Browsing Tag

#RaghubarDas

ସୁନ୍ଦରଗଡରେ ଚାଷୀଙ୍କୁ ଭେଟିଲେ ରାଜ୍ୟପାଳ

କୃଷି ହେଉଛି ଭାରତର ମେରୁଦଣ୍ଡ । ଅର୍ଥନୀତି ଓ ସଂସ୍କୃତିର ଭିତ୍ତି । କୃଷି ଓ କୃଷକଙ୍କ ଉନ୍ନତିରେ ଦେଶର ଉନ୍ନତି । ଏଥି ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ଯକାରୀ କରୁଛନ୍ତି । କୃଷିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହିତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ସବୁ…
Read More...

ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଭେଟିଲେ ରାଜ୍ୟପାଳ

ନୁଆପଡା ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଭେଟି NAFCC ଅଧୀନରେ ସେମାନେ ପାଇଥିବା ଲାଭ ବିଷୟରେ ପଚାରି ବୁଝିଥିଲେ । ଏହି ଗୋଷ୍ଠୀ ଦ୍ୱାରା ୭ଏକର ଜମିରେ ଲଗାଯାଇଥିବା କ୍ୟାପ୍ସିକମ୍ ଓ ରଙ୍ଗୀନ କୋବି ଚାଷଦେଖି ଏହି ଉତ୍ପାଦକୁ ଅନ୍ୟ ରାଜ୍ୟକୁ…
Read More...

ବିକଶିତ ଭାରତର ଆଧାର ହେଉଛି ଉଭୟ ଗାଁ ଓ ଚାଷୀ – ରାଜ୍ୟପାଳ

ବିକଶିତ ଭାରତର ଆଧାର ହେଉଛି ଗାଁ । ଉଭୟ ଗାଁ ଓ ଚାଷୀଙ୍କ ବିକାଶ ହିଁ ବିକଶିତ ଭାରତର ସୂତ୍ର ଭାବରେ ପରିଚିତ । ନୂଆପଡ଼ାର ମିଛପଲ୍ଲୀରେ ଚାଷୀ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ ମାନ୍ୟବର ରାଜ୍ୟପାଳ ଏହା କହିବା ସହ ଲୋକମାନଙ୍କ ଅଭାବ ଅଭିଯୋଗ ଶୁଣି ଏହାର…
Read More...

ରାଜ୍ୟରେ ନାରୀ ମାନଙ୍କର କୃଷି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ – ରାଜ୍ୟପାଳ

ଚାଷ, ପଶୁପାଳନ, ମତ୍ସ୍ୟପାଳନ ଆଦି ଜୀବନଜୀବିକା ର ପ୍ରମୁଖ ଆଧାର । ଗତ କିଛିବର୍ଷରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ଓଡ଼ିଶା ୬ଥର କେନ୍ଦ୍ର ସରକାରଙ୍କ ଠାରୁ 'କୃଷି କର୍ମଣ ପୁରସ୍କାର' ପାଇଛି । ରାଜ୍ୟରେ ନାରୀ ମାନଙ୍କର ମଧ୍ୟ ଏ କ୍ଷେତ୍ରରେ ଅବଦାନ ଅଧିକ ବୋଲି 'କୃଷି ଓଡ଼ିଶା ୨୦୨୪'ର…
Read More...

ମାନ୍ୟବର ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗ୍ରସ୍ତ ଅବସରରେ

ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ କେନ୍ଦ୍ରାପଡା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସଭ୍ୟାମାନଙ୍କ ସମସ୍ୟା ଓ ସହାୟତା ବିଷୟରେ ଆଲୋଚନା କରିଛନ୍ତି । ସେ ଜିଲ୍ଳାର ଗୋଲରାହାଟରେ ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ କେନ୍ଦ୍ର ପରିଦର୍ଶନ କରି ସଭ୍ୟାମାନଙ୍କ ସହ…
Read More...

୨୦୦ ଚାଷୀଙ୍କୁ ମିଳିଲା ରାଜ୍ୟପାଳଙ୍କ ଆଶ୍ଵାସନା

ରାଜ୍ୟପାଳ ରଘୁବର ଦାସ ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଥିଲେ । ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି…
Read More...