ସୁନିଶ୍ଚିତ ହେଉଛି ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ପାଇଁ ରାଜ୍ୟ ଆଜି ବିକାଶର ଦିଗରେ ଅଗ୍ରସର ହେଉଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ଆବଶ୍ୟକୀୟ ସାମଗ୍ରୀ । ଭିନକ୍ଷମ ଓ ବୃଦ୍ଧଙ୍କ ଖାଦ୍ୟ ସୁରାରୁ ଜଣେ ବି ହିତାଧିକାରୀ ବଂଚିତ ହେବେ ନାହିଁର ପ୍ରତିଶ୍ରୁତି ପୂରଣ ହେଉଛି । ଏହା ସହ ଏନଏଫଏସଏ ରାଜ୍ୟ ର‍୍ୟାଙ୍କିଙ୍ଗରେ ଶୀର୍ଷରେ ରହିଛି ଓଡ଼ିଶା । ଲୋକଙ୍କ ଖାଦ୍ୟ ସୁରକ୍ଷା ଯୋଜନା ସୁନିଶ୍ଚିତ ହେଉଛି । ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ବିନା ମୂଲ୍ୟରେ ଚାଉଳ ମିଳୁଛି । ଏହି ଯୋଜନାରେ ଅତିରିକ୍ତ ୧୦ ଲକ୍ଷ ହିତାଧିକାରୀ ଯୋଡ଼ି ହୋଇ ଅଛନ୍ତି । ଭିନକ୍ଷମ ଓ ବୃଦ୍ଧଙ୍କ ଖାଦ୍ୟ ସୁରକ୍ଷା ପାଇଁ ଘରେ ଘରେ ପହଁଚୁଛି ରାସନ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×