Browsing Tag

#naveenpattnaik

ଚାଷୀଙ୍କ ପାଖରେ ପହଞ୍ଚିଲା କାଳିଆ ସହାୟତା ରାଶି

ନୂଆଁଖାଇର ପବିତ୍ର ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ଯର ଚାଷୀଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିଛନ୍ତି। ଚଳିତ ବର୍ଷର ରବି ଫସଲ ପାଇଁ ୪୪.୫୬ ଲକ୍ଷ ଚାଷୀ ପରିବାର ଏହି ସହାୟତା ରାଶି ପାଇଛନ୍ତି। ରାଜ୍ଯର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକ
Read More...

ବିଶ୍ୱ ଶୁଣିବ ଓଡ଼ିଆ ଆଦିବାସୀଙ୍କ ମିଲେଟ ଗାଥା

ସାରା ଦେଶ ଆଜି ଆନ୍ତର୍ଜାତିକ ମିଲେଟ ବର୍ଷ ପାଳୁଛି । ପଲ୍ଲୀ ଠୁ ପାର୍ଲାମେଣ୍ଟ ଯାଏଁ ଆଜି ମିଲେଟର ବାସ । ଗାଁ ଠୁ ସହର ମାଣ୍ଡିଆ ପାଇଁ ଉତ୍କଣ୍ଠା ଆଉ ଉଲ୍ଲାସ । ସବୁରି ଘରେ ଆଜି ମାଣ୍ଡିଆ ପାଇଁ ଅହେତୁକ ଆକର୍ଷଣ । ତେବେ ଏହି ଉପକ୍ରମରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସେପ୍ଟେମ୍ବର ୯-୧୦ରେ
Read More...

ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱରରେ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀକୁ ସଫଳତାର ସହ ଆୟୋଜନ ନିମନ୍ତେ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଆନ୍ତର୍ଜାତିକ
Read More...

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ଜି.ଆଇ ଟ୍ୟାଗ୍‌

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ସବୁବେଳେ ନିଜର ସ୍ୱତନ୍ତ୍ର୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟର କୁଶଳୀ ଚାଷୀ ମାନଙ୍କ ଦ୍ୱାରା ଉତ୍ପାଦିତ ଉତ୍ପାଦ ଦେଶ ବିଦେଶରେ ସୁନାମ ରଚିଛି । ସଫଳ କୃଷକଙ୍କ ଗାଥା ରାଜ୍ୟ ତଥା ରାଜ୍ୟ ବାହାରେ ଗୁଂଜରିତ ହେଉଛି । ଏହି ଉପକ୍ରମରେ ନୟାଗଡ଼ ଜିଲ୍ଲାର
Read More...

ମିଲେଟ୍‌ ପ୍ୟାକେଜିଂ ପାଇଁ ଆଇ.ଆଇ.ପି ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ରାଜ୍ୟରେ ମିଲେଟ ମିଶନ ଓ ମିଶନ ଶକ୍ତି ଏବେ ସଫଳତାର ଫର୍ଦ୍ଦ ଯୋଡ଼ି ଚାଲୁଛନ୍ତି । ରାଜ୍ୟର ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ମିଶନ୍‌ ଶକ୍ତି ପରିଚାଳନା ହେଉ ଅବା ଗାଁ ଗାଁରେ ମିଲେଟ ଶକ୍ତି କାଫେ ଏବେ ସାଧାରଣରେ ଲୋକଙ୍କ ମନ ମୋହିଛି । ତେବେ ମିଲେଟ ଶକ୍ତି ଦ୍ୱାରା ଉତ୍ପାଦିତ ଦ୍ରବ୍ୟର
Read More...

କିପରି କରିବେ ପାଳଛତୁ ଚାଷ

ଛତୁ ଚାଷ କଣ ପାଇଁ –ଓଡ଼ିଶାରେ ବିଭିନ୍ନ ଋତୁରେ ବିଭିନ୍ନ ପନିପରିବା , ଫୁଲ , ଫଳ ଇତ୍ୟାଦି ଚାଷ କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଶସ୍ୟ ଜାତୀୟ ଫସଲ ଉତ୍ପାଦନରେ ବେଶ ଆଗରେ ଅଛି । କିନ୍ତୁ ଛତୁ ଚାଷ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ବେକାର ଯୁବକ ଯୁବତୀ ମାନେ ସହଜରେ
Read More...

ସବୁଶ୍ରେଣୀର ଲୋକଙ୍କର ପ୍ରଥମ ପସନ୍ଦ ମାଣ୍ଡିଆ

ସମୟ ବଦଳୁଛି । ଲୋକଙ୍କ ଜୀବନ ଜିଇଁବାର ଢ଼ାଂଚା ବି ପରିବର୍ତ୍ତନ ହେଉଛି । ଏହି ପରିବର୍ତ୍ତିତ ଜୀବନ ଚର୍ଯ୍ୟା ଭିତରେ ଲୋକଙ୍କ ଖାଦ୍ୟ ଶୈଳୀ ବା ଖାଦ୍ୟରୁଚି ମଧ୍ୟ ବଦଳିଛି । ଏବେ ସମାଜର ସବୁ ବର୍ଗ ଆଉ ସବୁ ଶ୍ରେଣୀର ଲୋକ ମାଣ୍ଡିଆକୁ ପସନ୍ଦ ତ କରୁଛନ୍ତି ଏହା ସହ ମାଣ୍ଡିଆକୁ ନିଜ ଦୈନନ୍ଦିନ
Read More...

ଚାଷୀଙ୍କ ଅଭିବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ

କୃଷି ଓ କୃଷକ ମାନଙ୍କର ହିତ ସାଧନ ନିମନ୍ତେ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତି ବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ଧ୍ୟାନ ଦେଇ ଆସୁଛନ୍ତି । ଚାଷ କାର୍ଯ୍ୟକୁ ସହଜ ସରଳ ଓ ସୁଗମ କରିବା ଦିଗରେୀ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଯାଏଁ ବିନା
Read More...