Browsing Tag

#paddy

ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌, ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ

ଭୁବନେଶ୍ବରରେ ଖୋଲିବ ଚାଉଳ ଏଟିଏମ୍‌। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଚାଉଳ ଏଟିଏମ୍‌ ।ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ସେମାନେ ଚାଉଳ ଉଠାଇବେ। ମେସିନ୍‌ରେ କାର୍ଡ ଗଳାଇଲେ ସେଥିରୁ ଚାଉଳ ବାହାରିବ। ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ବରରେ ଆରମ୍ଭ କରାଯିବ। ପରେ ରାଜ୍ୟର ସବୁ
Read More...

୧୪ ଖରିଫ ଫସଲର ଏମଏସପି ଅନୁମୋଦିତ, ଧାନ କ୍ବିଣ୍ଟାଲ ପିଛା ୨,୩୦୦ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଅନୁମୋଦନ
Read More...

ସଠିକ୍ ମୌସୁମୀ ଅଗ୍ରସର ଅଭାବରୁ ଧାନ ବୁଣାରେ ବିଳମ୍ବ

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଠିକ୍ ଭାବେ ଅଗ୍ରସର ନହେବାରୁ ଧାନ ବୁଣାରେ ବିଳମ୍ବ ହେବାରେ ଲାଗିଛି, ଯାହାପାଇଁ ଚାଷୀମାନେ ଚିନ୍ତିତ ମଧ୍ୟ ଅଛନ୍ତି। ବର୍ତ୍ତମାନ ମୌସୁମୀ ବାୟୁ ଦୁର୍ବଳ ଅବସ୍ଥାରେ ରହିଥିବାରୁ ରାଜ୍ୟକୁ ଛୁଇଁବାରେ ଆହୁରି କିଛି ଦିନ ଲାଗିବ ବୋଲି
Read More...

ରବି ଧାନ ପରିଚାଳନା ଦିଗରେ JSW ତରଫରୁ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଲୋକ ମାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ JSW ସବୁବେଳେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି। ଚାଷ ଓ ଚାଷୀର ମହତ୍ତ୍ଵ କୁ ଉପଲବ୍ଧି କରି JSW ନିଜର ଅନନ୍ୟ କାର୍ଯ୍ୟକ୍ରମ ମାନ ହାତକୁ ନେଇଛି। ଚାଷୀଙ୍କ ମଧ୍ୟରେ ଚାଷ ସମ୍ବନ୍ଧୀୟ ଉପଯୁକ୍ତ ଜ୍ଞାନ
Read More...

ଚାଷ ଜମିର ଗ୍ରାମଭିତ୍ତିକ ଯାଞ୍ଚ ଅବଧି ବୃଦ୍ଧି

ରାଜ୍ୟରେ ଚାଷୀ ଯେପରି ଅଧିକରୁ ଅଧିକ ମାତ୍ରାରେ ଉପକୃତ ହେବେ, ସେନେଇ ରାଜ୍ୟ ସରକାର ନିୟମିତ ପଦକ୍ଷେପ ନେଇ ଆସୁଛନ୍ତି। ବିଶେଷକରି ଧାନକିଣାରେ ଅଧିକ ସ୍ୱଚ୍ଛତା ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଏହି କ୍ରମରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୨୦୨୮-୨୯ ଖରିଫ୍
Read More...

ମିଲେଟ ମିଶନ ଅଧୀନରେ କନ୍ଧମାଳରେ ଫସଲ କଟା ପରୀକ୍ଷଣ ସ୍ଥାପନ

ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଏବଂ ଲକ୍ଷ୍ୟସ୍ଥଳରେ ମିଲେଟ ଚାଷକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଓଡିଶାର ମିଲେଟସ୍ ମିଶନ ଅଧୀନରେ ଫସଲ କାଟିବା ପରୀକ୍ଷଣ କନ୍ଧମାଳ ର ଖଜୁରିପଡା ଏବଂ ଡାରିଙ୍ଗବାଡି ବ୍ଲକରେ ସଫଳତାର ସହିତ କରାଯାଇଛି ।
Read More...

ମାଣ୍ଡିଆ ରାଣୀ ରାଇମତି ଘିଉରିଆ

ଲକ୍ଷ୍ୟ କଲେ ଜଣାପଡ଼ିବ ଯେ ବର୍ଷ ବର୍ଷ ଧରି ଅଧିକ ବିକ୍ରି ହୋଇ ଆସିଥିବା ଚାଉଳ ଏବଂ ଗହମ ରୁ ଲୋକମାନେ ମିଲେଟକୁ ଚାଲିଆସିଛନ୍ତି । ନିକଟରେ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଚୀନ୍, ଇଟାଲୀ ଏବଂ ୟୁରୋପୀୟ ୟୁନିଅନ୍ ଭଳି ଦେଶରୁ ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହି
Read More...

ମିଲେଟ ମିଶନର ସଫଳତା ଦିଗରେ ସରକାରଙ୍କ ଅଭିନବ ପ୍ରୟାସ

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ (କ୍ଷୁଦ୍ର ଖାଦ୍ୟ ଶସ୍ୟ) ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାର ୭.୬ଟି ବ୍ଲକରେ
Read More...

ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଚଳିତ ବର୍ଷ ଖରିଫ ମାଣ୍ଡିଆ ସଂଗ୍ରହ ୦୧ ଜାନୁୟାରୀ ମାସରୁ ଆରମ୍ଭ ହୋଇ ୩୧ ମାର୍ଚ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ । ସମସ୍ତ ମାଣ୍ଡିଆ ଚାଷୀ ନିକଟସ୍ଥ ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା ଯଥା : କୃଷକ ସଂଗଠନ, PACS/LAMPCS, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ୩୧ ଡିସେମ୍ବର ୨୦୨୩ ମଧ୍ୟରେ
Read More...