍ସରୁ ମତାମତ ଗ୍ରହଣ କରିବା ପରେ, ରାଜ୍ୟ ସରକାର, କୀଟନାଶକ ଅଧିନିୟମ ୧୯୬୮, ଧାରା 27 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗରେ ୱିଡିସାଇଡ ବା
Read More...

ମୁଖ୍ୟମନ୍ତ୍ରୀ ମକା ମିଶନର ସମୀକ୍ଷା କଲେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ

ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ର ମକା ମିସନ। ଏହା ପରେ ରାଜ୍ୟରେ ମକା ଉତ୍ପାଦନ କ୍ଷେତ୍ରରେ ୫୧ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନ‌ଭେମ୍ବର ଶେଷ ସୁଦ୍ଧା ଏଫପିଓ
Read More...