Browsing Tag

#OUAT

ଅବଦୁଲ୍ କଲାମ୍ ସମ୍ମାନରେ ସମ୍ମାନିତ ହେଲା ଓୟୁଏଟି

ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଡ. ଏପିଜେ ଅବଦୁଲ କଲାମ ପ୍ରେରଣାଦାୟକ ସମ୍ମାନରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୃଷି ଓ ବୈଷୟିକ ଜ୍ଞାନକୌଶଳ ପାଇଁ ଓୟୁଏଟିକୁ ଏହି ପୁରସ୍କାର ଦିଆଯାଇଛି। କୃଷି ଓ ବୈଷୟିକ…
Read More...

କୃଷି ମନ୍ତ୍ରୀ ଙ୍କ ଦ୍ଵାରା ‘ମିଲେଟ୍‌ ଶକ୍ତି କାଫେ’ ଉଦ୍ଘାଟିତ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମିଶନଶକ୍ତିର ମିଳିତ ଉଦ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ମିଲେଟ୍‌ ଶକ୍ତି କାଫେ’ ଉଦଘାଟନ କରାଯାଇଛି । ଓଡ଼ିଶାର…
Read More...

କୃଷି ଭବନ ଠାରେ ଅନୁଷ୍ଠିତ ହୋଇଛି ୭୫ ତମ ସାଧାରଣତନ୍ତ୍ର ଦିବସ

୭୫ ତମ ଗଣତନ୍ତ୍ର ଦିବସ ଅବସରରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କୃଷି ଭବନ ପରିସରରେ ଜାତୀୟ ପତକା ଉତ୍ତୋଳନ କରି ସମ୍ବିଧାନର ଆଦର୍ଶ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ସବୁବେଳେ ମର୍ଯ୍ୟାଦାର ସହ ଉଚ୍ଚରେ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
Read More...

ପୂର୍ବ ଉଦଘାଟନୀ ସମାରୋହରେ ଓୟୁଏଟି କୁଳପତିଙ୍କ ବକ୍ତବ୍ୟ

ଏକ ପୂର୍ବ ଉଦଘାଟନୀ ଅଧିବେଶନରେ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡିଶା ୨୦୨୪ ରେ ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ୍ କୁମାର ରାଉଳ "ଲିଙ୍ଗ-ପ୍ରତିକ୍ରିୟାଶୀଳ ଏବଂ ପୁଷ୍ଟିକର ସମ୍ବେଦନଶୀଳ ଖାଦ୍ୟ ପ୍ରଣାଳୀ - ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ବିତରଣ" ଉପରେ…
Read More...

ଓୟୁଏଟି କୃଷି-ଶିକ୍ଷା ମେଳା ଅନୁଷ୍ଠିତ

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓଡିଶାର ଉଦ୍ୟାନ କୃଷି ନିର୍ଦ୍ଦେଶକ, ଓୟୁଏଟି ର କୁଳପତି; ସମ୍ପ୍ରସାରଣ ଶିକ୍ଷାର ଡିନ୍; ରିସର୍ଚ୍ଚ ଡିନ୍ ଏବଂ ଅନ୍ୟ ହିତାଧିକାରୀ ମାନଙ୍କ ଉପସ୍ଥିତିରେ ଓୟୁଏଟି କୃଷି-ଶିକ୍ଷା ମେଳା ୨୦୨୩ ର ଉଦଘାଟନ…
Read More...

ବିଶ୍ବ ମୃତ୍ତିକା ଦିବସ ର ମହତ୍ତ୍ଵ

ଆଜି ହେଉଛି ବିଶ୍ବ ମୃତ୍ତିକା ଦିବସ । ପ୍ରତିବର୍ଷ ୫ ଡିସେମ୍ବରରେ ଏହା ପାଳନ ହୋଇଥାଏ | ସୁସ୍ଥ ମୃତ୍ତିକାର ଗୁରୁତ୍ବ ଉପରେ ଧ୍ୟାନ ଦେବା ଏବଂ ମୃତ୍ତିକା ସମ୍ପଦର ନିରନ୍ଧର ପରିଚାଳନା କରିବା ଏହାର ଉଦେଶ୍ୟ । ଆଜିର ବିଷୟବସ୍ତୁ ହେଉଛି "ମୃତ୍ତିକା ଏବଂ ଜଳ - ଜୀବନର ଉତ୍ସ" । ତେଣୁ ପୃଥିବୀରେ…
Read More...

ବିନା ପ୍ରେସ୍‌କ୍ରିପ୍‌ସନ୍ ରେ କୀଟନାଶକ ବ୍ୟବହାର ମନା

ଚାଷରେ ମନଇଚ୍ଛା କୀଟନାଶକ ବ୍ୟବହାରରେ ଲାଗିବ କଟକଣା। କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୁନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍‌କ୍ରିପ୍‌ସନ୍ ବିନା କୀଟନାଶକର କ୍ରୟ-ବିକ୍ରୟ ହୋଇପାରିବନାହିଁ । ଯେଉଁ କୀଟନାଶକ ଦୋକାନ କିମ୍ବା ଡିଲରମାନେ ଏହାର ଉଲଂଘନ କରିବେ, ସେମାନଙ୍କ…
Read More...

ଆସନ୍ତା ସମ୍ଭାବ୍ୟ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ଯଥା :- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ କେତେକ ଜିଲ୍ଲାରେ…
Read More...

ସମ୍ଭାବ୍ୟ ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ସୂଚନା

ଭାରତୀୟ ପାଣିପାଗ ବିଭାଗର ସ୍ଵତନ୍ତ୍ର ବାର୍ଭା ୧.୧୨.୨୦୨୩ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଫସଲ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି । • କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ । • ଅମୁଳ ଉପଯୋଗୀ ଧାନ ଓ ଅନ୍ୟାନ୍ୟ ଫସଲକୁ…
Read More...