Browsing Tag

#millets

କୃଷି ମନ୍ତ୍ରୀ ଙ୍କ ଦ୍ଵାରା ‘ମିଲେଟ୍‌ ଶକ୍ତି କାଫେ’ ଉଦ୍ଘାଟିତ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଓ ମିଶନଶକ୍ତିର ମିଳିତ ଉଦ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଦ୍ବାରା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ‘ମିଲେଟ୍‌ ଶକ୍ତି କାଫେ’ ଉଦଘାଟନ କରାଯାଇଛି । ଓଡ଼ିଶାର…
Read More...

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି

ଓଡିଶାରେ ମାଣ୍ଡିଆ ଉତ୍ପାଦନ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ ରେ, ଓଡିଶା ଏକ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରିଥିଲା ଏବଂ ଏହି ସଂଖ୍ୟା ୨୦୨୨-୨୩ ରେ ୨.୨୬ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଚାଷ କ୍ଷେତ୍ର ମଧ୍ୟ ବିସ୍ତାର…
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ଜନତା ମଇଦାନରେ ଚାଲୁଥିବା ତ୍ରିଦିବସୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ରେ ଅଂଶଗ୍ରହଣ କରି କୃଷି ବିଭାଗ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଛି । ଆଜିର ଏହି ମହାନ ଦିବସ ଉପଲକ୍ଷେ ଉଦ୍ଘାଟନ ସମାରୋହରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇ କୃଷି…
Read More...

କୋଲେଷ୍ଟ୍ରଲ୍ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ୫ଟି ସର୍ବୋତ୍ତମ ମିଲେଟ୍ ଅଟା

ଏକ ସୁସ୍ଥ ଶରୀର ପାଇଁ ଏକ ସୁସ୍ଥ ଖାଦ୍ୟ ଏକାନ୍ତ ଆବଶ୍ୟକ। ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ଏବଂ ସାମଗ୍ରିକ ଫିଟନେସରେ ଉନ୍ନତି ଆଣିବା ପାଇଁ ଏହି ୫ଟି ସର୍ବୋତ୍ତମ ମିଲେଟ ଅଟାକୁ ଚେଷ୍ଟା କରନ୍ତୁ। ଯଥା:-Naairio 9in 1, Earthen story certified organic, The…
Read More...

ସମ୍ବଲପୁର ଠାରେ ମଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଶା ମିଲେଟ ମିଶନ ତରଫରୁ ସମ୍ବଲପୁର ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଙ୍କ ଦ୍ୱାରା ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ ମଣ୍ଡିଆ ମଣ୍ଡି ଉଦ୍ଘାଟନ କରାଯାଇଛି । ଏଠାକାର କ୍ରୟକାରି ସଂସ୍ଥା ଭାବରେ ସଗଡେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଯୋଗଦେଇଛି । ସେହି ଅବସରରେ କୃଷକମାନଙ୍କୁ…
Read More...

ଓଡିଶା ମିଲେଟ ମିଶନ ତରଫରୁ ଏକ ଏକ୍ସପୋଜର ପରିଦର୍ଶନରେ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ

କୃଷି ଭବନରେ ଓଡିଶା ମିଲେଟ ମିଶନ ଦ୍ୱାରା ଅନୁଷ୍ଠିତ ଏକ ଏକ୍ସପୋଜର ପରିଦର୍ଶନରେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ନେଇ ଅନେକ ଇଣ୍ଟରାକ୍ଟିଭ୍ କାର୍ଯ୍ୟକଳାପ ଏବଂ ଲିଫଲେଟ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଏହାଦ୍ବାରା…
Read More...