Browsing Tag

#agriculture

ମିଶନ ଶକ୍ତି ମହିଳାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କନଭେସନ ସେଣ୍ଟର୍, ଲୋକସେବା ସଦନ, ଭୁବନେଶ୍ୱରରେ ଏକ କାର୍ଯ୍ୟାଦେଶ ବଣ୍ଟନ ଓ ଚୁକ୍ତିନାମା ସ୍ବାକ୍ଷର ସମାରୋହ ଆୟୋଜିତ ହୋଇଛି। ଏଥିରେ ନିୟୋଜିତ ହେବାକୁ ଥିବା ୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ…
Read More...

ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ

ଆସନ୍ତା ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ। ତାଙ୍କ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ସହ ଭୁବନେଶ୍ୱର କୃଷି ଭବନ ପରିଦର୍ଶନ କରିବେ। ସୂଚନା ଅନୁଯାୟୀ, ୨୦୧୭ ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିର ଉନ୍ନତି…
Read More...

ଡାଲି ଓ ତୈଳବୀଜ ଉତ୍ପାଦନରେ ସମୃଦ୍ଧ ହେବ ଓଡ଼ିଶା

ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନାମାନ ପ୍ରଣୟନ କରିଛନ୍ତି। ଏହିକ୍ରମରେ ଚଳିତ ରବି ଋତୁରେ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ…
Read More...

୧.୮୪ ଲକ୍ଷ ଏକର ଜମିକୁ ମାଡ଼ିବ ପାଣି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଳ୍ଲାର ବେଲଗୁଣ୍ଡା, ଧରାକୋଟ, ପାତ୍ରପୁର ଓ କୁକୁଡ଼ାଖଣ୍ଡି ବ୍ଲକ୍ ଗସ୍ତ କରିଛନ୍ତି। ସେ ବିଭିନ୍ନ ଡ୍ୟାମ, ଵ୍ୟାରେଜ୍ ଏବଂ ଜଳସେଚନ ପ୍ରକଳ୍ପ ଆଦି ପାଇଁ ୧୩୦୦ କୋଟି ଟଙ୍କାର ପ୍ରକଳ୍ପ ସମୀକ୍ଷା…
Read More...

ତିନି ବର୍ଷ ବଢିଲା କାଳିଆ ଯୋଜନା ଅବଧି

ଚାଷୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ' କାଳିଆ ' ଯୋଜନାର ଅବଧିକୁ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି। ୨୦୨୪-୨୫ ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ପାଇଁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ଆଇସିସି ପକ୍ଷରୁ ଅନ୍ତର୍ଜାତୀୟ ଏମଏସଏମଇ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ

ଆଇସିସି ପକ୍ଷରୁ ଆନ୍ତର୍ଜାତୀୟ ଏମଏସଏମଇ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଚେୟାରମେନ ଜେବି ପାଣି ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମେନ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ କୃଷିକୁ ପ୍ରଥମ…
Read More...

ଆମ ମାଣ୍ଡିଆ , ଆମ ସମ୍ମାନ

ଯେଉଁ ଫସଲ ଦିନେ ଗରିବଙ୍କ ଖାଦ୍ୟ ବୋଲି ଲୋକଙ୍କ ଠାରୁ ଅନାଦର ପାଉଥିଲା , ଆଜି ଆପଣ ନିଜେ ଦେଖୁଥିବେ ମାଣ୍ଡିଆ ପାଇଁ କିପରି ଆଦର ବଢ଼ିଛି । ଏକଥା କେବଳ ମୁଁ କହୁନି ବରଂ ସାରା ଓଡ଼ିଶା ରେ ଏବେ ମାଣ୍ଡିଆର ବାସ ଭରିଉଠିଛି । ଲୋକଙ୍କ ଜୀବନଧାରା ସହ ମାଣ୍ଡିଆ ଏବେ ଯୋଡ଼ିହୋଇ ସାରିଛି । କେବଳ…
Read More...

ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା

ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ସ୍ବତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ୨୬ ଟି ଜିଲ୍ଲାର ୨ଲକ୍ଷ ୫୦ହଜାର ସିକିମ…
Read More...

ଜୈବିକ କୃଷିକୁ ମାନ୍ୟବର ରାଜ୍ୟପାଳଙ୍କ ଗୁରୁତ୍ଵ

ବୈଜ୍ଞାନିକ ପ୍ରଣାଳୀରେ ଜୈବିକ କୃଷି କରାଯାଇ ଫସଲ ଉତ୍ପାଦନରେ ବୃଦ୍ଧି ଏବଂ ରୋଗପୋକ ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ। ଜୈବିକ କୃଷି ହେଉଛି ଆମର ପୂର୍ବପୁରୁଷମାନଙ୍କ ଦ୍ଵାରା ଅନାଦି କାଳରୁ କରାଯାଉଥିବା ଦେଶୀୟ ଚାଷ ପ୍ରଣାଳୀ। ସେଥିପାଇଁ ଏହା ଉପରେ ଗୁରୁତ୍ବ ଦେବାକୁ ମାନ୍ୟବର ରାଜ୍ୟପାଳ…
Read More...

ତିନି ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମାବେଶ ଉଦଯାପିତ

ମତ୍ସ୍ୟ ଉତ୍ପାଦନରେ ଦେଶର ଚତୁର୍ଥ ସ୍ଥାନରେ ଓଡ଼ିଶା ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ସରକାର ରାଜ୍ୟର ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି।…
Read More...