Browsing Tag

#agriculture

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ । ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି । ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି…
Read More...

ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର…
Read More...

ରାଜ୍ୟରେ ହେବ ଡିଜିଟାଲ ଫସଲ ସର୍ଭେ

ସମସ୍ତ ଜିଲ୍ଲାରେ ଡିଜିଟାଲ ଫସଲ ସର୍ଭେ କରିବେ ଓଡିଶା ସରକାର । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୃଷକମାନଙ୍କ ଦ୍ୱାରା ଚାଷ କରାଯାଉଥିବା ପ୍ରକୃତ କ୍ଷେତ୍ର ଜାଣିବା ପାଇଁ ଓଡିଶା ସରକାର ସାରା ରାଜ୍ୟରେ ଡିଜିଟାଲ୍ ଫସଲ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସର୍ଭେ ପ୍ରଥମେ…
Read More...

କୃଷିର ରୂପାନ୍ତରଣରେ ଅନନ୍ୟ ପଦକ୍ଷେପ

ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଝାରସୁଗୁଡା ଜିଲ୍ଲାର କୃଷକମାନଙ୍କ ପାଇଁ ଏକ ସ୍ଥାୟୀ କୃଷି ପଦକ୍ଷେପ ଜୀବିକା ସମୃଦ୍ଧି ପ୍ରକଳ୍ପ' ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ ଏହି ପ୍ରକଳ୍ପ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦୦ରୁ ଅଧିକ ଚାଷ ପରିବାର ଉପରେ ପ୍ରଭାବ ପକାଇବ। ଏହି ପ୍ରକଳ୍ପ…
Read More...

ମିଶନ ଶକ୍ତି ମା’ମାନଙ୍କ ଆକାଉଣ୍ଟକୁ ଗଲା ଟଙ୍କା

ମିଶନ ଶକ୍ତି ମା'ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ପଇସା ଫେରସ୍ତ ହେବ। ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ…
Read More...

ମିଶନ ଶକ୍ତି ମହିଳାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କନଭେସନ ସେଣ୍ଟର୍, ଲୋକସେବା ସଦନ, ଭୁବନେଶ୍ୱରରେ ଏକ କାର୍ଯ୍ୟାଦେଶ ବଣ୍ଟନ ଓ ଚୁକ୍ତିନାମା ସ୍ବାକ୍ଷର ସମାରୋହ ଆୟୋଜିତ ହୋଇଛି। ଏଥିରେ ନିୟୋଜିତ ହେବାକୁ ଥିବା ୩୨୯ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ…
Read More...