Browsing Tag

#farming

ଉନ୍ନତମାନର ବାଇଗଣ ଚାଷ ପ୍ରଣାଳୀ

ବାଇଗଣ ଏକ ଲାଭଜନକ ପରିବା । ଆମ ରାଜ୍ୟରେ ଏହା ସବୁ ଅଞ୍ଚଳରେ ଓ ସବୁ ଋତୁରେ ଚାଷ ହୋଇଥାଏ। ବର୍ଷାଦିନେ ଅଧିକ ବର୍ଷା ହେଲେ ଗଛରୁ ଫୁଲ ଝଡ଼ି ପଡ଼ିବାର ସମ୍ଭାବନା ଥାଏ । ଜଳସେଚନର ସୁବିଧା ଥିବା ଜମିରେ ଅଗଷ୍ଟ–ସେପ୍ଟେମ୍ବର ମାସରେ ଚାରା ଲଗାଇଲେ, ନଭେମ୍ବର ଆଡ଼କୁ ଫୁଲ ଧରି ପ୍ରଚୁର ଫଳେ ।
Read More...

ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ

ଖରାଟିଆ ଚାଷ ଖରାଦିନେ ହେଉଥିବା ବର୍ଷା ଉପରେ ନିର୍ଭର କରି କରାଯାଏ । ଏପ୍ରିଲ ଓ ମେ ମାସରେ ଅସରାଏ ଦୁଇ ଅସରା ବର୍ଷା ପରେ ଖରାଟିଆ ଚାଷ କରିବା ଉଚିତ। ସାଧାରଣତଃ ବିହନ ବୁଣିବାର ବହୁ ପୂର୍ବରୁ ଜମିକୁ ଖରା ସମୟରେ ଚାଷ କରି ପ୍ରସ୍ତୁତ କରି ରଖିବାକୁ ହିଁ ଖରାଟିଆ ଚାଷ କୁହାଯାଏ। ଖରାଟିଆ
Read More...

ଜଳବାୟୁ ଉପଯୋଗୀ ଚାଷକୁ ଗୁରୁତ୍ଵ

ରାଜ୍ୟରେ ଖରିଫ ଚାଷ କିଭଳି ଭଲରେ ହୋଇପାରିବ, ସେନେଇ ଅଣ୍ଟା ଭିଡିଛି ରାଜ୍ୟ କୃଷି ବିଭାଗ। ବିଶେଷକରି ପରିବର୍ତ୍ତିତ ପାଣିପାଗକୁ ଦେଖି ଚାଷୀମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଜଳବାୟୁ ଉପଯୋଗୀ ଚାଷ କିପରି ଚାଷୀ କରିବେ, ସେନେଇ
Read More...

ଖରାଟିଆ ଚାଷ ଓ ସବୁଜ ସାର

ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ । ଓଡିଶାରେ ସାଧାରଣତଃ ଶାରଦ ଧାନ କଟା ହେବା ପରେ ଜମି ପଡିଆ ପଡେ କିମ୍ବା ବତର ଥିଲେ ହଳ କରାଯାଇ ମୁଗ, ବିରି, ଧନିଆ, ଚଣା ଇତ୍ୟାଦି ରବି ଫସଲ ବୁଣାଯାଏ । ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ ।
Read More...

ଉଚ୍ଚଜମିରେ କଖାରୁ ଜାତୀୟ ପନିପରିବା ଚାଷର ପ୍ରକୃଷ୍ଟ ସମୟ

ବିଶ୍ୱାସ ରହିଛି, ଅକ୍ଷୟ ତୃତୀୟାରେ ବିହନ ବୁଣିଲେ ବିହନ କ୍ଷୟ ହୁଏ ନାହିଁ । ବୃହତ୍ ଉଠା ଜଳସେଚନ ଅଞ୍ଚଳରେ ଥିବା ଉଚ୍ଚ ଜମିରେ ଧାନ ପରିବର୍ତ୍ତେ ପନିପରିବା ଚାଷ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ। ନାନା ପ୍ରକାରର ପନିପାରିବା ଖାଦ୍ୟରୂପେ ବିଭିନ୍ନ ଦେଶଗୁଡିକରେ ବ୍ୟବହୃତ
Read More...

ଘନ ଜୀବାମୃତର ପ୍ରସ୍ତୁତି ଏବଂ ପ୍ରୟୋଗ ବିଧି

ଘନ ଜୀଵାମୃତ ପ୍ରୟୋଗ ଦ୍ଵାରା ମୃତ୍ତିକାରେ ଅଣୁଜୀବ ପରିମାଣ ବୃଦ୍ଧି ହୋଇଥାଏ ଏବଂ ଫସଲ କୁ ଠିକ ଭାବେ ଖାଦ୍ୟସାର ପ୍ରଦାନ କରିଥାଏ। ତେଣୁ ଘନ ଜିବାମୃତ ପ୍ରସ୍ତୁତି ପ୍ରଣାଳୀ ଏବଂ ପ୍ରୟୋଗ ବିଧି ଜାଣିବା ନିତାନ୍ତ ଜରୁରୀ। ଏହାକୁ ଆମେ କୃତ୍ରିମ ଉପାୟରେ ପ୍ରସ୍ତୁତ କରିପାରିବା। ଘନ ଜୀବାମୃତ
Read More...