Browsing Tag

agriculture

କୃଷି କ୍ଷେତ୍ରରେ ଟିସୁ କଲ୍‌ଚର

ଟିସୁ କଲ୍‌ଚର ଏକବିଂଶ ଶତାବ୍ଦୀର ଏକ ବୈପ୍ଲବିକ ଆହ୍ୱାନ । ପାରମ୍ପରିକ ପଦ୍ଧତିକୁ ବାଦ ଦେଇ ବାୟୋଟେକ୍ନୋଲଜି ଯୁଗରେ ଏହା ଏକ ନୂଆ ବିପ୍ଲବ । କେବଳ ଯେ ବୈଷୟିକ ଜ୍ଞାନରେ ଏହାର ପ୍ରୟୋଗ ହୁଏ ସେ କଥା ନୁହଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଟିସୁ କଲ୍‌ଚରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
Read More...

ମଣିଷ ତିଆରି କାରଖାନା ଗଢୁଥିବା ଅନନ୍ୟ ଗୁରୁ ସଚିନ୍‌

ଗୁରୁ ହେବା ପାଇଁ ପଦପଦବୀ କି ଉଚ୍ଚଶିକ୍ଷାର ଆବଶ୍ୟକତା ନଥାଏ । ମାନବିକତାର ପରିଚୟ ଦେଇ ମୂଲ୍ୟବୋଧକୁ ବୁଝିପାରୁଥିବା ମଣିଷ ଟିଏ ବି ଗୁରୁ ହୋଇପାରେ । ସ୍ୱଳ୍ପ ସଂଚିତ ଅର୍ଥରୁ ଅଭାବ ଅନଟନରେ ଦିନ କାଟୁଥିବା ପିଲାଙ୍କୁ ଆଲୋକର ସଂଜିବନୀ ଦେଖାଇପାରୁଥିବା ମଣିଷଟିଏ ବି ଗୁରୁ ହେଇପାରେ । ପାଟିକୁ
Read More...