Browsing Tag

#farming

ସହଜ କୃଷି ଋଣ : ଚାଷୀଙ୍କ ଜୀବନରେ ପ୍ରଗତି

ରାଜ୍ୟର କୃଷି ଓ କୃଷକ ମାନଙ୍କ ଅଭିବୃଦ୍ଧି ରାଜ୍ୟ ସରକାରଙ୍କର ପ୍ରମୁଖ ଲକ୍ଷ୍ୟ । ସହଜ କୃଷି ଋଣ ସହଯୋଗରେ ରାଜ୍ୟର ଚାଷୀଙ୍କ ଜୀବନରେ ଆସିବ ପ୍ରଗତି । ସ୍ୱଳ୍ପ ମିଆଦୀ ଫସଲ ଋଣ ସୁଧ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଓ ସୁଧ ରିହାତି ପ୍ରଦାନ କରିବା ପାଇଁ ୨୦୨୩ ରୁ ୨୦୨୮ ବର୍ଷରେ ମୋଟ ୫୭୦୦
Read More...

ଧାନ ଫସଲରେ ଅନ୍ତଃଚାଷ ଓ ଧାନ ରୁଆ

ଧାନ ଚାଷ ଏକ ମୁଖ୍ୟ ଖରିଫ ଫସଲ ଭାବେ ଚାଷ କରାଯାଇଥାଏ । ଓଡ଼ିଶାର ପ୍ରାୟ ୭୦ଭାଗ ଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । ପୂର୍ବ ସ୍ତମ୍ଭ ମାନଙ୍କରେ ଧାନ ଚାଷର ଜମି ପ୍ରସ୍ତୁତି, ତଳେିଘରା ପ୍ରସ୍ତୁତି ଓ ପରିଚାଳନା ଏବଂ ଏହାର ଉପଯୁକ୍ତ ଯତ୍ନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏବେ ତ ପ୍ରାୟ
Read More...

ସମୟର ସାରାଂଶରେ କୃଷି

ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ ପରି ଅନେଇ ବସେ ଚାଷୀ । ବର୍ଷା ଆସିଲେ ଚାଷଜମି କର୍ଷଣ ହେବ , ହଳକର୍ଷିତ ଭୂମିରେ ଦେଖାଦେବ ଜଳର ସମାହାର । ମାଟିରୁ ଆସେ ବାସ୍ନା ।
Read More...

ଜିଆଖତର ପ୍ରୟୋଗ ପ୍ରଣାଳୀ

କ୍ଷେତ୍ର ଫସଲ ବା ଶସ୍ୟ, ଡାଲି ଏବଂ ଅନ୍ୟାନ୍ୟ ଫସଲରେ ହେକ୍ଟର ପିଛା ୨-୩ ଟନ୍‌ ଜିଆଖତ ବ୍ୟବହାର କରାଯାଏ । ମଞ୍ଜି ବୁଣିବା ସମୟରେ ବା ଚାରା ୧୫ ସେ.ମି. ଉଚ୍ଚତା ହେବା ପରେ ଧାଡ଼ିରେ ଏହାର ପ୍ରୟୋଗ ଲାଭ ଦାୟକ ହୋଇଥାଏ । ଫଳଗଛ ଗୁଡ଼ିକରେ ଗଛର ବୟସକୁ ଦୃଷ୍ଟିରେ ରଖି ୫ଗରୁ ପିଛା ୫-୧୦ କି.ଗ୍ରା
Read More...

ପଞ୍ଚଗବ୍ୟର ପ୍ରସ୍ତୁତି ଓ ପ୍ରୟୋଗ ପ୍ରଣାଳୀ

ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡେ଼ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର
Read More...

ଜମିରେ ବ୍ୟବହାର କରନ୍ତୁ ଜୈବି କୃଷିସାର

ଜୈବିକ କୃଷିସାର ଉପଯୋଗୀ କ୍ଷୁଦ୍ର ଅଣୁଜୀବମାନଙ୍କର ସଙ୍ଗଠିତ ସମାହାର ଯାହାର ପ୍ରୟୋଗ କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଫସଲର ପୁଷ୍ଟିକରମାନ ବଢ଼ାଇ ଥାଏ । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ସାର ପ୍ରମୁଖ ଭୁମିକା ଗ୍ରହଣ କରିଅଛି । ମୁଖ୍ୟତଃ- କୃଷି ଜମି ମୃତ୍ତିକା ଏବଂ ମଞ୍ଜିରେ
Read More...

ଛତୁ ଚାଷରେ ତାପମାତ୍ରା ନିୟନ୍ତ୍ରଣ

ଓଡ଼ିଶାରେ ବିଭିନ୍ନ ଋତୁରେ ବିଭିନ୍ନ ପନିପରିବା , ଫୁଲ , ଫଳ ଇତ୍ୟାଦି ଚାଷ କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ଶସ୍ୟ ଜାତୀୟ ଫସଲ ଉତ୍ପାଦନରେ ବେଶ ଆଗରେ ଅଛି । କିନ୍ତୁ ଛତୁ ଚାଷ ଏପରି ଏକ ମାଧ୍ୟମ ଯାହା ଦ୍ୱାରା ବେକାର ଯୁବକ ଯୁବତୀ ମାନେ ସହଜରେ ରୋଜଗାର କରିପାରିବେ । ନିଜ
Read More...

ଚାଷ ପାଇଁ ଆଦର ବଢ଼ୁ !!!

ଭାରତ ଆଜି କୃଷି କ୍ଷେତ୍ରରେ ଆଶାତୀତ ବୃଦ୍ଧି ବେଳେ ଓଡ଼ିଶାରେ ମଧ୍ୟ କୃଷିର ଭୂମିକା ଅତୁଳନୀୟ । ଆମ ରାଜ୍ୟ ଓଡ଼ିଶା- କୃଷି ଆଉ କୃଷକର ରାଜ୍ୟ । ଏଠି ଆମ ମାଟି ଚାଷର କଥା କହେ । ଚାଷୀ ଆମର ଶ୍ୟାମଳ କ୍ଷେତରେ ସୁନାର ମହକ ବିଂଚେ । ଉର୍ବର ମାଟିର ରଙ୍ଗୀନ ଝଲକ ଦେଇ ଚାଷ କ୍ଷେତ୍ରରେ ବେଶ ସଫଳତା
Read More...