Browsing Tag

#millets

ଆମ ମାଣ୍ଡିଆ , ଆମ ସମ୍ମାନ

ଯେଉଁ ଫସଲ ଦିନେ ଗରିବଙ୍କ ଖାଦ୍ୟ ବୋଲି ଲୋକଙ୍କ ଠାରୁ ଅନାଦର ପାଉଥିଲା , ଆଜି ଆପଣ ନିଜେ ଦେଖୁଥିବେ ମାଣ୍ଡିଆ ପାଇଁ କିପରି ଆଦର ବଢ଼ିଛି । ଏକଥା କେବଳ ମୁଁ କହୁନି ବରଂ ସାରା ଓଡ଼ିଶା ରେ ଏବେ ମାଣ୍ଡିଆର ବାସ ଭରିଉଠିଛି । ଲୋକଙ୍କ ଜୀବନଧାରା ସହ ମାଣ୍ଡିଆ ଏବେ ଯୋଡ଼ିହୋଇ ସାରିଛି । କେବଳ
Read More...

ଏକାମ୍ର ଉତ୍ସବରେ ମିଲେଟ୍ ଫୁଡ୍ ଷ୍ଟଲ୍

ମିଲେଟ ଏବଂ ମିଲେଟ ପ୍ରସ୍ତୁତ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଶକ୍ତିମୟୀ ଫେଡେରେଶନର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ଏକ ମିଲେଟ ଶକ୍ତି ଫୁଡ୍ ଷ୍ଟଲ୍ ର ଆୟୋଜନ କରାଯାଇଛି। ଯାହାଦ୍ଵାରା ମିଲେଟ ପ୍ରସ୍ତୁତ ଆମ ବ୍ୟଞ୍ଜନ ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ, ଏଥିସହ ଦୈନନ୍ଦିନ
Read More...

ମାଣ୍ଡିଆର ପ୍ରସାର ଦିଗରେ ସିଲେକ୍ଟ ଫ୍ରେସ୍ ର ଅଭିନବ ପ୍ରୟାସ

ଦିନ ଥିଲା ମାଣ୍ଡିଆ ଗରିବ ଆଉ ଆଦିବାସୀଙ୍କ ଖାଦ୍ୟ ଭାବେ ଅନାଦର ପାଉଥିଲା । କିନ୍ତୁ ଆଜି ସମୟ ବଦଳିଛି। ଲୋକଙ୍କ ଖାଦ୍ୟ ଖାଇବାର ଶୈଳୀ ବି ବଦଳିଛି। ମାଣ୍ଡିଆ ଆଜି ଘରେ ଘରେ ଖାଦ୍ୟରେ ସାମିଲ ହୋଇଛି । ସାରା ରାଜ୍ୟରେ ମାଣ୍ଡିଆ ଆଜି ମହକ ବୁଣୁଛି ଏହି ଉପକ୍ରମ ରେ ମାଣ୍ଡିଆ କୁ ନେଇ ଏକ ନୂଆ
Read More...

କୃଷି ମନ୍ତ୍ରୀ ଙ୍କ ଦ୍ଵାରା ‘ମିଲେଟ୍‌ ଶକ୍ତି କାଫେ’ ଉଦ୍ଘାଟିତ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମିଶନଶକ୍ତିର ମିଳିତ ଉଦ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ମିଲେଟ୍‌ ଶକ୍ତି କାଫେ’ ଉଦଘାଟନ କରାଯାଇଛି । ଓଡ଼ିଶାର
Read More...

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି

ଓଡିଶାରେ ମାଣ୍ଡିଆ ଉତ୍ପାଦନ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ ରେ, ଓଡିଶା ଏକ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରିଥିଲା ଏବଂ ଏହି ସଂଖ୍ୟା ୨୦୨୨-୨୩ ରେ ୨.୨୬ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଚାଷ କ୍ଷେତ୍ର ମଧ୍ୟ ବିସ୍ତାର
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ଜନତା ମଇଦାନରେ ଚାଲୁଥିବା ତ୍ରିଦିବସୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ରେ ଅଂଶଗ୍ରହଣ କରି କୃଷି ବିଭାଗ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଛି । ଆଜିର ଏହି ମହାନ ଦିବସ ଉପଲକ୍ଷେ ଉଦ୍ଘାଟନ ସମାରୋହରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇ କୃଷି
Read More...

କୋଲେଷ୍ଟ୍ରଲ୍ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ୫ଟି ସର୍ବୋତ୍ତମ ମିଲେଟ୍ ଅଟା

ଏକ ସୁସ୍ଥ ଶରୀର ପାଇଁ ଏକ ସୁସ୍ଥ ଖାଦ୍ୟ ଏକାନ୍ତ ଆବଶ୍ୟକ। ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ଏବଂ ସାମଗ୍ରିକ ଫିଟନେସରେ ଉନ୍ନତି ଆଣିବା ପାଇଁ ଏହି ୫ଟି ସର୍ବୋତ୍ତମ ମିଲେଟ ଅଟାକୁ ଚେଷ୍ଟା କରନ୍ତୁ। ଯଥା:-Naairio 9in 1, Earthen story certified organic, The
Read More...