Browsing Tag

#missionshakti

ଓଡ଼ିଶା ମିଲେଟ୍ସ ମିଶନ ଯୋଗାଇ ଦେଇଛି ମହିଳାଙ୍କୁ ଅଗ୍ରାଧିକାର

କଥାରେ ଅଛି, ଯାହା ମିଳିତ ଭାବେ ସମ୍ଭବ ହୁଏ, ତାହା ଏକାକି କରିବା କଷ୍ଟସାଧ୍ୟ । ଆଉ ସେମାନଙ୍କର ମିଳିତ ଉଦ୍ୟମ ଆଜି ସେମାନଙ୍କୁ କରିଛି ସଶକ୍ତ, ସ୍ଵାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ । ଏହିପରି ଏକ ଭିନ୍ନ ଉଦାହରଣ ସାଜିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସ୍ଥିତ କୁମୁଟି ସାହିର ଆୟପ୍ପା
Read More...

ମୁଖ୍ୟମନ୍ତ୍ରୀଙ୍କ ସହିତ ମା’ମାନଙ୍କ ଶକ୍ତି ରହିଛି

ପ୍ରତି ନିର୍ବାଚନରେ ମା'ମାନଙ୍କ ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରହିଛି। ମହିଳାଙ୍କ ବିକାଶ ପ୍ରତି ବିଜେଡିର ପ୍ରତିବଦ୍ଧତା ଏକ ଐତିହାସିକ ସତ୍ୟ। ମହିଳାଙ୍କ ସଶକ୍ତିକରଣ ଓ କଲ୍ୟାଣ ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସଶକ୍ତିକରଣ ପାଇଁ ମୂଖ୍ୟ ବାହକ ହେଉଛି
Read More...

କୃଷି ସୃଷ୍ଟି କରିଛି ମହିଳାଙ୍କ ମଧ୍ୟରେ ନୂଆ ପରିଚୟ

ଓଡ଼ିଶାର ଅଗଣିତ ନାରୀଶକ୍ତିଙ୍କ ପାଇଁ ସ୍ଵାବଲମ୍ବନ ଓ ସମୃଦ୍ଧିର ବାଟ ଫିଟାଇ ଦେଇଛି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ସହିତ ଅନେକ ଆନୁଷଙ୍ଗିକ କ୍ଷେତ୍ର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଉଭୟ ମହିଳା ସଶକ୍ତିକରଣ ଏବଂ କୃଷି ଉତ୍ପାଦନ ଦିଗରେ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମିଶନ ଶକ୍ତି ମହିଳାଙ୍କ ପାଇଁ ନୂଆ ଭେଟି

ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ
Read More...

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ । ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି । ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି
Read More...

କରଞ୍ଜିଆ ବ୍ଲକ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ

ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍ୟୋଗର କଥା ପହଁଚାଇଛନ୍ତି। ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌‌ ଶକ୍ତି । ରାଜ୍ୟ ସରକାରଙ୍କ ଏକ ବିକଶିତ ପରିକଳ୍ପନା ହେଉଛି ମିଶନ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା
Read More...

ମିଶନ ଶକ୍ତି ବଜାର ପରିଦର୍ଶନ କଲେ ବିଲ୍ ଗେଟ୍ସ

ଓଡ଼ିଶା ପରିଦର୍ଶନ ରେ ଆସି ବିଲ୍ ଗେଟ୍ସ ମିଶନ ଶକ୍ତି ବଜାର ବୁଲି ଥିଲେ। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ତାଙ୍କୁ ସ୍ଵାଗତ କରିବା ସହ ଏହି ବଜାର ବୁଲାଇ ଦେଖାଇଥିଲେ। ରାଜ୍ୟରେ ମହିଳା ସଶକ୍ତିକରଣ କୁ ବିଲ୍ ଗେଟ୍ସ ପ୍ରଶଂସା କରିଥିଲେ। ଏଠାରେ ପହଞ୍ଚି ବିଲ୍ ଗେଟ୍ସ କୋରାପୁଟ
Read More...

ମିଶନ ଶକ୍ତି ମା’ମାନଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଶନ ଶକ୍ତି ମା'ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ପଇସା ଫେରସ୍ତ ହେବ। ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ
Read More...

ସମାଜର ପ୍ରଗତିରେ ମହିଳା ସଶକ୍ତିକରଣ

ଅଗ୍ରଗାମୀ ସମାଜର ସଂକେତ ମହିଳା ସଶକ୍ତିକରଣ। ମହିଳାମାନଙ୍କର ସମାନ ଅଧିକାର ନିଶ୍ଚିତ କରିବାକୁ, ମହିଳା ସଶକ୍ତିକରଣ ମହିଳାଙ୍କ ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ଆଇନଗତ ଶକ୍ତି ବୃଦ୍ଧି ଏବଂ ଉନ୍ନତିକୁ ବୁଝାଏ। ମହିଳା ସଶକ୍ତିକରଣ ମହିଳାମାନଙ୍କୁ ଉତ୍ସ, ସମ୍ପତ୍ତି, ଆୟ ଏବଂ
Read More...

ଏସଏଚଜି ସଦସ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଏସଏଚଜି ସଦସ୍ୟାଙ୍କୁ ଓଡ଼ିଶା ସରକାରଙ୍କ ସହାୟତା। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟା ୟୁନିଫର୍ମ କିଣିବାକୁ ଏକ ହଜାର ଟଙ୍କାର ସହାୟତା ପାଇବେ। ଏଥିପାଇଁ ମିଶନ ଶକ୍ତି ବିଭାଗକୁ ୬୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ଏହି ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
Read More...