Browsing Category

ରୋଗ ପୋକ ପରିଚାଳନା

ମାଛ ଚାଷରେ ଦେଖା ଯାଉଥିବା ସମସ୍ୟା ଓ ସମାଧାନ

୧. ପୋଖରୀ ପାଣି ଖୁବ ସଫା ଥିଲେ : ନିୟମିତ ଖତସାର ପ୍ରୟୋଗ କରିବା, ଚୂନ ବ୍ୟବହାର କରିବା୨.ମାଛ ଭଲ ନ ବଢିବା : ଆନୁପାତିକ ହାରରେ ଜାଆଁଳ ଛାଡ଼ିବା , ପାଣି ଓ ମାଟି ପରୀକ୍ଷା କରି ଚୂନ ପ୍ରୟୋଗ କରିବା୩.ମାତ୍ରାଧିକ ଚିଙ୍ଗୁଡିଆ ଦଳ ବଢିଥିଲେ ; ଦଳ ସଫା କରିବା , ଗ୍ରାସ କର୍ପ ମାଛ ଛାଡ଼ିବା୪.
Read More...

ଧାନ ଫସଲରେ ଚକଡ଼ା ପୋକ

ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ ଚାଷ କରାଯାଇଥାଏ, ପରନ୍ତୁ ଧାନ ଚାଷର କେତେକ କ୍ଷତିକାରକ କୀଟ ଏହାର ଉତ୍ପାଦନରେ ହ୍ରାସ କରାଇଥାଏ । ଧାନ ଫସଲର ଏକ ପ୍ରମୁଖ କୀଟ ଚକଡ଼ା ପୋକ ଅଟେ । ଓଡିଶାର ଚାଷୀ ମାନେ
Read More...