Browsing Tag

#odisha govt.

ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଅର୍ଥ ମଞ୍ଜୁର

ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି (ଲ୍ୟାମ୍ପସ୍‌)ର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆଣିବା ପାଇଁ ସମବାୟ ବିଭାଗ ପକ୍ଷରୁ ଅର୍ଥ
Read More...

ରାଜ୍ୟ କ୍ୟାବିନେଟ ବୈଠକରେ ଧାନ କ୍ରୟକୁ ନେଇ ମିଳିଲା ଅନୁମୋଦନ

ରାଜ୍ୟ ସରକାର ଚଳିତ ବର୍ଷ ଖରିଫ ଧାନ ୩୧୦୦ ଟଙ୍କାରେ କିଣାଯିବା ନେଇ ପୂର୍ବରୁ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସରକାରଙ୍କ ଏହି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ମୋହର ଲାଗିଛି। ସରକାର ୩୧୦୦ ଟଙ୍କାରେ ଧାନ କିଣିବା ସହ ରାଜ୍ୟ ସରକାର ୮୦୦ ଟଙ୍କାର ବୋନସ ମଧ୍ୟ ବହନ
Read More...

ଧାନ କିଣା ସମୟର ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ରାଜ୍ୟ ସରକାର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଠାରୁ ଖରିଫ ଧାନ କିଣିବେ। ପୂର୍ବ ଘୋଷିତ ମୂଲ୍ୟ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। କିପରି ସରକାର ସୁଚାରୁରୂପେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ସେମାନଙ୍କ ଉଚିତ୍ ମୂଲ୍ୟ ସହଜରେ ପାଇପାରିବେ ସେଥିପ୍ରତି ଅଧିକ
Read More...

ପୁନର୍ବାର ଆରମ୍ଭ ହେବ ନୟାଗଡ଼ ଚିନି କାରଖାନା

ବର୍ଷ ବର୍ଷ ଧରି ବନ୍ଦ ଥିବା ନୟାଗଡ଼ ଚିନି କଳ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗଠନ ହୋଇଛି ଏକ ଉଚ୍ଚସ୍ତରୀୟ କମିଟି। ଖୁବଶୀଘ୍ର ବନ୍ଦ ଚିନିକଳ ଖୋଲିବ ଓ ଚାଷୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଟଙ୍କା ମିଳିବ। ମାନ୍ୟବର ସମ୍ବିତ
Read More...

ଓଡ଼ିଶାର ଜୈବିକ ଚାଷକୁ ସରକାରଙ୍କ ପ୍ରାଥମିକତା

ଓଡ଼ିଶାର ଚାଷ ଲୋକପ୍ରିୟ ହେବା ସହ ଚାଷ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଓଡ଼ିଶାର କିଛି ଜିଲ୍ଲାରେ ଜୈବିକ ଚାଷ ମଧ୍ୟ କରାଯାଉଛି। ଅନୁସୂଚିତ ଜନଜାତି ତଥା କୋରାପୁଟ, ମାଲକାନଗିରି ଭାରି କିଛି ଜିଲ୍ଲାର ଚାଷୀ ମାନେ ସମ୍ପୂର୍ଣ ଭାବେ ଜୈବିକ ଚାଷ କରିବାରେ ଲିପ୍ତ ରହୁଛନ୍ତି। ଜୈବିକ
Read More...