ଧାନର ନୂଆ କିସମ ଆର.ଏନ.ଆର୍‌ – ୧୫୦୪୮

ଆର.ଏନ୍‌.ଆର ୧୫୦୪୮ ଧାନ ୧୨୦ ରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇପାରୁଥିବା ଧାନର ଏକ କିସମ ଅଟେ । ମୁଖ୍ୟତଃ ଏହା ଜୁଲାଇ ମାସରେ ଚାଷ କରାଯାଇଥାଏ । ଜୀବାଣୁ ଜନିତ ପତ୍ରପୋଡ଼ା ରୋଗର ଏହା ସହନଶୀଳ କିସମ ଅଟେ । ସାଧାରଣତଃ ଏହାକୁ ଖରିଫ ଓ ରବି ଉଭୟ ଚାଷ ରତୁରେ ଚାଷ କରାଯାଇଥାଏ । ଅମଳ ଅଧିକ ହେବା ସହ କମ ମାତ୍ରାରେ ରୋଗପୋକ ଲାଗିବା ଏହାକୁ ଚାଷୀ ମାନଙ୍କ ପାଖରେ ଲୋକପ୍ରିୟ କରେଇପାରିଛି । ବିଶେଷ ଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ ବହୁଳ ଭାବେ ଚାଷ କରାଯାଉଛି । ଏମିତିକୁ ଏହାକୁ ତେଲେଙ୍ଗାନା ସୁନା ବୋଲି ମଧ୍ୟ ଅଭିହିତ କରାଯାଏ ।

କଣ ପାଇଁ ଆର.ଏନ.ଆର୍‌-
• କମ୍‌ ସୁଗାର ପରିମାଣ
• ଉଚ୍ଚ ରକ୍ତଚାପ କମ
• ଶରୀରରେ ବ୍ଲଡ଼୍‌ ଗ୍ଲୁକୋଜ ପରିମାଣ ନିୟନ୍ତ୍ରଣ
• ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ

Spread the love

Leave a Comment

Your email address will not be published. Required fields are marked *

Scroll to Top
×