Browsing Tag

#farming

ସଫଳ କୃଷି ଉଦ୍ୟୋଗୀ ହେବାରେ ସାହାଯ୍ୟ କରୁଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଚାଷୀଙ୍କୁ ଯୋଗାଉଛି ଆତ୍ମସନ୍ତୋଷ ଓ ଭଲ ଉପାର୍ଜନ। ଯାହାକୁ ନିଷ୍ଠାପର ପ୍ରଚେଷ୍ଟା ଦ୍ଵାରା ଏହି ଯୋଜନାକୁ ଆପଣେଇ ସମ୍ଭବ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲାର ସୋମନାଥପୁର ଅଞ୍ଚଳର ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି , ମୁଖ୍ୟମନ୍ତ୍ରୀ
Read More...

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ବାରା ସ୍ବାବଲମ୍ବୀ ହେଉଛନ୍ତି ଉଷାରାଣୀ

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପୁରୁଷ ହୁଅନ୍ତୁ କି ମହିଳା ଚାଷୀ, ସମସ୍ତଙ୍କ ଜୀବନଶୈଳୀ ଓ କୃଷି ପରିଚୟ ବଦଳାଇଦେଇଛି। ଯାହାଦ୍ବାରା ବର୍ତ୍ତମାନ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିବାର ଏକ ମୁଖ୍ୟ ସାରଥୀ ସାଜିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଏହି ଯୋଜନା
Read More...

ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ କରୁଛି ଲଙ୍କା ଚାଷ

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଞ୍ଚଳର ୧୦ ରୁ ଅଧିକ ଗ୍ରାମବାସୀ ପାଠ ପଢି ମଧ୍ୟ ଦିନ ମଜୁରିଆ କାମ କରି ନିଜର ଭରଣ ପୋଷଣ କରୁଥିଲେ। ନିଜର ପରିବାର ପୋଷିବା ଏବଂ ପେଟକୁ ଦାନା ଯୋଗାଇବା ପାଇଁ ଜଙ୍ଗଲ ଓ ଜଙ୍ଗଲଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରିଥିଲେ ସେମାନେ। କିନ୍ତୁ
Read More...

ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତି ଆକଳନ

ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ  କ୍ଷୟକ୍ଷତି ଆକଳନ କରାଯିବ । ତେବେ ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲେ
Read More...

ବର୍ଜନାରୁ ସମୃଦ୍ଧି- ଜିଆଖତ

ଜିଆଖତ ଏକ ପ୍ରଭାବଶାଳୀ ପ୍ରଣାଳୀ, ଯାହା ଦ୍ୱାରା ଆମେ ଘରର ମାଲିନ୍ୟ ସାମଗ୍ରୀକୁ ଉପଯୋଗ କରି ମୃତ୍ତିକାର ଗୁଣତା ବୃଦ୍ଧି କରିପାରିବା। ଏହି ପ୍ରକ୍ରିୟାରେ, ଜିଆ ମାଧ୍ୟମରେ ଜୈବ ମାଲିନ୍ୟକୁ ରସାୟନିକ ମୃତ୍ତିକାରେ ପରିଣତ କରାଯାଏ, ଯାହା କୃଷିରେ ଉତ୍ପାଦନକୁ ବୃଦ୍ଧି କରିଥାଏ। ଏହି ପ୍ରଣାଳୀର
Read More...

କୃଷି ଓ କୃଷକଙ୍କ ସେବାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ

ନିଜ ଜୀବନ ସଂଗ୍ରାମରେ ସେ ବିଜୟୀ ଯୋଦ୍ଧା । ମୁକୁଟ ନଥାଇ ବି ସେ ସମ୍ରାଟର ଅଧିକାରୀ । ପରିବ୍ୟାପ୍ତ ତାଙ୍କର ଜୀବନର ପରିସର । ଯୁବାବସ୍ଥାରୁ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିବାର ଅହେତୁକ ସ୍ପୃହା ତାଙ୍କ ନିଶା । ବସୁଧୈବ କୁଟୁମ୍ବକମ୍‌ର ମର୍ମକୁ ମର୍ମେମର୍ମେ ଅନୁଭବ କରି ସେ ସାଜିଛନ୍ତି
Read More...

ଆଳୁ ଚାଷ ପାଇଁ ସୂଚନା

ସୁସ୍ଥ ରୋଗମୁକ୍ତ ବିହନ ଆଳୁର ବ୍ୟବହାର କରିବା ଏକ ସଫଳ ଆଳୁ ଫସଲ ପାଇଁ ସବୁଠୁ ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ ଅଟେ। ଗଛର ଭଲ ବୃଦ୍ଧି ପାଇଁ, ଡାଳ ପତ୍ର ବିକାଶ ପୂର୍ବରୁ ବାଳୁଙ୍ଗା ବାହାର କରିଦେବା ଉଚିତ। ପ୍ରତି ୧୫-୨୦ ଦିନ ଅନ୍ତରରେ କୋଡ଼ା ଖୁସା କରିବା ଦ୍ୱାରା ବାଳୁଙ୍ଗାର ବିକାଶ
Read More...

ଜୈବିକ କୃଷି ମାଧ୍ୟମରେ ଚାଷ ପ୍ରଣାଳୀ

ଜୈବିକ କୃଷି ପ୍ରଣାଳୀ ମୁଖ୍ୟତଃ ଫସଲ ,ସବୁଜ ଖତ ,ଜମିରେ ବାକି ରହିଯାଇଥିବ୍ବା ପୁରୁଣା ଫସଲ ଅବଶେଷ,ଏବଂ ରୋଗପୋକ ନିୟନ୍ତ୍ରଣ ଉପରେ ନିର୍ଭର କରେ,ଯାହାକି ମାଟିର ଉତ୍ପାଦକତା କୁ ସନ୍ତୁଳିତ ରଖେ। ସମ୍ପୂର୍ଣ ପ୍ରକୃତିକ ଉପାଯରେ ଜୈବିକ ଖତ ଓ ଜୈବିକ କୀଟନାଶକ ଔଷଧ ପ୍ରୟୋଗ କରି ଚାଷ
Read More...

ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି

ଓଡ଼ିଶାରେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ବଡ଼ ନିଷ୍ପତ୍ତି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଗତ ହୋଇଛି ଏହି ନିଷ୍ପତ୍ତି
Read More...