“ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ”

ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ "ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟ" ଶୀର୍ଷକ ବିଷୟବସ୍ତୁକୁ ନେଇ ଆଲୋଚନା
Read More...

ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତି ଆକଳନ

ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ  କ୍ଷୟକ୍ଷତି ଆକଳନ କରାଯିବ । ତେବେ ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲେ
Read More...

ରାଜ୍ୟ କ୍ୟାବିନେଟ ବୈଠକରେ ଧାନ କ୍ରୟକୁ ନେଇ ମିଳିଲା ଅନୁମୋଦନ

ରାଜ୍ୟ ସରକାର ଚଳିତ ବର୍ଷ ଖରିଫ ଧାନ ୩୧୦୦ ଟଙ୍କାରେ କିଣାଯିବା ନେଇ ପୂର୍ବରୁ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସରକାରଙ୍କ ଏହି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ମୋହର ଲାଗିଛି। ସରକାର ୩୧୦୦ ଟଙ୍କାରେ ଧାନ କିଣିବା ସହ ରାଜ୍ୟ ସରକାର ୮୦୦ ଟଙ୍କାର ବୋନସ ମଧ୍ୟ ବହନ
Read More...

ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ ପନିପରିବା ଫସଲର ପରିଚାଳନା

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଏବଂ ମାତ୍ରାଧିକ ବର୍ଷା ପରିସ୍ଥିତି ହେତୁ ପନିପରିବା ଜାତୀୟ ଫସଲରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ଏହାର ପରିଚାଳନା ପାଇଁ ପନିପରିବା ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ଓ ତଳିକୁ ଧଳା ଜରି ଦ୍ଵାରା
Read More...

ସମ୍ଭାବ୍ୟ ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ ଧାନ ଫସଲର ପରିଚାଳନା

ରାଜ୍ୟର ଅତି ନିକଟରେ ସୃଷ୍ଟି ହେଉଥିବା ବାତ୍ୟା ଓ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ରହିଛି, ଏହା ଦ୍ଵାରା ଧାନ ଫସଲରେ ଅନେକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ବର୍ଷା ଆରମ୍ଭ ପୂର୍ବରୁ ଧାନ କେଣ୍ଡା ୮୫ ଭାଗ ପଚିଯାଇଥିବ ସହଳ କିସମ ଧାନକୁ ତୁରନ୍ତ କାଟି ନେଇ
Read More...

ମିଶନ ଶକ୍ତି ସହାୟତାରେ ମିଲେଟ ଜାତୀୟ ଖାଦ୍ୟ ଉତ୍ପାଦନ ଓ ମୂଲ୍ୟ ବୃଦ୍ଧି

ମିଶନ ଶକ୍ତି ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା, ଯେଉଁଥିରୁ ଲକ୍ଷ ଲକ୍ଷ ମହିଳାମାନେ ଉପକୃତ ହେଉଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା। ମିଶନ ଶକ୍ତିର ମହିଳାମାନଙ୍କୁ ପେନ୍‌ସନ୍‌ ଭତ୍ତା ଲାଗୁ କରିବା ପାଇଁ
Read More...

ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଆୟ ବୃଦ୍ଧି

ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଚିହ୍ନିତ ଏକ ପ୍ରମୁଖ ବିକାଶମୂଳକ ପଦକ୍ଷେପ। ଏହା ଜଣାଶୁଣା ଯେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ। ଏହିପରି, ମହିଳାମାନଙ୍କୁ ସ୍ୱାଧୀନ ଭାବରେ ରୋଜଗାର ଏବଂ ଆୟ ପାଇବାକୁ
Read More...