କଦଳୀ ଗଛର ପାନାମା ଝାଉଁଳା ରୋଗର ପରିଚାଳନା

କଦଳୀ ଗଛରେ ହେଉଥିବା ପାନାମା ଝାଉଁଳା ରୋଗ ଏକ ମୃତ୍ତିକାବାହୀ ଫିମ୍ପିଜନିତ ରୋଗ ଯାହା ଚେର ଦ୍ଵାରା ଗଛକୁ ବ୍ୟାପିଥାଏ । ଏହି ରୋଗ ଦେଖାଦେଲେ ଗଛ ହଠାତ ଝାଉଁଳି ପଡେ ଏବଂ ପତ୍ର ହଳଦିଆ ଦେଖାଯାଏ। ବାହୁଙ୍ଗା ମୂଳରୁ ଭାଙ୍ଗିଯାଇ ଓହଲିରୁହେ। ଗଛର ଗଣ୍ଡି ଫାଟିଯାଏ। ଏହି ରୋଗର ପରିଚାଳନା…
Read More...

ଓଡ଼ିଶାରେ ଏଥର ସ୍ୱାଭାବିକଠାରୁ କମ୍ ବର୍ଷା

ଏଥର ଓଡ଼ିଶାରେ ବର୍ଷାର ଅଭାବ ଦେଖାଦେବ। ୪ରୁ ୫ଟି ଜିଲ୍ଲାକୁ ଛାଡ଼ି ଦେଲେ ସାରା ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ସମେତ ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତ ଜିଲ୍ଲାଗୁଡିକର କିଛି ଅଂଶ, ମାଲକାନଗିରିର କେତେକ ସ୍ଥାନରେ ସ୍ଵାଭାବିକ…
Read More...