Browsing Tag

#naveenpattnaik

ଧାନ ମଣ୍ଡିରେ ତଦାରଖ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

୨୦୨୩-୨୪ ବର୍ଷ ପାଇଁ ଖରିପ୍ ଧାନ ସଂଗ୍ରହ ଓ କ୍ରୟରେ ଯେପରି କୌଣସି ଅସୁବିଧା ନ ଉପୁଜେ ତାହା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି l ଏଥିପାଇଁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବହୁ ଆଗରୁ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ
Read More...

ମାଣ୍ଡିଆର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ଅନନ୍ୟ ପ୍ରୟାସ।

ସାଧାରଣ ଲୋକଙ୍କ ନିକଟରେ ମାଣ୍ଡିଆ କୁ ଆଦୃତ କରିବା ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ମିଲେଟ୍ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି। ‌ ୨୦୧୭ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ମିଲେଟ୍ ମିଶନ ଜାତି ସଂଘ
Read More...

ନଭେମ୍ବର ୯ରୁ ଦୁଇଦିନିଆ ଆନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ

ରାଜ୍ୟରେ ମାଣ୍ଡିଆ ଏବେ ସୃଷ୍ଟି କରିଛି ବିପ୍ଲବ । ଏକ ଦିଗନ୍ତବିସ୍ତାରୀ ଆଭିମୁଖ୍ୟ ନେଇ ମିଲେଟସ ଏବେ ସଭିଙ୍କ ଘରେ ଘରେ ଆଦର ପାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା ଓ ଦୃଷ୍ଟିକୋଣକୁ ସାଥ କରି ରାଜ୍ୟ ସରକାର ମାଣ୍ଡିଆର ପ୍ରଚାର ପ୍ରସାର ଦିଗରେ ସଫଳତାର ସହ କାର୍ଯ୍ୟ
Read More...

ନଭେମ୍ବରରୁ ମଣ୍ଡିରେ ଧାନ ସଂଗ୍ରହ

ଚଳିତ ବର୍ଷ ନଭେମ୍ବରରୁ ଧାନ ମଣ୍ଡିରେ ଆରମ୍ଭ ହେବ ଧାନ ସଂଗ୍ରହ । ତେବେ ଏହି ସମୟରେ ଧାନ ସଂଗ୍ରହ ବେଳେ କିପରି ସ୍ୱଚ୍ଛତାବ ବଜାୟ ରଖାଯିବ , ସେ ଦିଗରେ ସମବାୟ ବିଭାଗ ଧ୍ୟାନ ଦେଇଛି । ପ୍ରତ୍ୟେକଟି ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଖରିଫ ଋତୁରେ
Read More...

ସୁନିଶ୍ଚିତ ହେଉଛି ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ପାଇଁ ରାଜ୍ୟ ଆଜି ବିକାଶର ଦିଗରେ ଅଗ୍ରସର ହେଉଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ଆବଶ୍ୟକୀୟ ସାମଗ୍ରୀ । ଭିନକ୍ଷମ ଓ ବୃଦ୍ଧଙ୍କ ଖାଦ୍ୟ ସୁରାରୁ
Read More...

ଫାର୍ମରୁ ପ୍ଲେଟ୍‌ ଯାଏଁ ମାଣ୍ଡିଆର ଜୟଯାତ୍ରା

ରାଜ୍ୟ ସରକାରଙ୍କ ମିଲେଟ ମିଶନ୍‌ ଏବେ ସଫଳତାର କଥା କହୁଛି । ମୟୂରଭଂଜରୁ ମାଲକାନାଗିରି ଯାଏଁ ସବୁଠି ଏବେ ମାଣ୍ଡିଆର ପ୍ରଚାର ଆଉ ପ୍ରସାର । ସାଧାରଣ ଲୋକଟିଏ ଏବେ କଥା ଛଳରେ କହୁଛି- ଆରେ ଆଜି ସକାଳୁ କଣ ଜଳଖିଆ ହୋଇଛି, କଣ ମାଣ୍ଡିଆ ଜାଉ ଟି ? ଏମିତିକି ଲୋକ ଏତେ ପରିମାଣରେ ପ୍ରଭାବିତ
Read More...

ମିଲେଟ୍ ସିଡ୍ ଡିସପ୍ଲେ ୟୁନିଟ୍ ର ଶୁଭାରମ୍ଭ

ଜନଜାତି ସମୁଦାୟର ସଂସ୍କୃତି ଓ ଖାଦ୍ୟପେୟ ସହିତ ଗଭୀର ଭାବେ ଜଡିତ ପୃଷ୍ଟିସାରଯୁକ୍ତ ଶସ୍ୟ ମିଲେଟ୍ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହ ବର୍ତ୍ତମାନ ଆମ ଖାଦ୍ୟ ପ୍ରଣାଳୀରେ ସୁପର ଫୁଡ୍ ର ଭୂମିକା ବହନ କରୁଛି । ଏହା ଓଡିଶା ପାଇଁ ଗର୍ବର ବିଷୟ ଯେ ଆମ ଜନଜାତି ସମ୍ପ୍ରଦାୟ ପ୍ରାଚୀନ କାଳରୁ
Read More...