Browsing Tag

#farming

ଅମ୍ଳ ମାଟିର ପରିଚାଳନା ପାଇଁ ପରାମର୍ଶ

ମାଟିର ଅମ୍ଳ ପରୀମାପକ ବା ଆମ୍ଲତା ୬.୫ ରୁ କମ ହେଲେ ସେହି ମାଟିକୁ ଅମ୍ଳ ମାଟି କୁହାଯାଏ। ଆମ ଓଡ଼ିଶାର ୭୦ ଭାଗ ମାଟି ଆମ୍ଳୀୟ ହୋଇଥାଏ। ଅମ୍ଳ ମାଟିରେ ଅଧିକ ମାତ୍ରାରେ ଲୁହା, ମାଙ୍ଗାନିଜ ଓ ଆଲୁମିନିୟମ ରହିଥାଏ ଯାହାକି ଗଛ ପାଇଁ ବିଷାକ୍ତ ଅଟେ। ଅମ୍ଳ ମାଟିକୁ ଚାଷ ଉପଯୋଗୀ କରିବା ପାଇଁ
Read More...

ଧାନର ନୂଆ କିସମ ଆର.ଏନ.ଆର୍‌ – ୧୫୦୪୮

ଆର.ଏନ୍‌.ଆର ୧୫୦୪୮ ଧାନ ୧୨୦ ରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇପାରୁଥିବା ଧାନର ଏକ କିସମ ଅଟେ । ମୁଖ୍ୟତଃ ଏହା ଜୁଲାଇ ମାସରେ ଚାଷ କରାଯାଇଥାଏ । ଜୀବାଣୁ ଜନିତ ପତ୍ରପୋଡ଼ା ରୋଗର ଏହା ସହନଶୀଳ କିସମ ଅଟେ । ସାଧାରଣତଃ ଏହାକୁ ଖରିଫ ଓ ରବି ଉଭୟ ଚାଷ ରତୁରେ ଚାଷ କରାଯାଇଥାଏ । ଅମଳ ଅଧିକ ହେବା
Read More...

ଏପ୍ରିଲ ମାସରେ କୃଷି ପରାମର୍ଶ

ଏପ୍ରିଲ ମାସରେ ପନିପରିବା, ଅଦା, ନଳିତା ଚାଷ ପାଇଁ କୃଷି ପରାମର୍ଶ ଦିଆଯାଇଛି। ଦିନର ତାପମାତ୍ରା ବଢୁଥିବାରୁ ପନିପରିବାରେ ଝାଉଁଲା ରୋଗ ହେବାର ସମ୍ଭାବନା ରହିଛି। ବିଭିନ୍ନ ପନିପରିବାର ରୋଗ ପ୍ରତିରୋଧ କରିବା ପାଇଁ ଭିନ୍ନ ଭିନ୍ନ କୀଟନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।
Read More...

ମକା ଚାଷ ପାଇଁ ଜରୁରୀ ସୂଚନା

ମକା ଚାଷର ପ୍ରୋତ୍ସାହନ ପାଇଁ କୃଷି ବିଭାଗ ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ମାଧ୍ୟମରେ ମକା କ୍ଲଷ୍ଟରର ପ୍ରଚାର ଓ ପ୍ରସାର କାର୍ଯ୍ୟ କରୁଛି। ସାଧାରଣତଃ ମକା ଚାଷ ପାଇଁ ନିଗିଡା, ବାଲିଆ, ଦୋରସା ଓ ପଟୁମାଟି ଆବଶ୍ୟକ ହୋଇଥାଏ। ମକା ଚାଷ ଶୀତ, ବର୍ଷା ଓ ଖରାଦିନେ ମଧ୍ୟ
Read More...

