Browsing Tag

#2024

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪

ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେବାକୁ ଯାଉଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ…
Read More...

୨୦୨୪ ବଜେଟରେ ସୁଲଭ ଗୃହ, ସବୁଜ ଅଭିବୃଦ୍ଧି ଏବଂ କ୍ୟାପେକ୍ସ ବୃଦ୍ଧିକୁ ଧ୍ୟାନ

ମଧ୍ୟବର୍ତ୍ତୀ ବଜେଟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପୁଞ୍ଜି ବ୍ୟୟ ପାଇଁ ବିନିଯୋଗ ୧୧,୧୧,୧୧୧ କୋଟି ଐତିହାସିକ ଉଚ୍ଚକୁ ନିଆଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ ବୃଦ୍ଧି ପାଇବ ଏବଂ ସାର ଆମଦାନୀ ଓ ସବସିଡି ହ୍ରାସ କରିବାକୁ ସରକାର ନାନୋ DAP କୁ ଶୀଘ୍ର ଗ୍ରହଣ…
Read More...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଦିବସ

ଓଡ଼ିଆ ଭାଷାର ମାଧୁର୍ଯ୍ୟ ତଥା ମହାନତାକୁ ଦର୍ଶାଇବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରଚେଷ୍ଟା କରିଆସିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ୩-୫ ତାରିଖରେ ଜନତା ମଇଦାନ ଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ତିନି ଦିନିଆ…
Read More...

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଆକର୍ଷଣୀୟ ମଡେଲ ପ୍ରଦର୍ଶନ

ଗଣତନ୍ତ୍ର ଦିବସ ୨୦୨୪ ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଭୁବନେଶ୍ୱରର ଗାନ୍ଧୀ ମର୍ଜ୍ ଠାରେ କୃଷି ଉଦ୍ୟୋଗର ଗତିଶୀଳ ପ୍ରଦର୍ଶନକୁ ସାକ୍ଷୀ କରି, ପ୍ରମୁଖ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଏକ ମଡେଲ ମାଧ୍ୟମରେ ଆକର୍ଷଣୀୟ କଳାକୃତି ସହ ବାଣିଜ୍ୟିକ କୃଷି ଉଦ୍ୟୋଗଗୁଡିକ…
Read More...

ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଚାଷୀମାନଙ୍କୁ ଶୁଭେଚ୍ଛା

ମାଘ ମାସର ପ୍ରଥମ ଦିନଟି ସାରା ଭାରତରେ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିକୁ ସ୍ପର୍ଶ କରନ୍ତି । କ୍ରମଶଃ ଦିନ ବଡ଼ ହୁଏ ଏବଂ ରାତି ଛୋଟ ହେବାକୁ ଆରମ୍ଭ କରେ । ଉତ୍ତର ଭାରତୀୟ ରାଜ୍ୟରେ ମକର ସଂକ୍ରାନ୍ତି ଏବଂ ଲୋହରୀ ଭାବରେ ସୂର୍ଯ୍ୟଙ୍କ ପ୍ରବେଶ…
Read More...

ପୂର୍ବ ଉଦଘାଟନୀ ସମାରୋହରେ ଓୟୁଏଟି କୁଳପତିଙ୍କ ବକ୍ତବ୍ୟ

ଏକ ପୂର୍ବ ଉଦଘାଟନୀ ଅଧିବେଶନରେ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡିଶା ୨୦୨୪ ରେ ଓୟୁଏଟି ର କୁଳପତି ପ୍ରଫେସର ପ୍ରଭାତ୍ କୁମାର ରାଉଳ "ଲିଙ୍ଗ-ପ୍ରତିକ୍ରିୟାଶୀଳ ଏବଂ ପୁଷ୍ଟିକର ସମ୍ବେଦନଶୀଳ ଖାଦ୍ୟ ପ୍ରଣାଳୀ - ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ବିତରଣ" ଉପରେ…
Read More...

କାଳିଆ ସ୍କଲାରସିପ ପାଇଁ ପଞ୍ଜୀକରଣ ଆରମ୍ଭ

ଆସନ୍ତା ଜାନୁୟାରୀ ୯ ରୁ ୩୧ ତାରିଖ ପର୍ଯ୍ୟନ୍ତ କାଳିଆ ଛାତ୍ରବୃତ୍ତି ପାଇଁ ପଞ୍ଜୀକରଣ କରାଯାଇପାରିବ । ବହୁ ସଂଖ୍ୟକ ଛାତ୍ରଙ୍କ ଭବିଷ୍ୟତର ସୁରକ୍ଷା ନିମନ୍ତେ ଏହା ଏକ ବର୍ଦ୍ଧିତ ପରିବର୍ତ୍ତନର ମାର୍ଗ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ମାଣ୍ଡିଆ କୁ ନେଇ ଏକ ନୂଆ ପ୍ରାୟାସ

ମାଣ୍ଡିଆରେ ତିଆରି ବିଭିନ୍ନ ଖାଦ୍ୟ ଓ ଶ୍ନାକ୍ସ ପରେ ଏବେ ଆଉ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି । ମାଣ୍ଡିଆ ଭଳି ପୁଷ୍ଟିଶସ୍ୟରେ ତିଆରି ହୋଇଛି ଗହଣା । କାନଫୁଲ, ହାର, ବ୍ରେସଲେଟ୍‌, ଲକେଟ୍ ଆଦି ଅଳଙ୍କାର । ସରକାରୀସ୍ତରରେ ମାଣ୍ଡିଆର ପ୍ରଚାର ପ୍ରସାର କରାଯିବା ସହ ୨୦୨୩ ବର୍ଷକୁ ମାଣ୍ଡିଆ…
Read More...

କିଛି କଥା ପୁରୁଣା ବର୍ଷର

ମାସ ପରେ ମାସ ଆସେ , ଠିକ୍ ସେମିତି ବର୍ଷ ପରେ ବର୍ଷ। ଏହା ତ ସଂସାରର ନିୟମ । ଏହାରି ଭିତରେ ଆମେ ପୁରୁଣା ବର୍ଷକୁ ବିଦାୟ ନେଇ ନୂଆ ବର୍ଷ କୁ ସ୍ଵାଗତ କରୁ। ପୁରୁଣା ବର୍ଷର ଅନେକ କିଛି ଆମ ସ୍ମୃତି ହୋଇ ରହେ। ଆଉ ଏହାକୁ ସାଥ କରି ନୂଆ ବର୍ଷରେ ଆଉ କିଛି ନୂଆ କରିବାକୁ ସଂକଳ୍ପ ନେଉ।…
Read More...