Browsing Tag

#naveenpattnaik

ଏସଏଚଜି ସଦସ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଏସଏଚଜି ସଦସ୍ୟାଙ୍କୁ ଓଡ଼ିଶା ସରକାରଙ୍କ ସହାୟତା। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟା ୟୁନିଫର୍ମ କିଣିବାକୁ ଏକ ହଜାର ଟଙ୍କାର ସହାୟତା ପାଇବେ। ଏଥିପାଇଁ ମିଶନ ଶକ୍ତି ବିଭାଗକୁ ୬୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ଏହି ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
Read More...

ଚାଷୀଙ୍କ ସହ ସବୁବେଳେ ଅଛି ଆଉ ରହିବି : ମୁଖ୍ୟମନ୍ତ୍ରୀ

ଚାଷୀଙ୍କୁ ଉତ୍ତମ ଜଳଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଜ୍ଞା ରାଜ୍ୟରେ ସବୁ ଜମିରେ ଉତ୍ତମ ଜଳସେଚନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିୟମିତ ପଦକ୍ଷେପ ନେଇଆସୁଛନ୍ତି। ଏଥିପାଇଁ କଳାହାଣ୍ଡି, କଟକ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି।
Read More...

କୃଷି ବିଭାଗର ନିଆରା ପ୍ରୟାସ: ପୁରସ୍କୃତ ହେବେ ବିଭାଗୀୟ କର୍ମଚାରୀ

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସବୁବେଳେ ନିଜର ଅଭିନବ କାର୍ଯ୍ୟକ୍ରମ ପାଇଁ ପରିଚିତ ଅଟେ। ରାଜ୍ୟରେ କୃଷି ଓଡ଼ିଶାର ସମାବେଶ ହେଉ ଅବା ମାଣ୍ଡିଆ ପାଇଁ ଆନ୍ତର୍ଜାତୀୟ ସମ୍ମିଳନୀ ସବୁଥିରେ ଏ ଅଭିନବ କାର୍ଯ୍ୟ ବାରି ହୋଇପଡେ। ଏହି ଉପକ୍ରମ ରେ କୃଷି ବିଭାଗର ଆଉ ଏକ ନିଆରା
Read More...

ଓଡ଼ିଶାର କେନ୍ଦୁପତ୍ର ତୋଳାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ରବିବାର ଦିନ ଓଡ଼ିଶା ସରକାର କେନ୍ଦୁ ପତ୍ର ତୋଳାଳୀଙ୍କ ଭେଟିକୁ ଦ୍ୱିଗୁଣିତ କରିଛନ୍ତି। ଏଥିସହ ଶ୍ରମିକଙ୍କ ଦୁଇ ଝିଅର ବିବାହ ପାଇଁ ସରକାର ୨୫,୦୦୦ ଟଙ୍କା ସହାୟତା ମଧ୍ୟ ଦେବେ। ଏପ୍ରିଲରୁ ଆରମ୍ଭ ହେଉଥିବା ଋତୁରୁ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)
Read More...

ସଫଳତା ହାସଲ କଲା ଓଡ଼ିଶାର ଷ୍ଟ୍ରବେରି ଚାଷ

ଷ୍ଟ୍ରବେରି ଏକ ଅତ୍ୟନ୍ତ ସୁଆଦିଆ ଫଳ, ଯାହା ଆମ ରାଜ୍ୟରେ ବିରଳ। ଜଳବାୟୁ ଅନୁଯାୟୀ ଷ୍ଟ୍ରବେରି ସାଧାରଣତଃ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଚାଷ କରାଯାଇଥାଏ, ଯାହାକି ଓଡ଼ିଶାର ଜଳବାୟୁରେ ଏହାର ଉତ୍ତମ ଚାଷ ଦେଖିବାକୁ ମିଳିନଥାଏ। ପ୍ରାକୃତିକ
Read More...

ପୁଣି ଥରେ ଫୋକସ୍‌ରେ କୃଷି ଓ କୃଷକ

କୃଷି ଓ କୃଷକ ମାନଙ୍କ ବିକାଶକୁ ସୁବବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ରାଜ୍ୟ ସରକାର । ଚାଷ ଜମିରେ ସବୁଜିମାର ମହକ ବୁଣିବା ଠାରୁ ଆରମ୍ଭ କରି ଚାଷୀଙ୍କ ହାତ ମୁଠାକୁ ସଶକ୍ତ କରିବା ଯାଏଁ ସୁବବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ଥାଏ କୃଷି । ଚାଷୀ ହିଁ ସମାଜ ଓ ସଭ୍ୟତାର ପ୍ରମୁଖ ସାରଥୀ ।
Read More...

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି

ଓଡିଶାରେ ମାଣ୍ଡିଆ ଉତ୍ପାଦନ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ ରେ, ଓଡିଶା ଏକ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରିଥିଲା ଏବଂ ଏହି ସଂଖ୍ୟା ୨୦୨୨-୨୩ ରେ ୨.୨୬ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଚାଷ କ୍ଷେତ୍ର ମଧ୍ୟ ବିସ୍ତାର
Read More...

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪

ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେବାକୁ ଯାଉଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ
Read More...

ଇତିହାସ ରଚିବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ – ମୁଖ୍ୟମନ୍ତ୍ରୀ

ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ
Read More...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ , “ଭାଷା ହିଁ ଭବିଷ୍ୟତ”

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। 'ବନ୍ଦେ ଉତ୍କଳ ଜନନୀ '- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ସାରା ପୃଥିବୀରେ ଓଡିଆମାନଙ୍କ ମୁହଁରେ ଗୁଞ୍ଜରିତ ହୋଇଥିଲା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନଶ୍ବରର
Read More...