ଜଳବାୟୁ ପରିବର୍ତ୍ତନ ତାପମାତ୍ରାରେ ଆଣୁଛି ବ୍ୟାପକ ପରିବର୍ତ୍ତନ

ଏକବିଂଶ ଶତାବ୍ଦୀର ଶିଳ୍ପ ଭିତ୍ତିକ ସଭ୍ୟତା ପରିବେଶରେ ଆଣିଲା ନାହିଁ ନଥିବା ପରିବର୍ତ୍ତନ । ଚାଷଜମିରେ ଆରମ୍ଭ ହେଲା ଶିଳ୍ପାୟନର ମୂଳଦୁଆ । ଶ୍ୟାମଳ ଜମିରେ ଯେଉଁଠାରେ ସୁବର୍ଣ୍ଣର ମାହୋଲ ଜମୁଥିଲା , ଆଜି ସେଠି ଯନ୍ତ୍ର ସଭ୍ୟତାର ଅୟମାରମ୍ଭ ହେଉଛି । ପରିବେଶର ପରିସ୍ଥିତି ଏବେ ସଂଜ୍ଞାହୀନ ।
Read More...

ଫସଲ ବିବିଧିକରଣ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ

ପ୍ରଥମ କଥା ଫସଲ ବିବିଧିକରଣ କଣ ଏକଥାକୁ ଟିକେ ଭଲ ଭାବରେ ବୁଝିବା ଓ ଜାଣିବା ଦରକାର । କାରଣ ଚାଷୀ ଏହାର ଉପକାରିତା ବିଷୟରେ ନ ଜାଣିଲେ ଏ ଦିଗରେ ଆଗକୁ ଯାଇପାରିବେ ନାହିଁ । ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ତଥା ତାପମାତ୍ରାରେ ଅନିଶ୍ଚିତତା ନିହାତି ଭାବେ କୃଷି କ୍ଷେତ୍ରକୁ ପ୍ରଭାବିତ
Read More...

ଚାଷ ଜମିରେ ପ୍ରାଣମୃତର ବ୍ୟବହାର

ଆବଶ୍ୟକୀୟ ଉପାଦାନ- କୁକୁଡ଼ା ଖତ(୧୫୦ କିଗ୍ରା) , ସୋରିଷ ପିଡ଼ିଆ(୨୫କିଗ୍ରା) , ପାଉଁଶ(୫୦କିଗ୍ରା) , ପାଣି(୨୦୦ଲିଟ ପ୍ରସ୍ତୁତି ପ୍ରଣାଳୀ- ସର୍ବପ୍ରଥମେ ଜମିରେ ଗାତ ଖୋଳି ଗୋଟିଏ ପ୍ଲାଷ୍ଟିକ ଚଟ ବିଛାନ୍ତୁ । ଏହି ଚାରୋଟି ସାମଗ୍ରୀକୁ ଏକତ୍ର ମିଶ୍ରଣ କରନ୍ତୁ । ଏହା ପରେ ଅଖା ବସ୍ତା ବା
Read More...

ରାଜ୍ୟ ସରକାରଙ୍କ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା

ଧାନ ପରବର୍ତ୍ତୀ ପଡିଆ ଜମିରେ ମୁଗ, ବିରି ଏଵଂ ଡାଲି ଜାତୀୟ ଶସ୍ୟ ଚାଷ କରିବାରେ ରାଜ୍ୟର କୃଷକମାନେ ଅଗ୍ରସର ହେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ସାର, ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ଯୋଗାଇବା ସହ ଅନେକ ସାହାଯ୍ୟ ସହଯୋଗ ମଧ୍ୟ କରୁଛନ୍ତି। ଚାଷୀମାନେ ଧାନ ପରବର୍ତ୍ତୀ
Read More...

ରାଜ୍ୟରେ ହେବ ଡିଜିଟାଲ ଫସଲ ସର୍ଭେ

ସମସ୍ତ ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ କରିବେ ଓଡିଶା ସରକାର । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୃଷକମାନଙ୍କ ଦ୍ୱାରା ଚାଷ କରାଯାଉଥିବା ପ୍ରକୃତ କ୍ଷେତ୍ର ଜାଣିବା ପାଇଁ ଓଡିଶା ସରକାର ସାରା ରାଜ୍ୟରେ ଡିଜିଟାଲ୍ ଫସଲ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସର୍ଭେ ପ୍ରଥମେ
Read More...