ସହଜ କୃଷି ଋଣ : ଚାଷୀଙ୍କ ଜୀବନରେ ପ୍ରଗତି

0

ରାଜ୍ୟର କୃଷି ଓ କୃଷକ ମାନଙ୍କ ଅଭିବୃଦ୍ଧି ରାଜ୍ୟ ସରକାରଙ୍କର ପ୍ରମୁଖ ଲକ୍ଷ୍ୟ । ସହଜ କୃଷି ଋଣ ସହଯୋଗରେ ରାଜ୍ୟର ଚାଷୀଙ୍କ ଜୀବନରେ ଆସିବ ପ୍ରଗତି । ସ୍ୱଳ୍ପ ମିଆଦୀ ଫସଲ ଋଣ ସୁଧ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଓ ସୁଧ ରିହାତି ପ୍ରଦାନ କରିବା ପାଇଁ ୨୦୨୩ ରୁ ୨୦୨୮ ବର୍ଷରେ ମୋଟ ୫୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା କୃଷି କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନେ ଉପକୃତ ହୋଇପାରିବେ । ରାଜ୍ୟର ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଜରିଆରେ ଚାଷୀ ମାନଙ୍କୁ ଋଣ ଯୋଗାଇଦିଆଯିବ ।

Leave A Reply

Your email address will not be published.

eighteen + thirteen =